• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Ration Card
Ration Card: ‘ଭୂତ ଖାଉଥିଲେ ରାସନ ଚାଉଳ, ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ’

ଇ-କେୱାଇସି ବେଳେ ଏକ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

Loot
Viral Video: ଚୋର ଭକ୍ତ ! ଶନି ଦେବଙ୍କୁ କ୍ଷମା ମାଗିଲା, ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ’ ମାରିଲା

ଏକ ଅଦ୍ଭୁତ ଚୋରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯିଏ ମନ୍ଦିର ଦାନ ବାକ୍ସ ଚୋରି ପୂର୍ବରୁ ଭଗବାନଙ୍କୁ ହୋତ ଯୋଡ଼ି କ୍ଷମା ମାଗିଲା। ପରେ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ ମାରିଲା।

Cyclone Fengal
Cyclone Fengal: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !

ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟାର ନାଁ ପେଙ୍ଗାଲ । ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବାତ୍ୟା । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବ ବାତ୍ୟା ।

IAS Sujata Karthikeyan
IAS Sujata Karthikeyan: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା।

Accident
Accident in Agra Expressway: ଡିଭାଇଡର ଡେଇଁ ଟ୍ରକ୍‌କୁ ପିଟିଲା ସ୍କର୍ପିଓ; ଚାଲିଗଲା ୫ ଡାକ୍ତରଙ୍କ ଜୀବନ

ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍‌କୁ ପିଟିଲା କାର୍।

Is another Nadal possible to debut in professional tennis
Sports: ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି ?

ଟେନିସ୍‌ରେ ରୋଜର୍ ଫେଡେରର୍ ଓ ସେରେନା ୱିଲିଅମ୍ସଙ୍କ ପରେ ‘କ୍ଲେ କୋର୍ଟର ବାଦ୍‌ଶାହ’ ରାଫେଲ୍ ନାଡାଲ୍‌ଙ୍କ ଯୁଗର ବି ଘଟିଛି ଅନ୍ତ । ଏବେ ବଡ଼ ପ୍ରଶ୍ନ ହେଉଛି, ପେସାଦାର ଟେନିସ୍‌ରେ କ’ଣ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ ?

Bajrang Punia
Bajrang Punia Banned: ଅଡୁଆରେ ବଜରଙ୍ଗ ପୁନିଆଙ୍କ ରେସଲିଂ କ୍ୟାରିୟର; ୪ ବର୍ଷ ବ୍ୟାନ୍ କଲା NADA

ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- NADA । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ପୁନିଆ ଉପରେ ଚାରି ବର୍ଷର ପ୍ରତିବନ୍ଧକ ଲଗାଇଛି।

Plane
Plane Rolls Back: ବ୍ରେକ୍ ଲଗାଇବାକୁ ଭୁଲିଗଲେ ପାଇଲଟ୍; ପାର୍କିଂ ୱେକୁ ଗଡ଼ିଗଲା ଡବଲ-ଡେକର କମର୍ସିଆଲ୍ ଫ୍ଲାଇଟ୍

ଦୁନିଆର ସବୁଠୁ ବଡ ଡବଲ-ଡେକର ବାଣିଜ୍ୟିକ ବିମାନ ରାତି ପ୍ରାୟ ୮ଟା ସମୟରେ ସିଙ୍ଗାପୁରରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା।ବିମାନର ପାର୍କିଂ ବ୍ରେକ୍ ଲଗାଇବାକୁ ଭୁଲିଯାଇଥିଲେ ପାଇଲଟ୍।

Panchang
Panchang Today 27th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Israel-Hezbollah Ceasefire Deal
Israel-Hezbollah Ceasefire: ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ! ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ୍‌ର ସମର୍ଥନ

ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।

Woman moved to Nagpur after living in us for 14 years shared her experience about india
Viral Video: ଆମେରିକାରେ ୧୪ ବର୍ଷ ରହିଲେ: ଭାରତ ଫେରି କହିଲେ...

ଆମେରିକାରେ ଏକ ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିବା ପରେ ବର୍ତ୍ତମାନ ନାଗପୁରରେ ରହୁଥିବା ଅଦିତି ଦ୍ୱିବେଦୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି ଆଉ ଯେଉଁଥିରେ ସେ କହିଛନ୍ତି ଯେ ଭାରତ ଫେରିବାର ଅନୁଭୂତି କିପରି ଥିଲା।

If you use social media then keep these things in mind
Social Media: ଆପଣ ସୋସିଆଲ୍ ମିଡିଆ ବ୍ୟବହାର କରୁଛନ୍ତି କି… ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ଠକାମୀର ଶିକାର ହେବେନି

ଯଦି ସୋସିଆଲ୍ ମିଡିଆ ସଠିକ୍ ଭାବରେ ବ୍ୟବହୃତ ନ ହୁଏ, ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ। ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ କେତେକ ସାଧାରଣ ତ୍ରୁଟିରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ। ତେବେ ସେହି ତ୍ରୁଟିଗୁଡିକ କ’ଣ ଆସନ୍ତୁ ଜାଣିବା...

ECMO
ECMO Machine: ଚିକିତ୍ସା କ୍ଷେତ୍ରରେ ଏକମୋ ମେସିନର ମିରାକେଲ୍

SCBରେ ୯ ଏକମୋ ମେସିନ ସତ୍ତ୍ବେ କାହିଁକି ନଗଣ୍ୟ ସଫଳତା ହାର ?

Paddy Procurement
Paddy Procurement: ନୂଆ ସରକାର, ନୂଆ ନିୟମ; ତଥାପି ଯାଉନି ଚାଷୀଙ୍କ ଚିନ୍ତା!

ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା ।

Mohan-Niranjana
Mohan Majhi: ଅଟକାଇ ପାରିଲାନି ପଦବି-କ୍ଷମତା-ଦାୟିତ୍ୱ ଭାର, ବନ୍ଧୁଙ୍କ ଦେହାନ୍ତ ପରେ ଗସ୍ତ ବାତିଲ କଲେ ସିଏମ୍

ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ ।

EVM କୁ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ
Supreme Court: ବଡ଼ ରାୟ, 'ପେପର୍ ବାଲଟ୍ ପୁନଃପ୍ରଚଳନ ହୋଇପାରିବ ନାହିଁ'

ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।

Subhadra Scheme
Subhadra Yojana: ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଡେଡଲାଇନ୍

୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା । ମିଡିଆ ରିପୋର୍ଟ ପରେ ବଣ୍ଡା ଘାଟି ନେଇ ଚେତିଲା ପ୍ରଶାସନ ।

Rajya Sabha
Rajya Sabha By Election: କିଏ ଯିବେ ରାଜ୍ୟସଭା? କାହାକୁ ପ୍ରାଇଜ ଦେବ ଦଳ ?

ମମତାଙ୍କ ଷ୍ଟାଇଲରେ ବିଜେପିରୁ ରାଜ୍ୟସଭା ଯିବେ କି ସୁଜିତ କୁମାର ? ନା ଆଉ କାହାକୁ ପ୍ରାଇଜ ଦେବ ଦଳ ?

Brain tumor
Brain Tumor: ରୋଗ ଶଯ୍ୟାରେ ଭଉଣୀ, ଚିକିତ୍ସା ପାଇଁ କମାରଶାଳରେ ଖଟୁଛି ସାନଭାଇ

କୁନି ପୁଅଟିଏ, ବଡ଼ ଭଉଣୀର ଦୁଃଖ ସହିପାରୁନି। ରୋଗରେ ପଡ଼ିଥିବା ଭଉଣୀର ଚିକିତ୍ସା ପାଇଁ ସେ ଏବେ କାମ କରିବାକୁ ଆଗେଇ ଆସିଛି। ଯେଉଁ ବୟସରେ ସେ ହାତରେ ବହିବସ୍ତାନୀ ଧରି ସ୍କୁଲ ଯିବା କଥା, ସେହି ସମୟରେ କଅଁଳ ହାତରେ ସେ କମାରଶାଳରେ ଲୁହା ପିଟୁଛି। ପୂରା କନ୍ଧମାଳର ବାଲିଗୁଡ଼ାରୁ ପଢ଼ନ୍ତୁ ଅଜିତ ନାୟକଙ୍କର ଏହି ହୃଦୟସ୍ପର୍ଶୀ ରିପୋର୍ଟ।

ସୁଜାତା ପାଣ୍ଡିଆଙ୍କ ଛୁଟି କ୍ୟାନ୍‌ସଲ
BIG Breaking: ସୁଜାତା ପାଣ୍ଡିଆନଙ୍କ ଛୁଟି ଅଗ୍ରାହ୍ୟ କଲେ ମୋହନ ସରକାର

ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୭ରୁ ଚାକିରିରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି ସରକାର ।

ପୁରି ନେଇଗଲା ଛାତ୍ରଙ୍କ ଜୀବନ
Student Choked To Death: ହୃଦୟବିଦାରକ...ପୁରି ଖାଉ ଖାଉ ଚାଲିଗଲା ଛାତ୍ରଙ୍କ ଜୀବନ

ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

Aishwarya rai bachchan raised voice against harassment
Aishwarya Rai: ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଲେ ଐଶ୍ୱର୍ଯ୍ୟା ରାୟ; କହିଲେ 'ନିଜକୁ ଦୋଷ ଦିଅନି'

ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଐଶ୍ୱର୍ଯ୍ୟା। ଏହି ଭିଡିଓଟି ଖୁବ୍ ଜୋର୍ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Subhadra Yojana
Subhadra Yojana: ବଣ୍ଡାଘାଟିରେ ଯିବେ ସରକାରୀ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।

Cyclone Alert
Cyclone Alert: ପୁଣି ବାତ୍ୟା!! ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ

ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ।

Dengue Fever
Dengue Fever: ଡେଙ୍ଗୁ ନୁହେଁ 'ଡେଙ୍ଗି'; ଜାଣନ୍ତୁ କାହିଁକି ହୁଏ ଡେଙ୍ଗିଜ୍ୱର, କେମିତି କରିବେ ନିରାକରଣ

ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ବର୍ତ୍ତମାନ ପୃଥିବୀର ପାଖାପାଖି ୧୦୦ଟି ଦେଶରେ ଡେଙ୍ଗି ଜ୍ୱର ଦେଖାଯାଉଛି, ଏମିତିକି ଏବେ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ମଧ୍ୟ ସ°କ୍ରମଣ ଦେଖା ଗଲାଣି। ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗି ଜ୍ବର ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ଏବଂ ପାଖାପାଖି ୩୬୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥାଏ।