• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Aishwarya
ଅଭିଷେକଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଭାଇରାଲ ହେଲା ଐଶ୍ୱର୍ଯ୍ୟାଙ୍କ ଡାଏରୀ !

ସବୁଠାରୁ ବଡ଼ କଥା ହେଲା, ଏହି ସ୍ଲାମ୍‌ ବୁକ୍‌(ଡାଏରୀ)ରେ ସେତେବେଳେ ସେ ଲେଖିଥିଲେ ଆଦର୍ଶ ସମ୍ପର୍କ ତାଙ୍କୁ ବୋର୍‌ କରିଦିଏ । ଏମିତି ଅନେକ କିଛି ସେତେବେଳେ ସେ ଲେଖିଛନ୍ତି ଯାହାକି ବର୍ତ୍ତମାନ ସମୟରେ ତାଙ୍କୁ ତାଙ୍କ ଲେଖା ସହ ଯୋଡ଼ିଲେ ଆଶ୍ଚର୍ଯ୍ୟ ଲାଗିବ ।

GOLD
Gold Price Today 5th October 2024: ପାର୍ବଣରେ ବଢ଼ିଲା ସୁନା ଦର,୭୭ ହଜାର ପାର୍, ଜାଣନ୍ତୁ କେତେ

ପାର୍ବଣ ଋତୁରେ ବଢ଼ିଲା ସୁନା ଦର । ଏବେ ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ୨୪ କ୍ୟାରେଟ୍ ସୁନା ଦର ୭୭ ହଜାରରୁ ଅଧିକରେ ପହଞ୍ଚିଛି ସୁନା ଦର ।

Forester Death
ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା, ୪ ଘଣ୍ଟା ଧରି ଜେରା ହେଲେ DFO

କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।

Sacred Ash
କେମିତି ସଂଗ୍ରହ କରାଯାଏ ବରାଳ ବାଲୁଙ୍କେଶ୍ୱରଙ୍କ ବିଭୂତି ?

ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ । ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି ।

Shodasha Upachara Puja
ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ

ଦୁର୍ଗାପୂଜା ପାଇଁ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ ଚଳଚଂଚଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଏବଂ ବାଲେଶ୍ୱର ରେମୁଣା ବ୍ଲକର ମାଆ ଅଷ୍ଟାଦଶ ଭୁଜାଙ୍କ ମନ୍ଦିର ।

Shrimp Mafia
ଚିଙ୍ଗୁଡି ମାଫିଆଙ୍କ କବ୍‌ଜାରେ ଚାଷଜମି, ଲୁଣା ପାଣି ଦେଇ କରୁଛନ୍ତି ନଷ୍ଟ

ଲୁଣା ପାଣି ମାଡ଼ି ନଷ୍ଟ ହେଉଛି ଚାଷ ଜମି । ଚିଙ୍ଗୁଡି ଘେରିକୁ ଲୁଣା ପାଣି ନେଉଛନ୍ତି ଚିଙ୍ଗୁଡି ମାଫିଆ ।

Why and when did Durga Puja begin; Who started it
Durga Puja 2024: କାହିଁକି ଓ କେବେ ଆରମ୍ଭ ହେଲା ଦୁର୍ଗାପୂଜା; କିଏ ଏହାକୁ କରିଥିଲେ ଆରମ୍ଭ

ମା’ ଦୁର୍ଗା କେଉଁଠି ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

How to prevent your gym clothes from smelling bad
Tips and Tricks: ଆପଣଙ୍କ ଦେହ ଝାଳୁଆ ଗନ୍ଧଉଛି କି… କଟୁ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ୫ ଉପାୟ

ଯେତେବେଳେ ଜିମ୍‌ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ।

Laxmi Bus
ଲକ୍ଷ୍ମୀ ବସ୍‌କୁ ନେଇ ପୁଣି ତେଜିଲା ବିବାଦ, ବସ ଚଳାଚଳ ବନ୍ଦ କରିବାକୁ ଧମକ

ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

Haryana Election
ଭୋଟ ଦେବାକୁ ବୁଥ ଆଗରେ ଲମ୍ବା ଲାଇନ୍, ମୈଦାନରେ ହଜାରେ ଉପରେ ପ୍ରାର୍ଥୀ

ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି ।

panchang
Panchang Today 5th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Bapuji Cold Storage
ମହାବାତ୍ୟା ପରଠୁ ଆଉ ଅଣ୍ଟା ସଳଖିପାରୁନି, ୪ ଜିଲ୍ଲାର ଚାଷୀ ହନ୍ତସନ୍ତ !

୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ ।

Illegal Blasting
କାହାକୁ ଖାତିର ନାହିଁ, ବିରାଟ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ !

ପୋଲିସ୍‌କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ।

Durga Puja
ପାଖେଇଲାଣି ଶାରଦୀୟ ଦୁର୍ଗାପୂଜା, ଜରି ମେଢ ତିଆରିରେ ବ୍ୟସ୍ତ ମୁସଲମାନ କାରିଗର

ଷ୍ଟିଲ ସିଟି ରାଉରକେଲାରେ ବି ପ୍ରସ୍ତୁତି ଜୋରସୋର । ଆକର୍ଷଣ ପାଲଟିବ ଅଯୋଧ୍ୟା ପ୍ରେମ ମନ୍ଦିର, ଦ୍ବାରକା କୃଷ୍ଣ ମନ୍ଦିର ତୋରଣ ।

Potato Mission
ପୂର୍ବ ସରକାରର ଫେଲ୍ ଆଳୁ ମିଶନକୁ ଆଗକୁ ନେବେ ମୋହନ ସରକାର

ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି ।

Omfed Ghee
ବଳଦେବଜିଉଙ୍କ ପାଖରେ ବି କ’ଣ ଲାଗୁଛି ନକଲି ଘିଅ ?

ଜିଲ୍ଲା ପ୍ରଶାସନ ଓମଫେଡ୍ ସହ ଆଲୋଚନା କରି ଷ୍ଟକ୍ ଥିବା ଘିଅକୁ ଫେରାଇ ଦେଇଛି।

Arpana Chaula
ଭକ୍ତ ଭାବାବେଗକୁ ଭୀଷଣ ଆଘାତ... ଶେଷରେ ନିଲାମ ହୋଇଗଲା ‘ଅର୍ପଣ’ ଚାଉଳ

କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା ।

Raid in Jail
ଜେଲରେ ଅବାଧ ନିଶା ସେବା ପଛରେ କିଏ ? ଟେନିସ୍ ବଲ୍‌ରେ ଯାଉଛି ମାଦକ ଦ୍ରବ୍ୟ

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? ମାଳ ମାଳ ମାଦକ ଦ୍ରବ୍ୟର ହେଉଛି ଅବାଧ ପ୍ରବେଶ ।

Manmohan Samal
‘ରାଜଭବନକୁ ରାଜନୀତିକୁ ଟାଣନି, ଯଥେଷ୍ଟ ମଇଦାନ ଅଛି ରାଜନୀତି କରୁନ’

ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

Teacher
ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି, ମନ୍ତ୍ରୀ କହିଲେ ‘ଆଦିବାସୀଙ୍କୁ ନେଇ ନହେଉ ରାଜନୀତି’

ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଦିନକ ପାଇଁ ଠପ୍ ଅବିଭକ୍ତ କୋରାପୁଟ ।

Naxal Encounter
ବଡ଼ ଅପରେସନ୍ ! ଗଡ଼ିଲାଣି ୩୬ ନକ୍ସଲ ମୁଣ୍ଡ

୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟାର୍ଗେଟ୍ ଦେଇଛନ୍ତି। ଏଯାଏଁ ୭୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବା କହିଥିଲେ ଶାହ। ସେହି ଅନୁଯାୟୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଜୋରଦାର ଚାଲିଛି ନକ୍ସଲ ବିରୋଧୀ ଅପରେସନ୍। 

Hockey India League
୭ ବର୍ଷ ପରେ ଫେରିଲା ହକି ଇଣ୍ଡିଆ ଲିଗ୍, ରାଉରକେଲାରେ ଉଦଘାଟନୀ ସମାରୋହ

୭ ବର୍ଷ ପରେ ପୁଣି ଫେରିଲା ହକି ଇଣ୍ଡିଆ ଲିଗ୍ । ପୁଣି ଥରେ ଆରମ୍ଭ ହେବ ହକିର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ।

S Jaishankar
ମୋଦିଙ୍କ ବଦଳରେ ବିଦେଶ ମନ୍ତ୍ରୀ !! ପାକିସ୍ତାନ ଯିବେ ଏସ୍. ଜୟଶଙ୍କର

ପାକିସ୍ତାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।

Former BJD MLA
ପୁଣି ବିବାଦରେ ପୂର୍ବତନ ବିଜେଡି ବିଧାୟକ, ପାଇକଙ୍କୁ କହିଲେ ଅପଶବ୍ଦ

ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ ।

Fraud
ବୃଦ୍ଧଙ୍କୁ ଯୁବକ ବନାଇବା ପାଇଁ ଦେଲେ ପ୍ରତିଶ୍ରୁତି, ୩୫ କୋଟି ଠକିନେଲେ ଦମ୍ପତି

କାନପୁରର କିଦୱାଇ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ 'ରିଭାଇବଲ ୱାର୍ଲ୍ଡ' ନାମକ ଏକ ଥେରାପି ସେଣ୍ଟର ଖୋଲାଯାଇଥିଲା । ଯେଉଁଥିରେ ବୃଦ୍ଧଙ୍କୁ ଯୁବକ କରିଦେବା ପାଇଁ ଥେରାପି ଦିଆଯାଉଥିଲା ।