/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641644001.jpg)
Helicaptor Landing
ପାରଳାଖେମୁଣ୍ଡି: ଅଚାନକ ଲ୍ୟାଣ୍ଡିଂ ଉଦ୍ୟମ କଲା ଅଜଣା ହେଲିକପ୍ଟର। ଗଜପତି ଷ୍ଟାଡିୟମରେ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବାରୁ ସେଠାରେ ଖେଳୁଥିବା ପିଲାମାନେ ଭୟଭୀତ ହୋଇ ଯିଏ ଯେଉଁଆଡେ ଦୌଡି ପଳାଇଥିଲେ। ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରି ପୁଣି ଚାଲିଯାଇଥିଲା ହେଲିକପ୍ଟର। ହେଲିକପ୍ଟର ଲ୍ୟାଣ୍ଡିଂ ନେଇ ଗଜପତି ପୋଲିସ କିମ୍ବା ପ୍ରଶାସନ ପାଖେ କୌଣସି ଖବର ନଥିବା ସୂଚନା ମିଳିଛି। ତେବେ ହେଲିକପ୍ଟରଟି କାହିଁକି ହଠାତ ଲ୍ୟାଣ୍ଡିଂ କରିବା ପାଇଁ ଉଦ୍ୟମ କରିଥିଲା ତାହା ସ୍ପଷ୍ଟ ହୋଇନି।
Advertisment
ଗଜପତିରେ ଆତଙ୍କ! ପିଲା ଖେଳୁଥିବା ବେଳେ ପଡ଼ିଆ ଭିତରକୁ ମାଡ଼ିଆସିଲା ହେଲିକପ୍ଟର, ଆଉ ତା' ପରେ... #Paralakhemundi#Odishapic.twitter.com/2TXNkaTmUk
— ଓଟିଭି (@otvkhabar) January 8, 2022
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)