ହଷ୍ଟେଲ୍କୁ ଗାର୍ଲଫ୍ରେଣ୍ଡ୍ ଆଣିବା ମନା। ଯୁବକ ଖେଳିଲେ ସୁଟ୍କେସ୍ ଖେଳ। ଟ୍ରଲିବ୍ୟାଗ୍ରେ ଗାର୍ଲଫ୍ରେଣ୍ଡକୁ ଭର୍ତ୍ତିକରି ନେଉଥିଲେ। ଜାଣନ୍ତୁ କ’ଣ ହେଲା…
ସାମ୍ନାକୁ ଆସିଛି ଏକ ଅଜବ ଖବର। ଜଣେ ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା। ପରୀକ୍ଷା କରିବାକୁ ମିଳିଲା ଦାନ୍ତ ଓ ଚୁଟି।
ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ନୀତିଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ଏଥିରେ ରହିଛି ସୁଖ ଜୀବନର ମୂଳ ରହସ୍ୟ। ଏଥିରେ ଥିବା ବୈବାହିକ ଜୀବନର କିଛି ନୀତିକୁ ଯଦି ଜଣେ ମାନିନିଏ ତେବେ ସଂପର୍କରେ କେବେ ବି ହେବ ନାହିଁ ଫାଟ।
କରୋନା ଟିକା ସ୍ପୁଟନିକ୍ ଲାଇଟ୍କୁ ମିଲିଲା ଭାରତ ସରକାରଙ୍କ ଅନୁମତି । ଏହି ସିଙ୍ଗଲ୍ ଡୋଜ୍ କରୋନା ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ(DCGI)।
ହଜାରେ ତମ ଦିନିକିଆରେ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ବିଜୟୀ ହେବା ସହ ଦିନିକିଆ ଇତିହାସରେ ରେକର୍ଡ କରିଛି । ମ୍ୟାଚ୍ ଜିତିବା ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି ।
ପାଣି ଟ୍ୟାପ୍ରୁ ପାଣି ତ ବାହାରିବା ଏକ ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି ଚା’ ବାହାରିବାର। କିନ୍ତୁ ଏଠି ଯେଉଁ ପାଣି ଟ୍ୟାପ୍ ଅଛି, ଖୋଲିବା ମାତ୍ରେ ବାହାରୁଛି ଗରମ ଗରମ ଚା’। ଯିଏ ଯାଉଛି ସିଏ ପିଉଛି।
ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ ସକାଳ ୮ଟା ୧୨ ମିନିଟରେ ଇହଲୀଳା ସମ୍ବରଣ କରିବା ପରେ ସ୍ତବ୍ଧ ହୋଇଯାଇଥିଲା ଦେଶ।
ସଂଗୀତର ଅନ୍ୟ ନାମ ଲତା ଲଙ୍ଗେସକର୍। ସେ ସିନା ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ଛାଡିଯାଇଛନ୍ତି ତାଙ୍କର ସୁମଧୁର ସୁର। ସେ ତାଙ୍କ କ୍ୟାରିୟର୍ରେ ଅନେକ ସଂଗୀତ ନିର୍ଦ୍ଦେଶକଙ୍କ କମ୍ପୋଜିସନ୍କୁ ନିଜର ଯାଦୁକରୀ କଣ୍ଠରେ ଅମର କରିଦେଇଛନ୍ତି।
ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ଯେତେବେଳେ ଲତାଙ୍କୁ ଏହି ଗୀତ ଗାଇବାକୁ କୁହାଯାଇଥିଲା, ଲତା ପ୍ରଥମେ ସେହି ଗୀତର ଭାବ ଜାଣିବାକୁ ଚାହିଁଥିଲେ
ଦୀର୍ଘ ୭ ଦଶନ୍ଧିର ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ପୂର୍ଣ୍ଣଛେଦ। ସ୍ୱର ଜଗତରୁ ସବୁଦିନ ପାଇଁ ନିରବି ଗଲେ ମହାଦୃମ ଲତା ମଙ୍ଗେସକର। ଭାରତୀୟ ସଙ୍ଗୀତ ଜଗତ ପାଇଁ ବିଶାଳ, ଅମାପ ଓ ଅପୂରଣୀୟ କ୍ଷତ ସୃଷ୍ଟି କରି ଚିର ନିଦ୍ରାରେ ଶୋଇଯାଇଥିବା ସୁର ସାମ୍ରାଜ୍ଞିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିବା କ୍ୟାପ୍ଟେନ୍ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି । ତେବେ ଆଜି ମ୍ୟାଚ୍ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ।
ପଞ୍ଜାବରେ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଚନ୍ନି ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି।
କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।
ସୁର ସମ୍ରାଜ୍ଞୀ ଦିନେ ଅଭିନେତ୍ରୀ ଥିଲେ। କିନ୍ତୁ ଅଭିନୟ ତାଙ୍କର ପସନ୍ଦ ନ ଥିଲା। ଯେତେବେଳେ ଅଭିନୟ ଛାଡି ଗୀତ ଗାଇବାକୁ ଗଲେ ସେତେବେଳେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା।
ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କେବଳ ଭାରତ ନୁହଁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
୯୨ ବର୍ଷ ବୟସରେ ଦୁନିଆକୁ ଅଲ୍ବିଦା କହିଛନ୍ତି ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର। ଦିନେ ଦୁଃଖ ଦୁର୍ଦ୍ଦଶାରେ ଥିଲା ପରିବାର। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର କାହାଣୀ।
ଟିଭି ସିରିୟଲ ‘Ghum Hai Kisikey Pyaar Meiin’ରେ ଅଭିନୟ କରିଥିବା ‘ଭବାନୀ କାକୁ’ ଓରଫ ଅଭିନେତ୍ରୀ କିଶୋରୀ ରାହାଣେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।
୧୯୬୨ ମସିହାର କଥା। ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ। ଏତେ କମ୍ ବୟସରେ ଲତା ସଫଳତାର ଶିଖର ଛୁଇଁଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋଙ୍କର ଈର୍ଷା ବି ବଢ଼ିଯାଇଥିଲା ।
ଲତାଙ୍କ ଦେହାନ୍ତରେ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ କୋକିଳ କଣ୍ଠୀ ଲତା ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଏହି ସଂଘର୍ଷ କାହାଣୀ ଜାଣିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଏହା ଛୁଇଁ ଯିବ।
ଦେଶର ରେଡ୍ ଲାଇଟ୍ ଏରିଆ। ଯେଉଁଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର। ଏମିତି ଅଂଚଳ ଭିତରେ ଆଗରେ ରହିଛି ସୋନାଗାଛିର ନାଁ। ତେବେ କାହିଁକି ଏଠାରେ ହୋଇଥାଏ ଏମିତି କାମ। ଏହି ନାମଟି କେଉଁଠୁ କେମିତି ଆସିଲା? କିଏ ଦେଲା ଏମିତି ନାଁ?
୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ସେ କୋକିଳକଣ୍ଠୀ, ସୁରସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।
କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଲତା ମଙ୍ଗେସକର ପିଲାଟି ଦିନରୁ କଳା ପ୍ରତି ଭାରି ଆଗ୍ରହୀ ଥିଲେ । ଖେଳବୁଲା ବୟସରେ ଲତା ମଙ୍ଗେସକର ବାପାଙ୍କ ସହିତ ବସି ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ମାତ୍ର ୫ ବର୍ଷ ବୟସରେ ସେ ପିତାଙ୍କ ସଂଗୀତ ନାଟକରେ ଅଭିନୟ କରିଥିଲେ ।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।