• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Parrot Funeral
ପାଳିତ ଶୁଆର ମୃତ୍ୟୁ ପରେ ସମାଧି ଦେଇ ଶୁଦ୍ଧି ହେଲେ ପରିବାର

ପାଳିତ ଶୁଆର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପରିବାର। ପୁରୀ ସ୍ଵର୍ଗଦ୍ଵାରରେ ସତ୍କାର କରିବାର ଇଚ୍ଛା ଥିଲା ହେଲେ ସେଠାରେ ପକ୍ଷୀ ଦାହ କରିବା ପାଇଁ ଅନୁମତି ନଥିବାରୁ ସେଠାରୁ ଫେରିଆସି ନିଜ ଘର ପାଖରେ ଗାତ ଖୋଳି ମୃତ ଶୁଆକୁ ସମାଧି ଦେଇଥିଲେ..

Similipal National Park
ଶିମିଳିପାଳର ସୁରକ୍ଷା ପାଇଁ ଏକାଠି ହେଲେ ଅଭିନେତା

ଶିମିଳିପାଳରେ ଗତ କିଛିଦିନ ହେବ ଲଗାତାର କାଠ ମାଫିଆଙ୍କ ପାଦୁର୍ଭାବ ବଢୁଛି । ବଢ଼ିଛି ବନ୍ୟଜନ୍ତୁ ଶିକାର । ହାତୀ ଓ ବାଘଙ୍କ ମୃତ୍ୟୁ ଏବଂ ଶେଷରେ ଦୁଇଜଣ ବନ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଉ ଏଭଳି ସମୟରେ ଏବେ ଜୋରଦାର ହୋଇଛି ।

Baitarani River
ବୈତରଣୀ ନଦୀ ମଝିରେ ଅଜଣା ବସ୍ତୁ ଦେଖି ଲୋକେ ଆତଙ୍କିତ

ବୈତରଣୀ ନଦୀ ବଲ୍ଲଭିଘାଟ ନିକଟରେ ଏକ ବିରାଟ ଅଜଣା ବସ୍ତୁ ଭାସୁଥିବା ଦେଖି ଲୋକ ଆତଙ୍କିତ ହେଉଥିଲେ। ତାହା କୌଣସି ବଡ ମାଛ, କୁମ୍ଭୀର କି ସାପ ବୋଲି ଅନୁମାନ କରାଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦେଖିଲା ବେଳକୁ ତାହା ଏକ ବୋଟ୍‌

  • Monday, 24 July 2023
  • Boat
Apana Eka Nuhanti
ରୋଗଶଯ୍ୟାରେ ଘରର ମେରୁଦଣ୍ଡ

ରୋଗଶଯ୍ୟାରେ ଘରର ମେରୁଦଣ୍ଡ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ମାଆ ଓ ପତ୍ନୀ ।

Teacher retires
ମନେ ରହିବେ ସନା ସାର୍

ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧୀର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍..

Bael tree
ବିରଳ ବେଲଗଛ, ଗୋଟିଏ ବି କଣ୍ଟାନାହିଁ

ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ଦେହରେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..

River Bank Of Odisha
ଦୁର୍ବଳ ହେଲାଣି ଓଡ଼ିଶାର ନଦୀବନ୍ଧ ! ଛାନିଆ ହେଲେଣି ଉପକୂଳିଆ

ଦେବୀ, କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଫାଟିଛି । ଦୁର୍ବଳ ନଦୀ ବନ୍ଧକୁ ନେଇ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।

Bael tree
ମହାଦେବଙ୍କ ଅପାର ମହିମା ! ଏପରି ଏକ ବେଲଗଛ, ଯେଉଁଥିରେ ନାହିଁ ଗୋଟିଏ ବି କଣ୍ଟା

ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..

  • Monday, 24 July 2023
Driver Association
ଡ୍ରାଇଭର ସଂଘର ଚେତାବନୀ ! ସରକାରଙ୍କ ପାଇଁ ଦେଲେ ଡେଡ୍‌ଲାଇନ୍‌

‘ବାରମ୍ବାର ବୋର୍ଡ ଗଠନ ଦାବି ସତ୍ତ୍ୱେ ସମୟ ଗଡ଼ାଉଛନ୍ତି ସରକାର’ । ‘ବୀମା ପାଇଁ ସରକାର କହିଥିଲେ ବି ବୋର୍ଡ ନଥିବାରୁ କାମରେ ଲାଗୁନି’

Bhubaneswar Metro
ଖୁବ୍‌ଶୀଘ୍ର ଭୁବନେଶ୍ୱର-କଟକ ମେଟ୍ରୋ ! ଚାଲିଛି ୩୦ ଫୁଟ୍‌ ତଳୁ ମାଟି ପରୀକ୍ଷା

ପରୀକ୍ଷା ପାଇଁ ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ପରୀକ୍ଷଣ ଆରମ୍ଭ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ।

  • Monday, 24 July 2023
  • Metro
Paschima Dwara
ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାରରେ ପ୍ରବେଶ କରିବେ ପୁରୀବାସୀ

Bees
ଭିନ୍ନ ମଣିଷ : ମହୁମାଛିଙ୍କୁ ଖୁଆଇବା ପରେ ଖୋଲନ୍ତି ଦୋକାନ

ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ

Chudanga Gada
ଇତିହାସର ଆଇନାରୁ ହଜିଯିବ କି ବାରଙ୍ଗର ଚୂଡ଼ଙ୍ଗ ଗଡ଼ ?

ASI ସଂରକ୍ଷିତ ଜମି ଉପରେ ରାଜ୍ୟ ସରକାରଙ୍କ ଲୋଲୁପ ନଜର । ରାଜ୍ୟ ସରକାରଙ୍କ ଏଭଳି ଅବିଚାରକୁ ନେଇ ବଢ଼ିଲା ଉଦବେଗ । ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI ।

  • Saturday, 22 July 2023
 agro equipment subsidy schem
ସବସିଡରେ କୃଷି ଯନ୍ତ୍ରପାତି ନେଇ ସମସ୍ୟାରେ ଚାଷୀ : ଦୌଡ଼ି ଦୌଡ଼ି ଥକିଗଲେଣି, ହେଲେ ମିଳୁନି ଅର୍ଥ

ସବସିଡ୍ ଅର୍ଥ କେବେ ମିଳିବ ଜାଣିପାରୁ ନାହାଁନ୍ତି ଚାଷୀ । ପାୱାର ୱିଡର ଓ ପାୱାର ଟିଲର ନେଇ ଚିନ୍ତାରେ ଚାଷୀ । ବ୍ୟାଙ୍କ କି କୃଷି ବିଭାଗ ଅଧିକାରୀ ଶୁଣୁନାହାଁନ୍ତି ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେନ୍ଦୁୱାଡା ଚାଷୀଙ୍କ ଅଭିଯୋଗ ।

pomegranate farming
ଦିନେ ଦୁବ କଅଁଳୁନଥିଲା...ଏବେ ଡାଳିମ୍ବ ଭାରରେ ଡାଳ ଭାଙ୍ଗିଯାଉଛି

ପଥୁରିଆ ମାଟି...ଦୁବଟିଏ ବି ହେଉନଥିଲା । ପ୍ରତିକୂଳ ପରିସ୍ଥିତିରେ ବି ଡାଳିମ୍ବ ଚାଷ କରିବାକୁ ମନ ବଳାଇଲେ ଚାଷୀ । ଏବେ ଏମିତି ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ।

Tomato Price Hike
ଦଶମ ଫେଲ୍‌ କିନ୍ତୁ ଟମାଟୋ ବିକି ଏବେ କୋଟିପତି

ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍‌ ହେଲେ । ତା’ପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍‌ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍‌ ମାରିଲେ ।

Love Story
ଅଜବ ପ୍ରେମ ! ପ୍ରେମିକାକୁ ଦେଖା କରିବାକୁ ଗାଁରୁ ଲାଇନ୍ କାଟୁଥିଲା ପ୍ରେମିକ, ତା’ପରେ...

ଗାଁ ଲୋକେ କିଛି ବୁଝି ପାରନ୍ତି ନାହିଁ । କାହିଁକି କଟୁଛି ବିଜୁଳି ? କାରଣ କ’ଣ ?

  • Saturday, 22 July 2023
Tours And Travels
ଆଶ୍ଚର୍ଯ୍ୟ ! ମାତ୍ର ୧୦ ବର୍ଷ ବୟସରେ ୫୦ ଦେଶ ବୁଲିଲେଣି, ଦିନେ ବି ସ୍କୁଲ ବନ୍ଦ କରିନାହାନ୍ତି

ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଆଦିତି ୧୦ ବର୍ଷର ହୋଇଥିବା ବେଳେ ୫୦ ଦେଶ ବୁଲିବା ସହ ଗୋଟିଏ ବି ଦିନ ସେ ତାଙ୍କର ସ୍କୁଲ ମିସ୍‌ କରି ନାହାନ୍ତି  ।

  • Saturday, 22 July 2023
VK Pandian’s
ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌?

Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର ।

Mahanadi
ବଢୁଛି ହୀରାକୁଦ ଜଳସ୍ତର ! ପ୍ରବେଶ କରୁଛି ୧,୩୬,୮୮୮ କ୍ୟୁସେକ ଜଳ

ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Marriage
ଅଜବ ଘଟଣା ! ଭୁଲ୍‌ରେ ଶ୍ୱଶୁରଙ୍କୁ ବାହା ହୋଇଗଲେ ମହିଳା

ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ଖୁବ୍‌ ଚର୍ଚ୍ଚାରେ । ତାଙ୍କୁ ନେଇ ଏବେ ଢ଼େର ଆଲୋଚନା । କାରଣ ତାଙ୍କ ବିବାହ ଉତ୍ସବ ବେଳେ ଘଟିଯାଇଛି ଏମିତି ଏକ ଘଟଣା ଯାହା ନିହାତି ଭାବେ ଏକ ଚର୍ଚ୍ଚାର ବିଷୟ ।

  • Friday, 21 July 2023
Human market
ରାତି ପାହିଲେ ବସୁଛି ମଣିଷ ହାଟ...ହେଲେ ବସିବାକୁ ଜାଗା ନାହିଁ...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି।

  • Friday, 21 July 2023
Ramadevi University
ରମାଦେବୀ କର୍ତ୍ତୃପକ୍ଷଙ୍କ ଅଜବ ନିୟମ ! ପରୀକ୍ଷାର୍ଥୀ ଯିଏ ପରୀକ୍ଷା ନିୟନ୍ତ୍ରକ ସିଏ...

ପିଏଚ୍‌ଡି ଲାଗି କର୍ତ୍ତୃପକ୍ଷ ଚକ୍ରାନ୍ତ ଚଲାଇଥିବା ଅଭିଯୋଗ । ଆରଟିଆଇରୁ ଆସିଲା ସାଙ୍ଘାତିକ ତଥ୍ୟ ।

Puri Baliapanda Dumping Yard
NGTର କଡ଼ା ନିର୍ଦେଶ ! ଦୁଇ ବର୍ଷରେ ପୁରୀ ବଳିଆପଣ୍ଡାରୁ ସଫା କର ଅଳିଆ ଗଦା...

ଦୁଇ ବର୍ଷ ମଧ୍ୟରେ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅଳିଆ ଗଦା ହଟାଅ: NGT ।