ପାଳିତ ଶୁଆର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପରିବାର। ପୁରୀ ସ୍ଵର୍ଗଦ୍ଵାରରେ ସତ୍କାର କରିବାର ଇଚ୍ଛା ଥିଲା ହେଲେ ସେଠାରେ ପକ୍ଷୀ ଦାହ କରିବା ପାଇଁ ଅନୁମତି ନଥିବାରୁ ସେଠାରୁ ଫେରିଆସି ନିଜ ଘର ପାଖରେ ଗାତ ଖୋଳି ମୃତ ଶୁଆକୁ ସମାଧି ଦେଇଥିଲେ..
ମହିଳା ଓ ଶୁଆ ମଧ୍ୟରେ ସମ୍ପର୍କ ମାଆ ପୁଅ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ।