• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

କାହିଁକି କରାଯାଉଛି ଏହି DGP ସମ୍ମିଳନୀ
DGP Conference: କାହିଁକି ହେଉଛି DGP ସମ୍ମିଳନୀ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା ?

ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।

ଭୁବନେଶ୍ୱରରେ ପହଞ୍ଚିଲେ ଅଜିତ ଡୋଭାଲ
DG Conference: ଭୁବନେଶ୍ୱରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ...

ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ ଯୋଗଦେବେ । ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ।

Delhi home maintains AQI of 10-15
Delhi Air Pollution: ଘର ଭିତରେ ସବୁଜ ବଳୟ; ଦିଲ୍ଲୀର ଏହି ଘରକୁ ଛୁଇଁ ପାରିନି ପ୍ରଦୂଷଣ

ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ। AQI ୪୦୦ ପାର୍ କରିଥିବା ବେଳେ ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେବା ଫଳରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ହେଲେ ଦିଲ୍ଲୀର ଏକ ଘରକୁ ପ୍ରଦୂଷଣ ଛୁଇଁ ପାରିନି। ବାହାରେ ବାୟୁ ଗୁଣବତ୍ତା କମ୍ ଥିବା ବେଳେ ଏହି ଘର ଭିତରେ AQI ୧୦ରୁ ୧୫ ରେକର୍ଡ ହୋଇଛି।

ବିଳମ୍ୱରେ ଆସିବ କି ଓଟିପି ?
TRAI Clarifies OTP Delays: ଜାଣନ୍ତୁ, ଡିସେମ୍ବର ୧ରୁ କାହାର ବିଳମ୍ବରେ ଆସିବ OTP

ଡିସେମ୍ବର ୧ରୁ ବିଳମ୍ବରେ ଆସିବ କି ଓଟିପି ? ନେଟ୍‌ ବ୍ୟାଙ୍କିଂ ଓ ଅଧାର ପାଇଁ ଓଟିପି ଆସିବାରେ ବିଳମ୍ବ ହେବ କି ? ଯଦି ଆପଣ ଏପରି ଭାବୁଥାଆନ୍ତି, ତେବେ ଜାଣନ୍ତୁ ସତ କଣ ? ଏ ନେଇ ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ।

ପିଲାଙ୍କୁ ମନା ସୋସିଆଲ ମିଡିଆ
Social Media Ban: ଐତିହାସିକ ଆଇନ୍ ! TikTok, Insta, X, SnapChat ବ୍ୟବହାରକୁ ନା...

୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା ।

Ashwini Vaishnaw
Indian Railway: ବିଶ୍ୱରେ ପ୍ରଥମ ! ଭାରତରେ ହାଇଟ୍ରୋଜେନ୍‌ ଇନ୍ଧନରେ ଚାଲିବ ଟ୍ରେନ୍‌...

ଏବେ RDSO ପକ୍ଷରୁ ଏହି ଟ୍ରେନର ନାଁ, ‘ନମୋ ଗ୍ରୀନ୍ ରେଳ’ ରଖାଯାଇଛି । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁଯାୟୀ ଏବେ ଯାଏଁ ହାଇଡ୍ରୋଜେନ୍ ଟ୍ରେନ୍‌ର କୌଣସି ନାଁ ରଖାଯାଇ ନାହିଁ ।

CM Mohan Majhi
Challenges Before New Government: ଆରମ୍ଭ ଶୁଭଙ୍କର, ମୋହନଙ୍କ ପାଇଁ ଆଗକୁ ପଥ ବହୁ ଦୂର

୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସଂସ୍କରଣର ଶତ ପ୍ରତିଶତ ରୂପାୟନ କରିପାରିଲେ ତାହା ବିରୋଧୀଙ୍କ ମୁହଁରେ ଲଗାମ ଲଗାଇ ପାରିବ । ଅନ୍ୟଥା ବିରୋଧୀମାନେ ସମାନ ମୁଦ୍ରାରେ ସମାଲୋଚନାକୁ ପରିଶୋଧ କରିବା ପାଇଁ ପଛାଇବେ ନାହିଁ ।

Weather Update
Cyclone Fengal: ବଳ ଗୋଟାଉଛି ଫେଙ୍ଗଲ, ଉପକୂଳରେ ଆରମ୍ଭ ହେଲାଣ ବର୍ଷା..!

ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ।

ସାଇବର ଠକଙ୍କ ଟାର୍ଗେଟ୍‌ରେ ମମତା ହିତାଧିକାରୀ
Cyber Crime: ଟଙ୍କା ଦେବେ କହି, ଖାଲି କରି ଦେଉଛନ୍ତି ଆକାଉଣ୍ଟ !

ସ୍ୱାସ୍ଥ୍ୟ ବିଭାଗର ନାଁ ନେଇ ଫୋନ୍ କରି ବିଶ୍ୱାସ ଜନ୍ମାଇଥିଲା ଠକ। ଅଙ୍ଗନବାଡ଼ି କର୍ମୀଙ୍କୁ ବି କନଫରେନସରେ ରଖିଥିଲେ। ଗର୍ଭବତୀ ମହିଳା ହୋଇଥିବାରୁ ମମତା ଯୋଜନାରେ ୧୧ ହଜାରରୁ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ।

Halfday school
DG Conference: ଦିନ ୧ଟା ଯାଏଁ ଚାଲିବ ସ୍କୁଲ, ତାପରେ ଛୁଟି !

ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ।

Panchang
Panchang Today 29th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ରାଜଧାନୀରେ ଟ୍ରାଫିକ୍‌ କଟକଣା
DG Conference Bhubaneswar: ଏହି ସବୁ ରୁଟ୍‌ରେ ୩ ଦିନ ଚାଲିବନି ମୋ ବସ୍‌ !

ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।

Potato Crisis
Potato Crisis: ପୁଣି ଆଳୁ ଗେମ୍ ଖେଳିଲେ ମମତା ଦିଦି, ନବୀନଙ୍କୁ ନିଶାନା କଲେ ଯୋଗାଣ ମନ୍ତ୍ରୀ

ଦରବୃଦ୍ଧିର ଆଶଙ୍କା ଭିତରେ ଆଳୁ ଦୋକାନ ଆଗରେ ଜମିଲାଣି ଭିଡ଼ । କାରଣ ଦିନକ ଭିତରେ ୮ ଟଙ୍କା ବଢ଼ି କିଲୋ ୩୫ରେ ବିକ୍ରି ହେଉଛି ଆଳୁ ।

ଆସନ୍ତା ୧୫ ଦିନରେ ସରିଯିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା।
Subhadra Yojana: କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍

କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍ । ଆଦିବାସୀ ଅଞ୍ଚଳକୁ ବେଶୀ ଫୋକସ୍ ଦିଆଯାଉଛି- ଉପ-ମୁଖ୍ୟମନ୍ତ୍ରୀ ।

PM Modi in Odisha
PM Modi in Odisha: କାଲିଠାରୁ ଓଡ଼ିଶା ଗସ୍ତରେ ମୋଦି, ସ୍ୱାଗତ ପାଇଁ ସଜେଇ ହୋଇଛି ରାଜଧାନୀ

ଆସୁଛନ୍ତି ପିଏମ୍ ମୋଦି । ସେଇଥି ପାଇଁ ସାଜସଜା । ରାଜଧାନୀ ସାରା ଛାଇଗଲାଣି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ କଟ୍ ଆଉଟ୍ । ଏୟାରପୋର୍ଟ ନିକଟରେ ଛିଡ଼ା ହୋଇଛି ମୋଦିଙ୍କ ବିଶାଳ କଟଆଉଟ୍ ।

Tight Security in Bhubaneswar
Tight Security in Bhubaneswar: ପୋଲିସ ମୁଖିଆମାନଙ୍କ ମାନସ ମନ୍ଥନ, ପନ୍ନୁର ଧମକ ପରେ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ

ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ। ଏଣିକି ବାଇକ୍, ଫ୍ରିଜ୍ କିମ୍ବା   ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ।
PMAY: ଖୁସି ଖବର ! ବାଇକ୍-ଫ୍ରିଜ୍-ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିପାରେ ଆବାସ..

ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।

PM'S Odisha Visit
PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।

IT Raid at Julia Patnaik's Office
IT Raid at Julia Patnaik's Office: ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି ।

Air India Pilot Found Dead In Mumbai
Air India Pilot Found Dead In Mumbai; ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ 

ଅଧାରେ ରହିଗଲା ବଡ଼ ପାଇଲଟ୍‌ ହେବାର ସ୍ବପ୍ନ। ଯିଏ ଥିଲା ଜୀବନଠୁ ଅଧିକ ସେ ଦେଲା ପ୍ରତ୍ୟେକ ମୁହୂର୍ତ୍ତରେ କଷ୍ଟ। ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଲେ ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ । 

Hemant Soren's Oath
Hemant Soren's Oath: ଶପଥ ନେଲେ ସୋରେନ୍, ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ସରକାର

ଏହା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନଙ୍କ ଚତୁର୍ଥ କାର୍ଯ୍ୟକାଳ ହେବ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ସୋରେନ ୩୯,୭୯୧ ଭୋଟ ବ୍ୟବଧାନରେ ବିଜେପିର ଗାମଲିୟାଲ ହେମ୍ବ୍ରମଙ୍କୁ ପରାସ୍ତ କରି ବାରହାଟ ଆସନ ବଜାୟ ରଖିଥିଲେ ।

Potato Crisis Returns
Potato Crisis Returns: ପୁଣି ମମତାଙ୍କ 'ଆଳୁ' ରାଜନୀତି; ସଙ୍କଟରେ ବ୍ୟବସାୟୀ, ଚିନ୍ତାରେ ଗ୍ରାହକ...

ବଜାରରେ ଆଳୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ । ଆଜି ବଜାରକୁ କିଛି ଗାଡ଼ି ଆସିଥିବା ବେଳେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ ।

Khalistani Terrorists
Khalistani Terrorists Target BBSR: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି ।

Neha Byadwal
Neha Byadwal Success Story: ତରୁଣୀ IAS ଅଫିସରଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ, IAS ହେବାକୁ ଛାଡ଼ି ଦେଇଥିଲେ ଏହିସବୁ ଜିନିଷ

ଆଇଏଏସ୍ ହେବାର ଜିଦ୍ ତାଙ୍କୁ ଏମିତି ଘାରିଥିଲା ଯେ, ସେ ଯେତେବେଳେ ନିଜ ନିଷ୍ପତ୍ତି ଘରେ ଶୁଣାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୪ ବର୍ଷର ଏହି ସୁନ୍ଦରୀ ଝିଅଟି ଆହୁରି ଅନେକ ଅପ୍ରୀତିକର ନିଷ୍ପତ୍ତି ନେଇଥିଲା, ଯାହା ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀ ଜାଣିବା ଦରକାର। ଆସନ୍ତୁ ପଢ଼ିବା ତରୁଣ ଲେଡି ଆଇଏଏସ୍ ଅଫିସର ନେହା ବଦବୱାଲଙ୍କ କୌତୁହଳପୂର୍ଣ୍ଣ ସଂଘର୍ଷମୟ କାହାଣୀ।

ED team attack
Attack on ED Team: ଚଢାଉ ବେଳେ ED ଟିମ୍ ଉପରେ ହମଲା; ଜଣେ ଅଧିକାରୀଙ୍କ ସମେତ ୫ ଆହତ

ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ଉପରେ ଆକ୍ରମଣ। ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଚଢାଉ ବେଳେ ହମଲା କରାଯାଇଛି।