• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?
Who Will Be Maharashtra CM: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର ।

Student Special offer
IndiGo Flights: ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଗୋର ସ୍ପେଶାଲ୍ ଅଫର୍; ଟିକେଟ୍ ବୁକିଂ ବେଳେ ରିହାତି ସହ ମିଳିବ ଏହି ସୁବିଧା

କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ ।

Allu arjun sreeleela song from movie pushpa 2 the rule will be release tomorrow
Pushpa 2: 'ପୁଷ୍ପା-୨' ଫିଲ୍ମ ‘କିସ୍ ଇକ୍’ ଗୀତର ଟିଜର୍ ରିଲିଜ୍; 'ଓ ଆଣ୍ଟାୱା'କୁ ଦେବ ମାତ୍

'ପୁଷ୍ପା-୨' ରିଲିଜ୍ ପାଇଁ ଆଉ ବେଶୀ ଦିନ ବାକି ନାହିଁ। ଏହି ଫିଲ୍ମ ଆସନ୍ତା ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମକୁ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କୁ ସର୍‌ପ୍ରାଇଜ୍ ମିଳିବାକୁ ଯାଉଛି।

କାହା ପାକରେ କେତେ ଟଙ୍କା
IPL Mega Auction: IPL ମେଗା ଅକ୍ସନ ପାଇଁ କାହା ପାଖରେ ଅଛି କେତେ ଟଙ୍କା ?

ନଭେମ୍ବର ୨୪ ଓ ୨୫ରେ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଡ୍‌ ଲଗାଇବେ ।

ହେୟାର ଡ୍ରାୟର ଭିତରେ ଡିଟୋନେଟର
Detonator in Hair Dryer: ପ୍ରେମିକାର ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଡିଟୋନେଟର ଖଞ୍ଜିଥିଲା ପ୍ରେମିକ

ପ୍ରେମରେ କଣ୍ଟା ସାଜିଥିଲା ପ୍ରେମିକାଙ୍କ ପଡ଼ୋଶୀ। ରାସ୍ତାରୁ ହଟାଇବାକୁ ପାର୍ସଲ ବୋମା ପଠାଇଲା ପ୍ରେମିକ । ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଖୋଲିଲେ ପାର୍ସଲ, ହେଲା ଭୟଙ୍କର ବିସ୍ଫୋରଣ।

ପାକିସ୍ତାନରେ ଭିକାରୀ ପରିବାର ଦେଲେ ରାଜକୀୟ ଭୋଜି
Celebration by Beggars: ଭିକ ମାଗି ଚଳୁଥିଲେ, ଭୋଜିରେ ଖର୍ଚ୍ଚ କଲେ ୩୮ ଲକ୍ଷ

ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।

Dahibara
History of Dahibara: କେବେ ଆରମ୍ଭ ହେଲା ଦହିବରା...ଜାଣନ୍ତୁ ଏହାର ଇତିହାସ...

ଫାଷ୍ଟ ଫୁଡ୍, ରେଡ଼ିମେଡ୍ ଫୁଡ୍, ଜଙ୍କ୍ ଫୁଡ୍, ହେଲଦି ଫୁଡ୍, ଆଉ ଗୋଟେ ଟ୍ରେଣ୍ଡ୍ ହେଲା ଷ୍ଟ୍ରିଟ୍ ଫୁଡ୍। ମାନେ ଯାହା ଷ୍ଟ୍ରିଟ୍‌ରେ ମିଳେ। ଷ୍ଟ୍ରିଟ୍ ମାନେ ସହରର ଗଳିକୁ ବୁଝାଏ। ଷ୍ଟ୍ରିଟ୍ ଫୁଡ୍ ହେଲା ଲୋକମାନଙ୍କ ଦ୍ୱାରା ଅସ୍ଥାୟୀ ଠେଲା।

air-pollution
Delhi Air Pollution: କାହିଁକି ପ୍ରଦୂଷିତ ହେଉଛି ଦିଲ୍ଲୀ ବାୟୁ ? CAQM ରିପୋର୍ଟରେ ସାଂଘାତିକ ତଥ୍ୟ...ଜାଣନ୍ତୁ

ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବ ଏବଂ ହରିୟାଣାର ନଡ଼ା ଜାଳିବାକୁ ଦାୟୀ କରାଯାଏ। ମାତ୍ର ଚଳିତ ବର୍ଷ ଏହାକୁ ଜଳିବା ଉପରେ କଟକଣା ଲଗାଯାଇଛି। ଏହାସତ୍ତ୍ୱେ ବି ଦିଲ୍ଲୀର ପ୍ରଦୂଷଣସ୍ତର ଚଳିତ ବର୍ଷ ରେକର୍ଡ ଭାଙ୍ଗୁଛି।

କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ଼
Monkey Death:କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ, ପୋଲିସର ଛାନଭିନ୍

କୀଟନାଶକ ନେଲା ଶହେ ମାଙ୍କଡ଼ଙ୍କ ଜୀବନ । କୀଟନାଶକ ଶୁଙ୍ଘି ଦେବାପରେ ମରିଗଲେ । ଘଟଣାକୁ ଲୁଚେଇବାକୁ ଯାଇ ଗୋଦାମ କର୍ମଚାରୀ ପୋତି ଦେଇଥିଲେ ମାଙ୍କଡ଼ଙ୍କ ମୃତଦେହ । ଖୋଳି ବାହାର କଲା ପୋଲିସ୍ ।

Stones thrown at Vande Bharat train
Stones thrown at Train: ଟ୍ରେନ୍‌ ଉପରକୁ ପଥର ଫିଙ୍ଗି ମାରୁଥିଲେ ଚମ୍ପଟ୍; ୨ଜଣଙ୍କୁ ମାଡ଼ି ବସିଲା ପୋଲିସ

କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।

Bhaba prakash Das
Bobby Das's Brother Arrested: ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ; ବ୍ୟବସାୟୀଙ୍କୁ ଧମକ ନେଇ ହୋଇଥିଲା ଅଭିଯୋଗ

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲ ଗିରଫ। ଭବ ପ୍ରକାଶଙ୍କୁ ଗିରଫ କଲା ଯାଜପୁର ଟାଉନ୍‌ ଥାନା ପୋଲିସ।

କାହାର ହେବ ମହାରାଷ୍ଟ୍ର ? ଖୋଲିଲା ଇଭିଏମ୍
Maharashtra Assembly Election Results 2024: ଖୋଲିଲା EVM, ଆରମ୍ଭ ହେଲା ଗଣତି

ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।

gardening tips for growing tomato plants with homemade compost
Tips and Tricks: ଛାତରେ ଟମାଟୋ ଚାଷ କରି ଅଧିକ ଫଳ ପାଇବାକୁ ଚାହୁଁଛନ୍ତି କି… ଜାଣନ୍ତୁ ଏହି ଦେଶୀ ଟିପ୍ସ

ଆଜିର ଦିନରେ ଟମାଟୋ ଏକ ଅତି ଜରୁରୀ ପରିବା ହୋଇଥିବାରୁ ଅନେକ ଲୋକ ଏହାକୁ ଛାତ ଉପରେ କରିବାକୁ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ନିଜ ଛାତ, ଟେରାସ କିମ୍ବା ବାଲକୋନୀରେ ଟମାଟୋ ଗଛ ଲଗାଇଛନ୍ତି, ତେବେ କିଛି ଘରୋଇ ଉପଚାର ସହିତ ସେସବୁର ଉନ୍ନତି କରି ଶୀତଦିନେ ମଧ୍ୟ ପ୍ରଚୁର ଫଳ ପାଇପାରିବ।

The unique odia cake Enduri
Prathamastami 2024: ପ୍ରଥମାଷ୍ଟମୀର ନିଆରା ପିଠା ଏଣ୍ଡୁରି; କ’ଣ ରହିଛି ବୈଜ୍ଞାନିକ କାରଣ

ଆଜି ଓଡ଼ିଶାର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର। ଏହି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜାଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା।

Malaika arora flexibility workout routine easy yoga exercise without equipment
Health Tips: ମଲାଇକା ଆରୋରାଙ୍କ ଠାରୁ ଶିଖନ୍ତୁ ଏହିସବୁ ବ୍ୟାୟାମ; ବିନା ଉପକରଣରେ ହେବ ଫିଟ୍ ଫିଗର୍‌

ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚିତ। ମଲାଇକା ତାଙ୍କ ସୋସିଆଲ ମିଡିଆରେ ବହୁତ ସରଳ ୱାର୍କଆଉଟ୍ ରୁଟିନ୍ ଶେୟାର କରନ୍ତି, ଯାହା ତାଙ୍କ ପ୍ରଶଂସକମାନେ ଘରେ ସହଜରେ କରିପାରିବେ।

ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା
Lokayukta: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ! ଜନତା ନିରାଶ, ଆଇନ ମନ୍ତ୍ରୀ କହିଲେ...

ଲୋକାୟୁକ୍ତ, ସୂଚନା କମିଶନ, ମହିଳା କମିଶନ ଅଧ୍ୟକ୍ଷ ପଦ ଖାଲି । ନିର୍ବାଚନ ଆୟୋଗ ଭଳି ସଂସ୍ଥାରେ ହୋଇନି ନୂଆ ନିଯୁକ୍ତି ।

Adani Group ‘bribe’ row sparks political slugfest in Odisha
Adani Group ‘Bribe’ Row Sparks Political Slugfest In Odisha: ଆଦାନୀ ବିରୋଧରେ ଆମେରିକାରେ ମାମଲା; ସୌରଶକ୍ତି ଯୋଗାଣ ଚୁକ୍ତିକୁ ନେଇ ଓଡ଼ିଶାରେ ହଇଚଇ 

କେଉଁ ଅଧିକାରୀଙ୍କୁ କଂପାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ ? କେଉଁ ମନ୍ତ୍ରୀଙ୍କ ଅମଳରେ ହୋଇଥିଲା ଲାଞ୍ଚ କାରବାର? ଉଠୁଛି ପଡୁଛି ରାଜ୍ୟ ରାଜନୀତି, ବିଜେଡିର ଖଣ୍ଡନ ।

Bhubaneswar Air Quality Has Also Experience Deterioration
Bhubaneswar Air Quality Has Also Experience Deterioration: ଭୁବନେଶ୍ବର ବାୟୁମଣ୍ଡଳରେ ବି ବଢୁଛି ବିଷ; ଜନତା-ସରକାରଙ୍କୁ ସଜାଗ କଲେ ପରିବେଶବିତ୍ 

ସ୍ମାର୍ଟସିଟି ପବନରେ ବି ଭରି ଗଲାଣି ବିଷ । ବିଗିଡ଼ିବାରେ ଲାଗିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଖରାପ AQI କ୍ୟାଟାଗୋରୀ ମୁହାଁ ରାଜଧାନୀ ସମେତ ରାଜ୍ୟର ୭ ସହର । 

Actor Manoj Mishra & Bobby Islam Clash Intensifies
Actor Manoj Mishra & Bobby Islam Clash Intensifies: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ସିନେ ଇଣ୍ଡଷ୍ଟ୍ରି କଳି; କିଏ ଗାଳି ତ ପୁଣି କିଏ ବାଡ଼େଇବାକୁ ଗଲା ମାଡ଼ି

ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଖୋଦ୍ ପୋଲିସ୍ ଉପସ୍ଥିତିରେ, ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ପିଟାପିଟି ସ୍ଥିତିରେ ପହଞ୍ଚିଛନ୍ତି ଉଭୟେ ।

Politics Heats Up Over Honoring Legendary Personalities
Politics Heats Up Over Honoring Legendary Personalities: ରାଜନୀତିରେ ଲିଗାସି ଲଢ଼େଇ: ବିଜୁ ବନାମ୍ ମହତାବ, ମୁହାଁମୁହିଁ ବିଜେଡି-ବିଜେପି

