• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Explosion near Chandigarh bar owned by rapper badshah
Rapper Badshah: ରାପର୍‌ ବାଦଶାହଙ୍କ କ୍ଲବ୍‌ ପାଖରେ ବୋମା ମାଡ଼; ଚାରିଆଡ଼େ ଆତଙ୍କ

ଚଣ୍ଡିଗଡ଼ର ସେକ୍ଟର ୨୬ର ଏକ ନାଇଟ୍ କ୍ଲବ ନିକଟରେ ହୋଇଛି ବୋମା ବିସ୍ଫୋରଣ। ଖବର ପାଇବା ପରେ ଏହି ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଧମାନେ ଟାର୍ଗେଟ୍‌ କରିଥିବା କ୍ଲବ୍‌ ହେଉଛି ରାପର୍‌ ତଥା ଗାୟକ ବାଦଶାହଙ୍କର।

Elephants Winter Census Report
Elephants Winter Census Report: ଜଣାପଡ଼ିବ ରାଜ୍ୟରେ ଅଛନ୍ତି କେତେ ହାତୀ, ଆସିବ ରିପୋର୍ଟ

୩ ବର୍ଷରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି ।

The old king took the edge of youth from his son and
Mahabharat Story: ପୁଅର ଯୌବନ ନେଇ ଜୀବନ ଉପଭୋଗ କରୁଥିବା ଜଣେ ରାଜା ଓ ତାଙ୍କ ଚାରି ପୁଅଙ୍କ କାହାଣୀ

ଅଭିଶାପ ପାଇ ହଠାତ୍ ବୁଢା ହୋଇଥିବା ବାପାକୁ କାହିଁକି ସାହାଯ୍ୟ କଲେନି ପୁଅମାନେ? ନିଜ ପୁଅମାନଙ୍କ ଠାରୁ କାହିଁକି ଯୌବନ ଧାର ମାଗିଲେ ରାଜା ଯଯାତି? ଚାରିପୁଅ ଭିତରୁ କିଏ ପୁଣି ସାହାଯ୍ୟ କଲା ବାପାକୁ? ମହାଭାରତର ଚମତ୍କାର ଚରିତ୍ର ଓ ଘଟଣା ଜାଣିବାକୁ ଆଜିର ଅଧ୍ୟାୟ ପଢନ୍ତୁ।

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ
Rajya Sabha By Election: ବାଜିଲା ରାଜ୍ୟସଭା ଉପନିର୍ବାଚନ ବିଗୁଲ, ଡିସେମ୍ବର ୨୦ରେ ୬ ଆସନରେ ହେବ ଉପନିର୍ବାଚନ

୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି ।

ସୁଭଦ୍ର ଆବେଦନର ଶେଷ ତାରିଖ
Subhadra Yojana: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

census iraq
Iraq's Census Held In Over 30 Years: ତିନି ଦଶନ୍ଧି ପରେ ହେଲା ଜନଗଣନା; ଜାଣନ୍ତୁ କେତେ ରହିଛି ଇରାକର ଜନସଂଖ୍ୟା

ତିନ ଦଶନ୍ଧି ପରେ ଇରାକ୍‌ରେ ହେଲା ଜନଗଣନା। ବର୍ଷ ବର୍ଷର ବିବାଦ, ରାଜନୈତିକ ବିଭାଜନ ଓ ଅନେକ ସମସ୍ୟାକୁ ବାଦ୍ ଦେଇ ଶେଷରେ ଜନଗଣନା କରାଯାଇଛି।

Depression
Depression Disorder: ଆପଣଙ୍କଠାରେ ଅଛି କି ଏହିସବୁ ଲକ୍ଷଣ? ତାହେଲେ ଆପଣ ବି ହୋଇଥାଇ ପାରନ୍ତି ଡିପ୍ରେସନର ଶିକାର...

ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି। ଆମ ଅଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ ଆମେ ଜାଣିପାରନ୍ତି ନାହିଁ। ଏହି ପ୍ରବନ୍ଧଟି ପଢ଼ି ସାରିଲା ପରେ ଥରଟିଏ ନିଜକୁ ବିଶ୍ଳେଷଣ କରି ଦେଖନ୍ତୁ, ହୁଏତ ଆପଣଙ୍କୁ ବି ଏହା ଆକ୍ରାନ୍ତ କରିନାହିଁ ତ ?

ଜଳୁଛି ମଣିପୁର, ଥମୁନି ହିଂସା
Manipur Violence: କାହିଁକି କମୁନି ହିଂସା, ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ...

ସଙ୍କଟରେ ମଣିପୁର ସରକାର। ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ।

୧୩ ବର୍ଷରେ କୋଟିପତି
Vaibhav Suryavanshi: କିଏ ଏହି ବୈଭବ ସୂର୍ଯ୍ୟବଂଶୀ, ଯାହାଙ୍କୁ ୧.୧ କୋଟିରେ କିଣିଲା ରାଜସ୍ଥାନ

ବିହାରରେ ଜନ୍ମଗ୍ରହଣ କରିଥିବା ବୈଭବ କେବଳ ୧୩ ବର୍ଷ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇ ଇତିହାସ ରଚିଥିଲେ । ରାଜସ୍ଥାନ ବୈଭବଙ୍କ ୧.୧ କୋଟିରେ ନିଜ ଦଳରେ ସାମିଲ କରିଥିଲା ।

ମୁଖ୍ୟମନ୍ତ୍ରୀ ପରୁ ଇସ୍ତଫା ଦେଲେ ସିନ୍ଦେ
Eknath Shinde Resigns: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ

ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।

କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
Maharastra CM Race: କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଲାଗିରହିଛି ସସପେନ୍ସ

ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?

