• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

IAF
Indian Air Force Day 2024: ଭାରତୀୟ ବାୟୁସେନା ସହିତ ଜଡ଼ିତ କିଛି ରୋଚକ କଥା

ଭାରତୀୟ ବାୟୁସେନା ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା, ସେହି ଦିନଠାରୁ ପ୍ରତିବର୍ଷ ୮ ଅକ୍ଟୋବରରେ ଏହି ଦିନ ପାଳନ କରାଯାଏ। ଏୟାର ମାର୍ଶଲ ସୁବ୍ରତ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ।

Crime
ହୁତହୁତ୍ ହୋଇ ଜଳିଗଲେ ଯୁବତୀ, ରାସ୍ତାକଡ଼ରୁ ଉଦ୍ଧାର କଲେ ଲୋକେ

ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି।

Kidney Diseases
ଜଳ ଦେଉଛି କିଡନୀ ଯନ୍ତ୍ରଣା ! ଭେଣ୍ଡିଆ ପୁଅକୁ ଝୁରୁଛି ମାଆ...

କିଡନୀ ସମସ୍ୟା ପଛରେ ଦୂଷିତ ଭୂତଳ ପାନୀୟ ଜଳକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

OSSSC
OSSSC ପରୀକ୍ଷା ବିଭ୍ରାଟ, ଆଶାୟୀଙ୍କ ଗର୍ଜନ; ସରକାର ବଦଳିଥିଲେ ବି ବଦଳୁନି ବ୍ୟବସ୍ଥା !

ଅଯୋଗ୍ୟ ସଂସ୍ଥାକୁ ଦାୟିତ୍ୱରୁ ହଟାଇ ପୁନଃ ପରୀକ୍ଷା ଦାବି । କାଲି ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ ।

Protest
'ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା', ଜଏନିଂ ବେଳେ ବିରୋଧ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା ।

Odisha Politics
ଇଣ୍ଡି ମେଣ୍ଟ ଆଡକୁ ଢଳୁଛି BJD ! ଆସିଲା ନୂଆ ଟ୍ବିଷ୍ଟ...

ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ ।

Amit Shah
‘ଏବେ ଦରକାର ଅନ୍ତିମ ପ୍ରହାର, ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଭାରତ’

ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ ।

Building Paint
ବଦଳିବ ସରକାରୀ କୋଠାର ରଙ୍ଗ, ମରାମତି-ନବୀକରଣ ବେଳେ ବଦଳିବ

ବଦଳିବ ରାଜ୍ୟର ସରକାରୀ କୋଠା ଗୁଡ଼ିକର ରଙ୍ଗ । ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ ।

Time Pass Book Festival
ଟାଇମ୍‍ପାସ୍‍ ପୁସ୍ତକପର୍ବ: ‘ବହିବର୍ଷା’ରେ ଓଦା ହେଲେ ଶତାଧିକ ଲେଖକ

ଏହି ଅବସରରେ ଫନୀ ମହାନ୍ତିଙ୍କ ଶ୍ରେଷ୍ଠ କବିତା, ବିଜୟ ମହାପାତ୍ରଙ୍କ ଅଶ୍ରୁ ଅନଳ, ତ୍ରିନାଥ ସିଂହଙ୍କ ଦୁଇଫର୍ଦ୍ଦ ଆକାଶ ଆଦି ଉପନ୍ୟାସ ବି ସାମ୍ନାକୁ ଆସିଥିଲା ।

Kolkata Horror
ହୋଇନି ଗଣଦୁଷ୍କର୍ମ ! ସଂଜୟ ରାୟ ହିଁ ଏକମାତ୍ର ଅଭିଯୁକ୍ତ: ସିବିଆଇ

କୋଲକାତା ବହୁ ଚର୍ଚ୍ଚିତ ଅଭୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ । ଏନେଇ ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସିଆଲଦା ସ୍ପେଶାଲ କୋର୍ଟରେ ଆଜି ସିବିଆଇ ଚାର୍ଜସିଟ ଦାଖଲ କରିଛି ।

eKYC
ଚାଉଳ ପାଇଁ ଜଙ୍ଗଲରେ ଭିଡ଼, ପିଲାଠୁ ବୁଢା ଧାଉଁଛନ୍ତି ସମସ୍ତେ

ଚାଉଳ ପାଇଁ ଜଙ୍ଗଲ ମଝିରେ ଲୋକଙ୍କ ଭିଡ଼ । ପିଲାଠୁ ବୁଢା, ସମସ୍ତେ ଏକାଠି ହୋଇଛନ୍ତି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଜାଗାରେ ।

Dr. Debashish Mishra
‘ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୪’ ପାଇବେ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର 

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବକବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି।

Government Program Disrupted
ସରକାରୀ କାର୍ଯ୍ୟକ୍ରମରେ ମୋହନଙ୍କ ବଦଳରେ ଲାଗିଲା ନବୀନଙ୍କ ଫଟୋ; ବିଜେପି କର୍ମୀଙ୍କ ହୋହଲ୍ଲା

ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ଫଟୋକୁ ବିରୋଧ । ନବୀନଙ୍କ ଫଟୋ ଥିବା ଲିଫଲେଟ ବଣ୍ଟନ ଅଭିଯୋଗ । ବ୍ୟାନରରେ ଶଙ୍ଖ ଚିହ୍ନ ଥିବା ଅଭିଯୋଗ କଲେ ବିଜେପି କର୍ମୀ  ।

Residential Building
ଆପଣ ଜାଣନ୍ତି କି, ବିଶ୍ୱର ସବୁଠାରୁ ବଡ଼ ଆପାର୍ଟମେଣ୍ଟରେ ରୁହନ୍ତି କେତେ ଲୋକ ?

ଆପଣ କେବେ ଭାବିଛନ୍ତି.. ଗୋଟେ ଆପାର୍ଟମେଣ୍ଟରେ କେତେ ଲୋକ ରହିପାରିବେ । ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ କେଉଁଠାରେ ରହିଛି .. ସେଠାରେ କେତେ ଲୋକ ବାସ କରୁଥିବେ ।

Politics
'ଦିଲ୍ଲୀ କଂଗ୍ରେସର ନିର୍ଦ୍ଦେଶରେ ପରିଚାଳିତ ହେଉଛି ବିଜେଡି'

ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି । ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି ।

ONGC Recruitment 2024
ONGC Recruitment 2024: ଆପଣ ଦଶମ ପାଶ୍ କରିଛନ୍ତି କି… ONGCରେ ଚାକିରି ସୁଯୋଗ

ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ରେ ବାହାରିଛି ଚାକିରି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Nobel Prize
ମେଡିସିନ୍‌ରେ ବିରଳ ସଫଳତା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ୍ ...

ମେଡିସିନ୍‌ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍‌ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍‌ଙ୍କୁ ମିଳିଛି ।

pandya overtakes virat
ରନ୍‌ ମେସିନ୍‌ କୋହଲିଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ; ଜାଣନ୍ତୁ କେମିତି...

ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ଏଥିରେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

Arun Kumar Sarangi
'ୟୁନିଫର୍ମ ହେଉଛି ସୁରକ୍ଷା କବଚ, ମାନସିକ ସ୍ତରରେ ଖୋଲିବାକୁ ପ୍ରସ୍ତୁତ ନଥିଲି'

କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି ।

17-YO youth attacked with cricket bat
କ୍ରିକେଟ ବ୍ୟାଟରେ ପିଟି ପିଟି ମାରିଦେଲେ; ପ୍ରତିବାଦରେ ରାସ୍ତାରୋକୋ

୮୬ ଦିନ ତଳେ ଏକାଧିକ ଯୁବକ ତାଙ୍କୁ ମାଡ ମାରି ଗୁରୁତର କରିଥିଲେ। ଏହାପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଛି।

Singham Again Trailer Out
Singham Again Trailer Out: ଆସିଲା ‘ସିଙ୍ଘମ୍ ଏଗେନ୍’ର ଟ୍ରେଲର୍; ଆକ୍ସନ୍, ଆକ୍ସନ୍ କେବଳ ଆକ୍ସନ୍

ନିର୍ମାତା ବହୁ ପ୍ରତୀକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ବିସ୍ଫୋରକ ଟ୍ରେଲର ରିଲିଜ୍ କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରି ଦେଇଛନ୍ତି। ଆପଣ ବି ଦେଖିଲେ ଠିକ୍ ଏହା ହିଁ କହିବେ।

Strike
ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ; ମନ୍ତ୍ରୀଙ୍କ ସହ ବୈଠକ ପରେ ଓହରିଲା ସଂଘ

ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ। 

Hirakud Dam
ଖୁବଶୀଘ୍ର ହେବ ହୀରାକୁଦ ଡ୍ୟାମର ନବୀକରଣ କାମ; ଖର୍ଚ୍ଚ ହେବ ୮୫୫ କୋଟି 

୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। 

Onion
କୁଆଡ଼େ ଗଲା ଆଳୁ ଓ ପିଆଜ ମିଶନ...ଅତ୍ୟାବଶ୍ୟକ ସାମଗ୍ରୀର ଦର କାହିଁକି ଆକାଶ ଛୁଆଁ...

ପିଆଜ ଦେଖିଲେ ଝରୁଛି ଲୁହ। ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ହନ୍ତସନ୍ତ ଖାଉଟି । କୁଆଡ଼େ ଗଲା ଆଳୁ ଓ ପିଆଜ ମିଶନ୍‌। ଅତ୍ୟାବଶ୍ୟକ ସାମଗ୍ରୀର ଦର କାହିଁକି ହେଉଛି ଆକାଶ ଛୁଆଁ...।

OSSSC
OSSSC ବିରୋଧରେ ଗର୍ଜନ; RI, ARI, ଅମିନ, ICDS ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମଜି ଛକରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଛନ୍ତି।