ବିଜୁ ଲିଗାସୀକୁ କାଉଣ୍ଟର ଲାଗି ମହତାବ କାର୍ଡ ଖେଳୁଛି କି ବିଜେପି ? ବିଜୁଙ୍କ ଛଡ଼ା ଅନ୍ୟ ବରପୁତ୍ର ବିଜେଡି ପାଇଁ ଥିଲେ ଗୌଣ । ବିଜେଡିକୁ ଟାର୍ଗେଟ୍ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିର ଜବାବ, ବରପୁତ୍ରଙ୍କୁ ନେଇ ନହେଉ ରାଜନୀତି ।

How hackers are spreading malware using fake ai video tools
Technology: ଆପଣ AIକୁ ନେଇ ପାଗଳ କି… ଏହି ପାଗଳାମି ଆପଣଙ୍କୁ ବହୁତ କ୍ଷତି କରିପାରେ, ଜାଣନ୍ତୁ…

ଆପଣ AI ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କୁ ବହୁତ ସତର୍କ ହେବା ଆବଶ୍ୟକ। ନଚେଇ ଆପଣଙ୍କ ଏହି ଏହି ପାଗଳାମି ଆପଣଙ୍କୁ ବହୁତ କ୍ଷତି କରିପାରେ, ଜାଣନ୍ତୁ…

How Navjot Kaur Sidhu got cured of Stage 4 cancer
Navjot Kaur Sidhu Got Cured Of Stage 4 Cancer: କ୍ୟାନସର ସହ ଲଢ଼ିଲେ ଆଉ ଜିତିଲେ ସିଦ୍ଧୁଙ୍କ ପତ୍ନୀ; ସେୟାର କଲେ ଡାଏଟ ପ୍ଲାନ୍...

ସାମ୍ନାକୁ ଆସିଛି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ କ୍ୟାନସର୍ ସହ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ଯେଉଁଠି ପ୍ରାୟ ଦୁଇ ବର୍ଷ ଧରି କ୍ୟାନସର ସହ କେମିତି ମୁହୂର୍ତ୍ତ ଲଢ଼ିଥିଲେ ସିଦ୍ଧୁ । 

Nora Fatehi New Song
Nora Fatehi New Song: ହନି ସିଂହଙ୍କ ସହ ପୁଣି ପରଦାରେ ନିଆଁ ଲଗେଇଲେ ନୋରା ଫତେହୀ

ନୋରା ଫତେହୀଙ୍କ ନୂଆ ମ୍ୟୁଜିକ୍ ଭିଡିଓ ସାମ୍ନାକୁ ଆସିଛି। ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ପରଠାରୁ ହଙ୍ଗାମା ସୃଷ୍ଟି କରୁଛି, ଏବଂ ନୋରା ଫତେହୀଙ୍କ ପ୍ରଦର୍ଶନ ଦେଖି ସମସ୍ତେ କହୁଛନ୍ତି – ଚମତ୍କାର।

ଭୋଟଗଣତି ପୂର୍ବରୁ ମହାରାଷ୍ଟ୍ରରେ ଛକାପଞ୍ଝା
Maharastra Politics: ବଢୁଛି ନେତାଙ୍କ ଉତ୍କଣ୍ଠା, ବିଜୟୀଙ୍କୁ ଏକାଠି ରଖିବାକୁ ଜବରଦସ୍ତ ଯୋଜନା

ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Banana Sells For Rs 52 Crore In Art Auction
Banana Sells For Rs 52 Crore In Art Auction: ବିକ୍ରି ହେଲା ବିଶ୍ବର ସବୁଠୁ ଦାମୀ କଦଳୀ 'କମେଡିଆନ୍'; ଜାଣନ୍ତୁ କିଏ କିଣିଲେ...

କଦଳୀର ଦାମ୍‌ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା ।