ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦର । କଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର ।
ଆପଣ ଜାଣନ୍ତି କି କ’ଣ ଏହି ସିବିଲ୍ ସ୍କୋର .. କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କେମିତି ବଢ଼ାଇବେ ସିବିଲ୍ ସ୍କୋର୍...।
ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି, କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏହାକୁ ଟଙ୍କା ଦେଇ କିଣିପାରିବେ।
ଭାରତର ସୁପ୍ରିମ୍କୋର୍ଟ(SCI) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।
ବର୍ତ୍ତମାନ ସେ ରାଜସ୍ଥାନର ବାରମର୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଯୋଜନା ‘ମରୁ ଉଡାନ୍’ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ।
ଦିନ ଥିଲା ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା ବି କଷ୍ଟକର ହୋଇପଡୁଥିଲା। ହେଲେ ଆଜି ସେ ମିଲେଟ୍ ରାଣୀ। ସାଇତିଛନ୍ତି ୩୦୦ରୁ ଅଧିକ ମାଣ୍ଡିଆ କିସମ। ଆଉ ଆଜି ତାଙ୍କୁ ମିଳିଛି ସମ୍ମାନ ସୂଚକ ଡକ୍ଟରେଟ ଉପାଧି। ଆସନ୍ତୁ ଜାଣିବା ମିଲେଟ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆଙ୍କ ଜୀବନ କାହାଣୀ....
ଓଡ଼ିଶା ସହ ଲାଗିରହିଥିବା ପଡୋଶୀ ରାଜ୍ୟର ସୀମା ବିବାଦ ନେଇ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। କହିଲେ ପଡ଼ୋଶୀ ରାଜ୍ୟ ସହ ୧୪ଟି ଜିଲ୍ଲାର ସୀମା ବିବାଦ ରହିଛି।
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ 'ପୁଷ୍ପା ୨' ଚଳିତ ବର୍ଷର ଅଲ୍ ଟାଇମ୍ ବ୍ଲକ୍ବଷ୍ଟର୍ ଫିଲ୍ମ ହେବାକୁ ଯାଉଛି। କେବଳ ଫିଲ୍ମର କାହାଣୀ ନୁହେଁ, ଗୀତ ଏବଂ ସଂଳାପଗୁଡ଼ିକ ଏପରି ହୋଇଛି ହଲ୍ରେ ଆପଣ ବିନା କରତାଳିରେ ରହିପାରିବେ ନାହିଁ।
ଏଥିପାଇଁ ବିଧାୟକ ଆକାଶ ଦାସ ନାୟକ ପ୍ରସ୍ତାବ ଦେଇ କହିଛନ୍ତି, ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା କରାଯାଉ । ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା ।
ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି ତେବେ ତୁରନ୍ତ ଏହାକୁ ଜମା କରନ୍ତୁ। ଆରବିଆଇ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଟଙ୍କା କେଉଁଠି ବଦଳ କରିବେ ତାହା ଉଲ୍ଲେଖ ରହିଛି। ତେବେ କିପରି ଟଙ୍କା ବଦଳାଇବେ ଜାଣିରଖନ୍ତୁ...
ଏହି ଘଟଣା ମୁମ୍ବାଇର ଜୋନ୍- ୫ରେ ଘଟିଥିଲା । ସନ୍ଦିଗ୍ଧ ବ୍ୟକ୍ତି ଲରେନ୍ସ ବିଷ୍ଣୋଇ ନାମ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି ।
କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ, ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି । ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି ।
ବେଙ୍ଗାଲୁରରେ ଲଗାତାର ଦୁଗ୍ଧ ଦର ବୃଦ୍ଧି ପାଉଥିବା ବେଳେ ଏବେ ଦୁଗ୍ଧ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରମାନେ ଲୋକଙ୍କ ଗେଟ୍ରେ ଟଙ୍ଗାଯାଇଥିବା କ୍ଷୀର ଓ ଦୁଗ୍ଧ କ୍ରେଟକୁ ଟାର୍ଗେଟ କରୁଛନ୍ତି। ସିସିଟିଭି ଫୁଟେଜରେ ଏହି ଭିଡିଓ ରେକର୍ଡ ହୋଇଛି।
ବାସ୍ତୁ ଶାସ୍ତ୍ରରେ ବାସସ୍ଥାନର ଏକ ପ୍ରମୁଖ ଭୂମିକା ରହିଛି। ଯଦି ବାସସ୍ଥାନ ବାସ୍ତୁଶାସ୍ତ୍ର ମତରେ ହୋଇ ନ ଥାଏ ତେବେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ବାସ୍ତୁ ଦୋଷହେଲେ ଗୃହବାସୀମାନେ ସବୁବେଳେ ଦୁଃଖ କଷ୍ଟରେ ରହିଥାନ୍ତି ଏବଂ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ କଷ୍ଟ ମଧ୍ୟ ପାଇଥାନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ଆଳୁ ଦେବାକୁ ରାଜି ହେଲେ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ ।
ଆସାମରେ ଗୋମାଂସ ଉପରେ ଲାଗିଲା କଟକଣା। ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଉପରେ ନିଷେଧାଦେଶ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି।
ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜାଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି ?
ଦଳାଚକଟାରେ ଜଣେ ୩୯ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।
ପ୍ରତି ଓଡିଆ ମହିଳା ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ ମାଣବସା ଗୁରୁବାର ସମୟରେ ସେହିମାନଙ୍କ ଘରକୁ ଯାଆନ୍ତି, ଯେଉଁ ମହିଳାମାନେ ମା’ଙ୍କୁ ଭକ୍ତି ସହିତ ପୂଜା କରନ୍ତି।
ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରିଲିଜ୍ ହୋଇଛି ଏ ଦଶନ୍ଧିର ସବୁଠୁ ବଡ଼ ଆଉ ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା- ଟୁ । ଶୀତ ରାତିର ଯେଉଁଠି ସକାଳୁ ଉଠିବା ମୁସ୍କିଲ ସେଠି ସକାଳ ସାଢେ଼ ୫ ଟାରେ ହାଉସ୍ ଫୁଲ୍ ଶୋ ।
ପ୍ରୋବା-୩ ସ୍ପେସ୍କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା । ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ ।
ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାଭିସ୍ ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...