/odishatv-khabar/media/post_attachments/uploadimage/library/16_9/16_9_0/Panchang_1732591837.jpg)
Panchang
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୩.୪୭ ଗତେ ୧୨ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୪୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୦୫ ରୁ ୦୬.୪୯
ଦିବା- ୦୮.୪୯ ରୁ ୧୧.୧୨
ସନ୍ଧ୍ୟା- ୦୫.୦୨ ରୁ ୦୬.୪୦
ରାତ୍ରି- ୦୮.୧୮ ରୁ ୦୮.୩୧
ରାତ୍ରି- ୦୯.୨୩ ରୁ ୧୨.୦୦
ରାତ୍ରି- ୦୧.୪୪ ରୁ ୦୩.୨୯
ରାତ୍ରି-୦୪.୨୧ ରୁ ୦୬.୦୬
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୧୮ ରୁ ୦୩.୪୦
କାଳବେଳା- ଦିବା ୧୨.୫୬ ରୁ ୦୨.୧୮
ବାରବେଳା- ଦିବା ୦୭.୨୭ ରୁ ୦୮.୪୯
କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)