• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Ganja Cultivation
Ganja Cultivation: ସମୂଳେ ଧ୍ୱଂସ ହେବ ନୀଳ ଜହର! ଗଞ୍ଜେଇ ମୁକ୍ତ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ୍

୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।

Cancer Management
Sidhu About Cancer Management: ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !

ଦୀର୍ଘଦିନ ଧରି ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ନବଜୋତ୍ କୌର । ଚତୁର୍ଥ ଷ୍ଟେଜରେ ଥିବା ବେଳେ ଡାକ୍ତର କହିଥିଲେ, ବଂଚିବାର ଆଶା ମାତ୍ର ୩ ପ୍ରତିଶତ । କେମୋ ଥେରାପି ସହ ଅପରେସନ୍ ବି ହେଲା । ତା ଭିତରେ ଚାଲିଥିଲା ସୁଷମ ତଥା ନିୟନ୍ତ୍ରିତ ଖାଦ୍ୟ ପ୍ରଣାଳୀ ।

Winter Session
Odisha Assembly: କାଲିଠାରୁ ବିଧାନସଭା, ସରଗରମ ରହିବ ଗୃହ; ଉଠିବ ଅନେକ ପ୍ରସଙ୍ଗ

ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ ।

pushpa 2 new song kissik released fans compared with o antava
Pushpa 2: ଆସିଲା 'ପୁଷ୍ପା ୨’ ର ନୂଆ ଗୀତ; ଲୋକେ କହିଲେ କିସ୍‌ ଇକ୍ ହେଉଛି ନିଆଁ

ଦର୍ଶକଙ୍କ ଉତ୍ସାହ ଏବଂ ରୋମାଞ୍ଚ୍ ମଧ୍ୟରେ 'ପୁଷ୍ପା ୨’ ର ନୂଆ ଗୀତ 'କିସ୍‌ ଇକ୍‌' ମୁକ୍ତିଲାଭ କରିଛି। ଜାତୀୟ ପୁରସ୍କାର ବିଜେତା ଅଲୁ ଅର୍ଜୁନ ଏବଂ ଶ୍ରୀଲୀଲାଙ୍କ ଯୋଡି ସେମାନଙ୍କର ଶକ୍ତିଶାଳୀ ପ୍ରଦର୍ଶନ ସହିତ ମଞ୍ଚରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।

Groom Ditches Wedding
Viral Video: ବାହା ହେବାକୁ ଯାଉ ଯାଉ ବେକରୁ ଚୋରି ହୋଇଗଲା ଟଙ୍କା ମାଳ ! ତା'ପରେ ଯାହା ହେଲା ..

ସିନେମାରେ ଘଟିଥିବା ଦୃଶ୍ୟ ପରି ଘଟଣାଟି । ବର ବାହାରିଛି ବାହା ହେବାକୁ.. ଠିକ୍ ସେତିକି ବେଳେ ଚୋରି ହୋଇଯାଇଛି ମାଳ । ଆଉ ପୂରା ଫିଲ୍ମ ଷ୍ଟାଇଲ୍‌ରେ ବାହାଘର ଛାଡ଼ି ବର ଛୁ ...

IPL 2025 Auction
IPL 2025 Auction: ଦିନେ ଥିଲେ IPL ଷ୍ଟାର୍‌; ଏବେ ହେଲେ ଅଲୋଡ଼ା, କେହି ବି କିଣିଲେନି... 

ଚାଲିଛି ଆଇପିଏଲ୍ ଖେଳାଳି ନିଲାମ । ଏମିତି ଅନେକ ଷ୍ଟାର ଖେଳାଳିଙ୍କୁ ଅକ୍ସନରେ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି । ତେଣୁ ଆଜି ମଧ୍ୟ ନିଲାମୀ ପ୍ରକ୍ରିୟା ଜାରି ରହିଛି, ଜାଣନ୍ତୁ କେଉଁ ଖେଳାଳିଙ୍କୁ କେହି କିଣିଲେ ନାହିଁ.... 

Cyclone Dana Damage
Cyclone Dana Damage: ଦାନା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡା-ଭଦ୍ରକରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରାପଡା ଓ ଭଦ୍ରକରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । କେନ୍ଦ୍ରାପଡାକୁ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମରେ କେନ୍ଦ୍ର ରାଜପଥ ସଡକ, ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ଏବଂ ସ୍ନେହା ସାମିଲ ହୋଇଛନ୍ତି ।

Dharamshala MLA Attack
Dharamshala MLA Attack: ବବିଙ୍କ ଭାଇ ଲଲଙ୍କ ନାଁରେ ଆଉ ୩ ମାମଲା, ଗୁଣ୍ତାରାଜ୍‌ରେ ଭୟଭୀତ କି ଅଞ୍ଚଳବାସୀ !

ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଯାଜପୁର ଟାଉନ ଥାନା ପୋଲିସ ଏହି ୩ ମାମଲା ଯୋଡ଼ିଛି। ।

Birth Day Celebration of Harekrishna Mahatab
Birth Day Celebration of Harekrishna Mahatab: ମହତାବଙ୍କ ଜୟନ୍ତୀ ପାଳନକୁ ନେଇ ରାଜନୀତି କାହିଁକି ?

ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ ନାହିଁ ।

Six junior artists of kannada blockbuster film kantara injured in accident
Kantara Chapter 2: ବିପଦରେ 'କାନ୍ତାରା: ଚାପ୍ଟର ୧'ର ଟିମ୍; ଓଲଟିଲା ଷ୍ଟାର୍‌-କାଷ୍ଟ୍‌ରେ ଭରା ମିନି ବସ୍

ଆସିଲା 'କାନ୍ତାରା: ଚାପ୍ଟର ୧'କୁ ନେଇ ଦୁଃଖ ଖବର। ଫିଲ୍ମ ଷ୍ଟାର୍‌ମାନଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଓଲଟି ପଡ଼ିଛି। ଏଥିରେ ଫିଲ୍ମର ୨୦ ଜଣ କଳାକାର ଥିଲେ, ସେଥିମଧ୍ୟରୁ ୬ଜଣ ଜୁନିଅର ଅଭିନେତା ଆହତ ହୋଇଛନ୍ତି।

ପର୍ଥରେ ବିରାଟ ବିଜୟ
India vs Australia: ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ, ଗାବା ପରେ ଏବେ ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଗର୍ବ

୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।

Chain Snatcher Arrested
Chain Snatcher Arrested: ଲୁଟ୍ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ; ୪ ଶହ ସିସିଟିଭି ଦେଖି ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ । 

IPL ମେଗା ନିଲାମ: ଆଜି କିଏ ହେବେ କୋଟିପତି
IPL Auction: ବଦଳିପାରେ ୧୦୦ରୁ ଅଧିକ ଖେଳାଳିଙ୍କ ଭାଗ୍ୟ, ୧୦ ଟିମ୍‌ ପାଖରେ ରହିଛି ୧୭୩ କୋଟି

ଦ୍ୱିତୀୟ ଦିନରେ ୧୩୨ ଖେଳାଳିଙ୍କୁ ନେବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ବିଡ୍‌ ଲଗାଇବେ । ତେବେ ଏହି ୧୩୨ ଖେଳାଳିଙ୍କୁ କିଣିବା ପାଇଁ ୧୦ ଫ୍ରାଞ୍ଚାଇଜ୍‌ ପାଖରେ ମୋଟ୍‌ ୧୭୩.୫୫ କୋଟି ଟଙ୍କା ବାକି ଅଛି ।

Farmers Protest in Kalahandi Over Suspension of Water Supply
Farmers Protest In Kalahandi: ତାତିଲେ ଚାଷୀ; ପାଣି ପାଇଁ ହଲ୍ଲାବୋଲ, ଜମିକୁ ପାଣି ନମାଡ଼ିଲେ ତେଜିବ ଆନ୍ଦୋଳନ

କେଉଁଠି ଧାରଣା ତ କେଉଁଠି ରାସ୍ତାରୋକ। ଆଉ କେଉଁଠି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ବୋଲି ହୋଇଥିବା ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗୁଗୁଲ୍‌ ନେଲା ଗୁଗୁଲ୍‌ ମ୍ୟାପ୍‌
UP Road Accident: ଭୁଲ୍‌ ରାସ୍ତା ଦେଖାଇଲା ଗୁଗୁଲ୍‌ ମ୍ୟାପ୍‌, ନିର୍ମାଣାଧୀନ ପୋଲରୁ ଖସି ପଡ଼ିଲା କାର୍...ଚାଲିଗଲା ୩ ଜୀବନ

ଗତ ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାମଗଙ୍ଗା ନଦୀ ପରେ ନିର୍ମାଣଧୀନ ବ୍ରିଜ୍‌ ଉପରୁ ଏକ କାର୍ ତଳକୁ ଖସି ପଡ଼ିଥିଲା ।

Schools closed internet snapped in Sambhal
Sambhal Violence: ଉତ୍ତରପ୍ରଦେଶରେ ଭୟଙ୍କର ହିଂସା: ବନ୍ଦ ହେଲା ସ୍କୁଲ୍‌-ଇଣ୍ଟରନେଟ୍ ସେବା, ୪ ମୃତ 

ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।

‘ମୋତେ ମାରିବାକୁ ଯୋଜନା କରିଥିଲେ’
Mohan Majhi On BJD: ମୋତେ ବୋମା ପକାଇ ଉଡ଼ାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ସରକାର: ମୋହନ ମାଝୀ

ଭଗବାନଙ୍କ ଇଚ୍ଛା ଥିଲା ମୋତେ ଓଡ଼ିଶାର ଦାୟିତ୍ଵ ମିଳିବ। ନୂଆ ଓଡ଼ିଶା ଗଠନ, ବିକଶିତ ଓଡ଼ିଶା ଗଠନ ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବୋଧେ ଭଗବାନ ମୋତେ ବଂଚାଇଥିଲେ ।

Crime Branch to investigate the alleged attack on Dharmasala MLA
Attack On Dharmasala MLA : ଧର୍ମଶାଳା MLAଙ୍କୁ ଆକ୍ରମଣ ମାମଲା; ଯାଜପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା

ଯାଜପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍। ସେମାନେ ଯାଜପୁର ଟାଉନ୍ ଥାନାରେ ପହଞ୍ଚିଛନ୍ତି। 

ଦଲାଲ ଦମ୍ପତି ଗିରଫ
Bangladeshi Women in Sex Racket: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦଂପତିଙ୍କୁ ମଧୁପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ବିଧାୟକଙ୍କୁ ଆକ୍ରମଣ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
Attack on Dharmashala MLA: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌

ଧର୍ମଶାଳା ବିଧାୟକଙ୍କୁ କାହିଁକି ହେଲା ଆକ୍ରମଣ ? ଏଥିପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ କ୍ରାଇମବ୍ରାଞ୍ଚର ୨ ଜଣ ଡିଏସପି ଏବଂ ଜଣେ ଇନ୍ସପେକ୍ଟର ରହିଛନ୍ତି ।

Panchang
Panchang Today 25th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଆଜିଠୁ ଶୀତ ଅଧିବେଶନ
Parliament Session: ଆଜିଠୁ ଆରମ୍ଭ ହେବ ଶୀତ ଅଧିବେଶନ, ଆଗତ ହୋଇପାରେ ୫ ନୂଆ ବିଲ୍‌

ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି ରଖିଛନ୍ତି ।

International Day For The Elimination of Violence Against Women 2024
International Day For The Elimination of Violence Against Women: ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ପଦକ୍ଷେପ

କର୍ମକ୍ଷେତ୍ର ଏବଂ ଅନ୍‌ଲାଇନ୍ ସମେତ ବିଭିନ୍ନ ସେଟିଂରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ତୀବ୍ର ହୋଇଛି। ପ୍ରାୟ ତିନିଜଣଙ୍କ ମଧ୍ୟରୁ ଜଣେ – ନିଜ ଜୀବନରେ ଅତି କମ୍‌ରେ ଥରେ ଶାରୀରିକ ହିଂସାର ଶିକାର ହେଉଛନ୍ତି।

Yoga poses for eye sight improve dry eyes
Yoga For Eye Sight: ଆପଣଙ୍କ ଦୃଷ୍ଟିଶକ୍ତି କମୁଛି କି…କରନ୍ତୁ ଏହି ଯୋଗ, ହେଇଯିବ ସମାଧାନ

ଆଖି ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା। ଯୋଗାସନର ନିୟମିତ ଅଭ୍ୟାସ ଆଖିର ପ୍ରତ୍ୟେକ ସମସ୍ୟାକୁ ହ୍ରାସ କରିଥାଏ।

Bangladeshi Woman Linked To Sex Trafficking Network
Bangladeshi Woman Linked To Sex Trafficking Network: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ

ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ?