ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ ।
Published By: Manoranjan Behera
Last updated: 09 September 2023, 09:44 PM IST
ମୁଁ ଯାହା କହୁଛି କି ଲେଖୁଛି ତାହା ଅନୁଶାସନ ବିରୋଧରେ କେମିତି ଯାଉଛି ? ମୁଁ ଜାଣିପାରୁନି..ସୌମ୍ୟରଂଜନ ପଟ୍ଟନାୟକ