• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Sri Jagannathnka Mamughar
Sri Jagannathnka Mamughar: ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ ହାତରେ ‘ଶ୍ରୀଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ

ବିଶିଷ୍ଟ ଗବେଷକ ଲକ୍ଷ୍ମୀଧର ସାହୁଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଓ ଶିଶୁ ସାହିତ୍ୟିକ ବିଜୟ କୁମାର ମହାନ୍ତିଙ୍କ ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ ହୋଇଯାଇଛି ।

Rainfall In Several Places
Rainfall In Several Places: ମାଡ଼ି ଆସୁଛି ବର୍ଷା; କ୍ଷେତରେ ପଡ଼ିଛି ଧାନ, ଚିନ୍ତାରେ ଚାଷୀକୁଳ

୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

କେମିତି କମିବ ମେଦବହୁଳତା
Obesity And Overweight: ଏହି ୪ଟି କାରଣରୁ ମୋଟା ହୋଇଯାଆନ୍ତି ଲୋକେ, ଆପଣଙ୍କର ବି ଅଛି କି ଏହିସବୁ ଅଭ୍ୟାସ?

ମୋଟା ହେଲେ କଥା ସରିଲା। ଏହି ଗୋଟିଏ ରୋଗ ଅନେକ ରୋଗକୁ ଡାକି ଆଣେ। ଡାକ୍ତର କହୁଛନ୍ତି, ମେଦ ବହୁଳତା ଏକ ଦୀର୍ଘକାଳୀନ ରୋଗ। ଯାହା ସମୟକୁ ସମୟ ଜଟିଳ ହୋଇଥାଏ। ଦୈନନ୍ଦିନ ଜୀବନରେ ମୋଟା ମଣିଷଟିଏ ତା ନିଜର କାମ କରିବାରେ ସମସ୍ୟାର ସମ୍ମୁଖୀନ ହୁଏ। ଯେମିତିକି ଶୋଇବା କିମ୍ବା ଚଳପ୍ରଚଳ ହେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ମେଦବହୁଳତା କାରଣରୁ ଯେଉଁସବୁ ରୋଗ ଆମକୁ ମାଡ଼ିବସେ, ଆସନ୍ତୁ ଜାଣିବା ଏହାର ତାଲିକା ଆଉ ଜାଣିବା କେମିତି ଏଥିରୁ ମୁକ୍ତି ପାଇବା।

Man Buries Money
Man Buries Money: ମାଟି ତଳେ ରଖିଥିଲେ ସାରା ଜୀବନ ପୁଞ୍ଜି, ଖୋଳିଲା ପରେ ବାହାରିଲା କିନ୍ତୁ...

ସେ ପୁଅକୁ ତାଙ୍କର ଏ କଷ୍ଟ ଉପାର୍ଜିତ ଗଚ୍ଛିତ ସମ୍ପତ୍ତି କଥା ଜଣାଇ ଦେଇଥିଲେ । ମୃତ୍ୟୁ ପରେ ମାଟି ତଳୁ ମିଳିଥିବା ସେ ଚିରା ଫଟା ନୋଟ୍ ଏବେ ଅନେକ କଥା ବଖାଣୁଛି ।

Animal Cruelty In Odisha
Animal Cruelty In Odisha: ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ଆକ୍ସନ୍: ଗିରଫ ହେଲେ କଳାକାର...

ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।

ମୋଦି ଦେଖିବେ ସାବରମତୀ ରିପୋର୍ଟ
PM Modi to watch ‘The Sabarmati Report’: ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ‘ସାବରମତୀ ରିପୋର୍ଟ’, ଅପରାହ୍ମ ୪ଟାରେ କରାଯିବ ସ୍ୱତନ୍ତ୍ର ସ୍କ୍ରିନିଂ

ଏହି ଚଳଚ୍ଚିତ୍ର ଗୁଜୁରାଟ ହିଂସା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ବହୁ ପ୍ରଶଂସା ଲାଭ କରିଛି ଏବଂ କେବଳ ପିଏମ ମୋଦି ନୁହଁନ୍ତି ଅମିତ ଶାହା ମଧ୍ୟ ପ୍ରଶଂସା କରିଛନ୍ତି ।

ପଦ୍ମ ଧରିଲେ ରଘୁପତି
Badamba Block Chairman Joins BJP: ପଦ୍ମ ଧରିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ, ଆଜି ସକାଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ନେତୃତ୍ବରେ ବିଜେପିରେ ସାମିଲ ହେଲେ ରଘୁପତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

Should You Eat Curd In Winter
Should You Eat Curd In Winter: ଶୀତଦିନରେ ଦହି ଖାଇବା ଭଲ ନା ଖରାପ ? ଜାଣନ୍ତୁ ଓ ମାନନ୍ତୁ...

ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ହୋଇଥାଏ... 

Khalistani Terrorist Pannun
Khalistani Terrorist Pannun: ଆତଙ୍କୀ ପନ୍ନୁ ଧମକ ମାମଲାର ଖୋଳତାଡ଼; ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ STF  

ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ୟୁପିରୁ ଆସିଲା ଆଳୁ
Potato Truck Arrives In Odisha: ଓଡ଼ିଶାରେ ପହଞ୍ଚିଲା ୟୁପି ଆଳୁ, ଏଥର କମିପାରେ ଦର !

ପଶ୍ଚିମବଙ୍ଗରୁ ଆବଶ୍ୟକ ମୁତାବକ ଆଳୁ ଆସୁନଥିବାରୁ ୟୁପିରୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ ।

୨ କୋଟି ଟଙ୍କାରେ ପଞ୍ଚାୟତ ଅଫିସ୍
Panchayat Bhawan Built By 2 Crore: ସରପଞ୍ଚ ହେବ ତ ଏମିତି, ୨ କୋଟି ଟଙ୍କାରେ ନିର୍ମାଣ କଲେ ହାଇଟେକ୍‌ ପଞ୍ଚାୟତ ଅଫିସ୍‌

ବାରମେର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ସେଡୱା ପଞ୍ଚାୟତ ସମିତିର ଗୁଲେ କି ବେରୀ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ସରପଞ୍ଚ ୨ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ପଞ୍ଚାୟତ ଅଫିସ୍ ନିର୍ମାଣ କରିଛନ୍ତି ।

Berhampurs MKCG Hospital
MKCG Hospital: MKCG ମେଡିକାଲ କଲେଜରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରୁଥିବା ଅଭିଯୋଗ । ସିନିୟରମାନେ ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । 

ଘରେ ଘରେ ପ୍ରାଇଭେଟ୍ ଜେଟ୍‌
Private Jet In Every House: ଏହି ଗାଁରେ ପ୍ରତ୍ୟେକ ଲୋକଙ୍କ ପାଖରେ ଅଛି ପ୍ରାଇଭେଟ୍‌ ଜେଟ୍‌, ଡିନର୍‌ କରିବାକୁ ବି ଯାଆନ୍ତି ପ୍ଲେନ୍‌ରେ....

କାଲିଫର୍ଣ୍ଣିଆର ଏଲ୍‌ ଡୋରାଡୋ କାଉଣ୍ଟରେ ଅବସ୍ଥିତ କ୍ୟାମରନ୍‌ ଏୟାର ପାର୍କ ନାମରେ ଏହି ଗାଁର ନାମକରଣ କରାଯାଇଛି । କ୍ୟାମରନ୍ ଏୟାର ପାର୍କ ୧୯୬୩ ମସିହାରେ ନିର୍ମିତ ହୋଇଥିଲା । ଯେଉଁଠାରେ ସମୁଦାୟ ୧୨୪ଟି ଘର ଅଛି ।

Use Turmeric In Winters
Use Turmeric In Winters: ଶୀତଦିନେ ଖାଆନ୍ତୁ ହଳଦୀରୁ ପ୍ରସ୍ତୁତ ଏହି ଖାଦ୍ୟ; ରହିବନି ଆଉ ଏହି ରୋଗ ! 

ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?  

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?
Maharashtra Politics: କିଏ ହେବେ 'ମହା' ମୁଖ୍ୟମନ୍ତ୍ରୀ ? ଆଜି ସସ୍‌ପେନ୍ସ ଉପରୁ ହଟିପାରେ ପରଦା

ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଛକାପଞ୍ଝା ଭିତରେ ଗତକାଲି ମୁମ୍ବାଇ ଫେରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।

ଆଇନଷ୍ଟାଇନଙ୍କଠୁ ଅଧିକ ବୁଦ୍ଧିଆ କ୍ରିଶ୍‌
Krish Arora: କିଏ ଏହି କ୍ରିଶ୍‌ ଅରୋଡା, ଯାହାଙ୍କ IQ ଆଇନଷ୍ଟାଇନ ଓ ହକିଂଙ୍କଠୁ ଅଧିକ

ମେନ୍ସା ପକ୍ଷରୁ କାଟେଲ୍ ଥ୍ରୀ-ବି ପଦ୍ଧତିରେ କ୍ରିଶଙ୍କର ବୁଦ୍ଧିମତା ପରୀକ୍ଷା ହୋଇଥିଲା, ଯେଉଁଥିରେ ତାଙ୍କର ଆଇକ୍ୟୁ ୧୬୨ ବୋଲି ଜଣାପଡ଼ିଛି।

Panchang
Panchang Today 2nd December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଆଜି ପହଞ୍ଚିବ ୟୁପି ଆଳୁ
Potato Price Hike: କମିବ ଆଳୁ ଦର ! ଆଜି ଓଡ଼ିଶାରେ ପହଞ୍ଚିବ ୟୁପି ଆଳୁ

ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିବ । ଗତକାଲି ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।

BahiBarsha
BahiBarsha: ‘ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ଟି ପୁସ୍ତକ

ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣ।  ଲୋକାର୍ପିତ ହେଲା ୨୪ଟି ପୁସ୍ତକ ।

E-Challan Pending
E-Challan Pending: ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, କମିପାରେ E-ଚାଲାଣ ରାଶି

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର ।

Father & Son
Elderly Man Sets fire on Son: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି ।

Jayanarayan Mishra
Jayanarayan Mishra: ଜୟନାରାୟଣଙ୍କ ‘ତଡ଼ାଖିଆ’ ବୟାନ; ସରଗରମ ରାଜନୀତି, ଛକା ପିଟିବା ପ୍ରୟାସରେ ବିରୋଧୀ

ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

Bizarre Incident
Bizarre Incident: କ୍ରୁରତାର ସବୁ ସୀମା ଟପିଲେ କଳାକାର; ମଞ୍ଚ ଉପରେ ଖାଇଲେ ଜୀଅନ୍ତା ଘୁଷୁରି 

ବର୍ବର...ବିଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର। 

Navy Day Celebrations
Navy Day: ନେଭି ଡେ ପାଇଁ ଫୁଲ୍ ଡ୍ରେସ୍ ରିହର୍ସାଲ; ଗଭୀର ସମୁଦ୍ରରେ ଯୁଦ୍ଧ ଜାହାଜର ଅଭ୍ୟାସ

ପୁରୀ ବେଳାଭୂମିରେ ଭାରତୀୟ ନୌସେନାର କଭର୍ଟ ଅପରେସନ୍। ବନ୍ଧକକୁ ମୁକ୍ତ କରିବାକୁ ନେଭିର ଦୁର୍ଦ୍ଦଷ ମାର୍କସ୍ କମାଣ୍ଡୋ ଦେଖାଉଛନ୍ତି ପରାକ୍ରମ।

Flight Attempts Risky Landing
Flight Attempts Risky Landing: ଭୟଙ୍କର ଘଟଣା; ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବିମାନ, ଦେଖନ୍ତୁ ଭିଡ଼ିଓ...

ଅବତରଣ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଇଣ୍ଡିଗୋ ବିମାନ । ଏମିତି ଘଟଣା ଘଟିଛି ଚେନ୍ନାଇ ଏୟାରପୋର୍ଟରେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।