• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

How Safe Are Bottled Water
Bottled Water: କେତେ ସୁରକ୍ଷିତ ବୋତଲରେ ସିଲ୍ ହୋଇଥିବା ପାଣି ? ଜୀବନ ପାଇଁ ଆଣିପାରେ ବିପଦ !

ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI। 

Disappearance of the Red Crabs
Red Crabs: ବେଳାଭୂମିରେ ଆଉ ଦିଶିବନି ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ !

ନାଲି କଙ୍କଡାଙ୍କ ବିତରଣ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିଥାଏ । ଯାହା ପାଇଁ ସକାଳ ସନ୍ଧ୍ୟାରେ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ ଅବାଧ ଯାନବାହାନ ଚଳାଚଳ ଏବଂ ସମୁଦ୍ର ପାଣିର ରାସାୟନିକ ପ୍ରକ୍ରିୟା ଯୋଗୁ ଏହି ପ୍ରଜାତି ଏବେ ଲୋପପାଇବାକୁ ବସିଛି । 

Student Shoots Himself
Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର

ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।

Special Story
Special Story: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର 

ସେ ଭଲରେ କଥା କହିପାରନ୍ତିନି, କାନକୁ ମଧ୍ୟ ଭଲରେ ଶୁଭୁନି । କିନ୍ତୁ ହାତରେ ରହିଛି ଚିତ୍ରକଳାର ଯାଦୁ । ରଙ୍ଗ ତୂଳୀ ଧରିଲେ ଜୀବନ୍ତ ହେଲା ଭଳି ଚିତ୍ର ଆଙ୍କନ୍ତି । 

Shortage Of Potatoes In Odisha
Shortage Of Potatoes In Odisha: ‘ଆଳୁ ମନ୍ତ୍ରୀଙ୍କୁ ପାଖରେ ପାଇଲେ ଚୋପା ଛଡ଼ାଇ ଦେବୁ’

 ଗତକାଲି ଶୂନ୍ୟକାଳରେ ଆଳୁ ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଗୌତମ ବୁଦ୍ଧ ଦାସ, ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରଶ୍ନ ରଖିଥିବା ବେଳେ ଉତ୍ତର ରଖିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Karnataka IPS Dies
Karnataka IPS Dies: ଅଧୁରା ରହିଲା IPS ହେବାର ସ୍ୱପ୍ନ; ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା ଏବେ ଚାକିରେରେ ଯୋଗ ଦେବେ। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା?

AEE, JEYPORE
Vigilance Raid: ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ଭିଜିଲାନସ ଜାଲରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ। ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ରେଡ୍।

Rajya Sabha By-Election
Rajya Sabha By-Election: ରାଜ୍ୟସଭା ଉପନିର୍ବାଚନ: ବାହାରିଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ ହେବ ଭୋଟ୍ ଗ୍ରହଣ 

ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । 

Panchang
Panchang Today 3rd December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

president
Droupadi Murmu Odisha Visit: ଆଜି ଓଡ଼ିଶା ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ନୌସେନା ଦିବସ ଅବସରରେ ପୁରୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

mahabharat story
Mahabharat Story: ଗାଈ ଚୋରି କରି ଅଭିଶାପ ପାଇଥିବା ଆଠ ଭାଇ ଓ ପୃଥିବୀକୁ ପୁଣି ଫେରି ଆସିଥିବା ଜଣେ ରାଜାଙ୍କ କାହାଣୀ

କାହିଁକି ସ୍ୱର୍ଗ ଯାଇଥିବା ରାଜା ପୁଣି ଫେରିଲେ ପୃଥିବୀକୁ? କାହା ଗାଈ ଚୋରି କରି ଅଷ୍ଟ ବାସୁ ଅଭିଶାପ ପାଇଲେ? କାହିଁକି ଜଣେ ମା ରାଜି ହେଲା ତା'ର ପୁଅମାନଙ୍କୁ ଜନ୍ମ ପରେ ନିଜ ହାତରେ ମାରିଦେବ? ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।

Cyber Slave
Cyber Slave: ଆପଣଙ୍କ ପାଖକୁ ଆସୁଛି କି ଏହିପରି କଲ୍? ତାହେଲେ ହୋଇଯିବେ ସାଇବର୍ ସ୍ଲେଭ୍

ଆପଣଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେମାନେ ନେଇଯାଆନ୍ତି ଅନ୍ୟଏକ ଦେଶକୁ, ଯେଉଁଠିକୁ ଆପଣ କେବେ ଯାଇନଥିବେ। ଆଖିରୁ ଅନ୍ଧପୁଟୁଳି ଖୋଲିଲା ବେଳକୁ ଆପଣଙ୍କ ଠିକଣା ବଦଳି ସାରିଥିବ। ପଦାକୁ ବାହାରିଲେ ଆରେଷ୍ଟ ହେବେ। ତା ପରେ ଆପଣ ପାଲଟି ଗଲେ ସ୍ଲେଭ୍ ଚା ଦାସ। ଆଉ ତା ପରେ କଣ ହୁଏ ଶୁଣନ୍ତୁ ସାଇବର ଏକ୍ସପର୍ଟଙ୍କଠାରୁ।

World Disability Day 2024
World Disability Day 2024: ଭିନ୍ନକ୍ଷମମାନେ ପାଉଥିବା ୬ ଅଧିକାର; ବଞ୍ଚିତ ହେଲେ କେସ୍

“ବିଶ୍ୱ ଭିନ୍ନକ୍ଷମ ଦିବସ” ପାଳନର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମଙ୍କ ଅଧିକାର, ସେମାନଙ୍କର ସମସ୍ୟା ଏବଂ ସମାଜରେ ସେମାନଙ୍କର ଅବଦାନ ବିଷୟରେ ସଚେତନତା ବୃଦ୍ଧି କରିବା। ଆସନ୍ତୁ ଜାଣିବା ଏମାନଙ୍କ ପାଇଁ ଥିବା ୬ ଅଧିକାର।

ରେଡ୍‌ ଭୟରେ ଖସିଲା ଆଳୁ ଦର
Potato Price: ଆଳୁ କିଲୋ ୪୫ ଟପିଲେ ଆକ୍ସନ, ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ

ୟୁପିରୁ ଆସି ପହଞ୍ଚିଲା ଆଳୁ ଟ୍ରକ୍ । ବିଧାନସଭାରେ ବି ଆଳୁ ତାତି ।

ଆଗ୍ରେସିଭ୍‌ ମୁଡ୍‌ରେ ରାଜ୍ୟ ବିଜେପି
Odisha Politics: ମୋଦି-ଶାହଙ୍କ ଗସ୍ତ ପରେ ଆଗ୍ରେସିଭ୍ ମୁଡରେ ରାଜ୍ୟ BJP

ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ । ପଦ୍ମ ଧରିଲେ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ।

Odisha Congress
Odisha Congress: ଛିଡୁନି ରାଜ୍ୟ କଂଗ୍ରେସର ମୁଖିଆ ବଛା ଅଙ୍କ, ଦିଲ୍ଲୀରେ ଡେରା ପକାଇଛନ୍ତି ଆଶାୟୀ

କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ?

Proxy Forester Death
Proxy Forester Death: ହରଡ଼ଘଣାରେ ବନବିଭାଗ; କାଲି ଥିଲେ ଗଜସାଥୀ, ଆଜି ସାଧାରଣ ଲୋକ

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ନେଇ ବଲାଙ୍ଗିର DFOଙ୍କ ମୁହଁରେ ଦୁଇଟି କଥା । କାଲି କହିଥିଲେ ଆମ କର୍ମଚାରୀ, ଆଉ ଆଜି କହୁଛନ୍ତି ସାଧାରଣ ଲୋକ ।

Navy Day Celebrations
Navy Day Celebrations: ନୌବୀରଙ୍କ ରଣ ହୁଙ୍କାର; ଥରିଲା ମେଦିନି, ଉଛୁଳିଲା ସମୁଦ୍ର, ଚିରିଲା ଆକାଶର ଛାତି

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ରଣ କୌଶଳ ଦେଖାଇ ସମସ୍ତଙ୍କୁ ତଟସ୍ତ କରିଦେଲା ଭାରତୀୟ ନୌସେନା । କେତେ ବେଳେ ସମୁଦ୍ର ଭିତରୁ ମାଡ଼ି ଆସୁଥିଲା ଯୁଦ୍ଧ ଜାହାଜ ତ କେତେବେଳେ ଗର୍ଜନ କରି ଆକାଶ ମାର୍ଗରେ ଯୁଦ୍ଧ କଳା ଦେଖାଉଥିଲା ଲଢୁଆ ବିମାନ ।

There are several ways to find out what your child is interested in
Child Care: ପିଲାଙ୍କର ଆଗ୍ରହ କେଉଁ କାମରେ ଅଛି ତାହା ଜାଣିବା ଲାଗି କେତୋଟି ଉପାୟ

ଅନେକ ସମୟରେ ବଡମାନେ ନିଜ ପିଲାର ଆଗ୍ରହ କେଉଁଥିରେ ଅଛି ଜାଣିପାରନ୍ତି ନାହିଁ । ଆଜି ସେଇ ପ୍ରସଙ୍ଗରେ କେତୋଟି କଥା ଓ ଟିପ୍ସ।

ମୋଦିଙ୍କ ନଜରରେ ଓଡ଼ିଶା
Odisha Politics: ପୂର୍ବ ଭାରତ ବିଜୟ ଲକ୍ଷ୍ୟରେ, ଓଡ଼ିଶା ହେଲା କି ମୋଦିଙ୍କ ପ୍ରୟୋଗଶାଳା?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ ପ୍ରୟୋଗଶାଳା। ଏଇଠୁ ହିଁ ହେବ ପୂର୍ବ ଭାରତ ବିଜୟର ଅଭିଯାନ।

Pushpa 2 Breaks Record
Pushpa 2 Breaks Record: ରିଲିଜ୍ ପୂର୍ବରୁ ରେକର୍ଡ କଲା ପୁଷ୍ପା, ଟିକେଟ୍ ମୂଲ୍ୟରେ ତାବଡତୋଡ୍ ବୃଦ୍ଧି

ପୂର୍ବରୁ ଶାହରୁଖଙ୍କ ପଠାନ, ୟଶ୍‌ଙ୍କ କେଜିଏଫ୍ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିବା ବେଳେ ପୁଷ୍ପା-୨ ଏହି ରେକର୍ଡକୁ ଭାଙ୍ଗିଛି ।

Complaint filed against pushpa 2 star allu arjun
Allu Arjun: ଏମିତି ଶବ୍ଦ କହି ଅଡୁଆରେ ଅଲୁ ଅର୍ଜୁନ; ମାମଲା ଥାନାରେ

ଫିଲ୍ମ 'ପୁଷ୍ପା ୨' ରିଲିଜ ହେବା ପୂର୍ବରୁ ସାଉଥ୍ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆସିଛି। ନିକଟରେ ମୁମ୍ବାଇରେ ଏକ ପ୍ରମୋସନାଲ ଇଭେଣ୍ଟ୍‌ ସମୟରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ 'ଆର୍ମି' ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମାମଲା ରୁଜୁ ହୋଇଛି।

ବାହାଭୋଜିରେ ପାଣ୍ଡିଆନ
VK Pandian Returns: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।

Potato Traders Threaten Strike
Potato Traders Threaten Strike: ପଶ୍ଚିମବଙ୍ଗରେ ପଚିଲାଣି ଆଳୁ; ଦିଦିଙ୍କ ବିରୋଧରେ ଧର୍ମଘଟକୁ ଓହ୍ଲାଇବ ବ୍ୟବସାୟୀ ସଂଘ

ପଶ୍ଚିମବଙ୍ଗର ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍  ଆଳୁ ଗଚ୍ଛିତ ଅଛି । ପଶ୍ଚିମବଙ୍ଗର ଆବଶ୍ୟକତା ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ, ବଳକା ଆଳୁ ନଷ୍ଟ ହେବାର ଆଶଙ୍କା ରହିଛି । 

Navy Day Celebration
Navy Day Celebration: ନୌସେନା ଦିବସ ପାଇଁ କାଉଣ୍ଟଡାଉନ୍, ଆସୁଛନ୍ତି ମହାମହିମ

ଆଉ ମାତ୍ର ମଝିରେ ଗୋଟିଏ ଦିନ, ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ୱ । ପୁରୀ ବିଚ୍‌ରେ ରଣକୌଶଳ ପ୍ରଦର୍ଶନ ହେବ ।