Yellow Taxi
Kolkata Yellow Cabs: ଖୁବଶୀଘ୍ର ଇତିହାସ ପାଲଟିବ କୋଲକାତାର ହଳଦିଆ ଟାକ୍ସି; ଜାଣନ୍ତୁ କାହିଁକି

କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ତେବେ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।

PAN କାର୍ଡରେ ରହିବ ‍QR କୋଡ୍‌
PAN 2.0 Explained: PAN 2.0 ଅନୁମୋଦନ, QR କୋଡ୍‌ ସହ ଆସିବ ନୂଆ ପାନ୍‌ କାର୍ଡ

ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍‌ ୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍-୧ର ଅପଗ୍ରେଡ୍ ଭର୍ସନ ।

26/11 Mumbai terror attack
Mumbai 26/11 Attack: ମୁମ୍ୱାଇ ଆଟାକ୍‌କୁ ୧୬ ବର୍ଷ; କେଉଁଠି ଅଛନ୍ତି ଆକ୍ରମଣ ପଛର ୫ ମାଷ୍ଟର ମାଇଣ୍ଡ ?

୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ। ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ ଫାଶୀ ଖୁଣ୍ଟରେ ଝୁଲିଛି । ତେବେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଏଯାଏଁ ଖୁଲମଖୁଲ୍ଲା ବୁଲୁଛନ୍ତି ।

Digital Arrest
Digital Arrest: ବୃଦ୍ଧାଙ୍କୁ ଡିଜିଟାଲ୍ ଆରେଷ୍ଟ କଲେ ସାଇବର ଲୁଟେରା; ଠକିନେଲେ ୩.୮ କୋଟି

ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ମହିଳାଙ୍କଠାରୁ ଠକିନେଲେ ୩.୮କୋଟି ଟଙ୍କା। ମାସେରୁ ଅଧିକ ସମୟ ଧରି ଧରି ଠକ କରୁଥିଲା ବ୍ଲାକମେଲ୍।

Panchang
Panchang Today 26th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

winter session
Odisha Assembly Winter Session: ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆଜିଠୁ ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ୩ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍। ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ ।

Indian Constitution Day 2024
Indian Constitution Day 2024: ବିଶ୍ୱରେ କାହିଁକି ସ୍ୱତନ୍ତ୍ର ଭାରତୀୟ ସମ୍ବିଧାନ; ଜାଣନ୍ତୁ କ'ଣ ରହିଛି ବିଶେଷତ୍ୱ

ଆମ ଦେଶରେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ କେବେ ପାଳନ କରାଯାଇଥିଲା? ଏହା ବ୍ୟତୀତ ଭାରତୀୟ ସମ୍ବିଧାନର ଲକ୍ଷ କ’ଣ?

How to make ai art know step by step
Make AI Art: ଆପଣ AI ବ୍ୟବହାର କରି ସୁନ୍ଦର ଚିତ୍ର କରିବାକୁ ଚାହାନ୍ତି କି… ଆପଣଙ୍କ ପାଇଁ ଷ୍ଟେପ୍

ଆପଣ ଜଣେ ଦକ୍ଷ କଳାକାର ହୁଅନ୍ତୁ କି ନୂଆ କଳାକାର, ସମସ୍ତେ AI ବ୍ୟବହାର କରିପାରିବେ ଆଉ ଚମତ୍କାର ଚିତ୍ର କରିପାରିବେ। ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ?

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା
Dharamshala MLA Attack: ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ, ଗ୍ରାଉଣ୍ଡ ଜିରୋରେ ପ୍ରମାଣ ଘାଣ୍ଟିଲା ୬ ଜଣିଆ ଟିମ୍

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା । ଆହୁରି ତେଜିଲା ରାଜନୈତିକ ବୟାନବାଜି ।

Bonda Ghati
Subhadra Yojana: ଏଠି ବିକାଶ ତ ଅପହଞ୍ଚ! ସୁଭଦ୍ରା ଯୋଜନାର ଗତି ମଧ୍ୟ ମନ୍ଥର ..

ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।

Vending Zone
Vending Zone: ଭେଣ୍ଡିଂ ଜୋନକୁ ନେଇ କେଁ, ପୌରପରିଷଦ କାର୍ଯ୍ୟାଳୟ ଘେରାଉ

ଏକାଠି ଉଠିବୁ । ଗୋଟିଏ ଜାଗାରେ ବସିବୁ । ପର୍ଯ୍ୟାୟକ୍ରମେ ଉଠାଇଲେ ଯିବୁନାହିଁ ।

Ganja Cultivation
Ganja Cultivation: ସମୂଳେ ଧ୍ୱଂସ ହେବ ନୀଳ ଜହର! ଗଞ୍ଜେଇ ମୁକ୍ତ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ୍

୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।

Cancer Management
Sidhu About Cancer Management: ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !

ଦୀର୍ଘଦିନ ଧରି ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ନବଜୋତ୍ କୌର । ଚତୁର୍ଥ ଷ୍ଟେଜରେ ଥିବା ବେଳେ ଡାକ୍ତର କହିଥିଲେ, ବଂଚିବାର ଆଶା ମାତ୍ର ୩ ପ୍ରତିଶତ । କେମୋ ଥେରାପି ସହ ଅପରେସନ୍ ବି ହେଲା । ତା ଭିତରେ ଚାଲିଥିଲା ସୁଷମ ତଥା ନିୟନ୍ତ୍ରିତ ଖାଦ୍ୟ ପ୍ରଣାଳୀ ।

Winter Session
Odisha Assembly: କାଲିଠାରୁ ବିଧାନସଭା, ସରଗରମ ରହିବ ଗୃହ; ଉଠିବ ଅନେକ ପ୍ରସଙ୍ଗ

ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ ।