/odishatv-khabar/media/post_attachments/uploadimage/library/16_9/16_9_0/Panchang_1733108857.jpg)
Panchang
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର- ବିଛା ଦିବା ୦୩.୪୫ ଗତେ ଧନୁ,ତିଥି- ପ୍ରତିପଦ ଦିବା ୧୨.୪୩ ଗତେ ୨ୟା, ଘାତଚନ୍ଦ୍ର- ଦିବା ୦୩.୪୫ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ଦିବା ୧୨.୪୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୦୯ ରୁ ୦୭.୩୧
ଦିବା-୦୯.୦୩ ରୁ ୧୧.୧୪
ରାତ୍ରି- ୦୭.୪୦ ରୁ ୦୯.୫୭
ରାତ୍ରି-୦୨.୪୦ ରୁ ୦୩.୩୨
ଅଶୁଭ ସମୟ:
ରାହୁକାଳ- ପ୍ରାତଃ ୦୭.୩୧ ରୁ ୦୮.୫୨
କାଳବେଳା- ପ୍ରାତଃ ୦୭.୩୧ ରୁ ୦୮.୫୨
ବାରବେଳା- ଦିବା ୦୨.୧୯ ରୁ ୦୩.୪୧
କାଳରାତ୍ରି- ରାତ୍ରି ୦୯.୫୭ ରୁ ୧୧.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)