ଶ୍ରଦ୍ଧା କପୁର ସ୍ୱୀକାର କରିଛନ୍ତି ଯେ ମୀନ ରାଶି ସହିତ ତାଙ୍କର କିଛି ବିଶେଷତା ରହିଛି, ବିଶେଷକରି ପ୍ରେମ ପ୍ରତି ତାଙ୍କର କେତେ ଆକର୍ଷଣ ଅଛି ତାହା ସେ ବୋଲି ବର୍ଣ୍ଣନା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ତାଙ୍କ ପାର୍ଟନର୍ ଥିବେ, ତାଙ୍କର ଆଉ କାହାର ଆବଶ୍ୟକତା ନାହିଁ।
ଜେରା ବେଳେ ଅଭିଯୁକ୍ତ ମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।
କୁହାଯାଏ ଯେ ଶ୍ରୀଲଙ୍କାରେ ଭଗବାନ ଶ୍ରୀରାମ ଏବଂ ରାବଣର ଲଙ୍କା ସହ ଜଡିତ ଅନେକ ପ୍ରତୀକ ଏବଂ ପ୍ରମାଣ ବର୍ତ୍ତମାନ ମଧ୍ୟ ରହିଛି। ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଶ୍ରୀଲଙ୍କାରେ ଥିବା ଏକ ପାହାଡରେ ନିର୍ମିତ ଗୁମ୍ଫାରେ ରାବଣର ମୃତ ଶରୀର ଏବେ ମଧ୍ୟ ସୁରକ୍ଷିତ ଅଛି। ଆସନ୍ତୁ ଏ ବିଷୟରେ ପୂରା ଜାଣିବା।
ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।
ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।
ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।
ଦୀର୍ଘ ଦିନର ଦାବି ପରେ ବି ଦୂର ହେଉନି ସମାସ୍ୟା । ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ୍ ।
ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି ।
ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଏ । ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନାଗାର୍ଜୁନ ପରମ୍ପରା ।
ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା । ସଲମାନ୍ ଖାନଙ୍କ ନିକଟତର ବାବାଙ୍କୁ କରାଯାଇନି ତ ଟାର୍ଗେଟ ?
ପ୍ରତିଦିନ ଅନେକ ସୋସିଆଲ ମିଡିଆ ସାଇଟ୍ର ତଥ୍ୟ ଚୋରି କରାଯାଉଛି। ପରେ ଏହି ତଥ୍ୟକୁ ଡାର୍କ ୱେବ୍ରେ ବିକ୍ରି ହୁଏ ଏବଂ ତା’ପରେ ଏହି ତଥ୍ୟକୁ ଭୁଲ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ହେଲେ ଆପଣ ଏହାକୁ ମଧ୍ୟ ଯାଞ୍ଚ କରିପାରିବେ ଯେ ଆପଣଙ୍କ ନମ୍ବର ହ୍ୟାକର୍ମାନଙ୍କ ପାଖରେ ଅଛି କି ନାହିଁ। ଆସନ୍ତୁ ସେହି ପଦ୍ଧତି ଜାଣିବା।
ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ଦିବା ୦୩.୪୩ ଗତେ କୁମ୍ଭ । ତିଥି- ୧୦ମୀ ଦିବା ୦୯.୦୯ ଗତେ ୧୧ଶୀ। ଘାତଚନ୍ଦ୍ର- ସିଂହ ରାଶିର , ଦିବା ୦୩.୪୩ ଗତେ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍ରେ ପାଳନ କରାଯାଏ। ଏହିଦିନ କାହିଁକି ରାବଣର କୁଶପୁତ୍ତଳିକା ପୋଡାଯାଏ ଆସନ୍ତୁ ଜାଣିବା।
ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ।
ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି।
ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?
ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର।
ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।
ବାଲି ସାମ୍ରାଜ୍ୟରେ ଅଚାନକ ପାଣିର ରାଜୁତି । ସାହାରା ମରୁଭୂମିରେ ଭୀଷଣ ବନ୍ୟା । ୫୦ ବର୍ଷ ପରେ ଉପୁଜିଲା ବନ୍ୟା ସ୍ଥିତି । ଠାଏଁ ଠାଏଁ ବାଲି, ଠାଏଁ ଠାଏଁ ପାଣି। ଜଳପ୍ଳାବିତ ବାଲୁକାସ୍ତୁପ ଓ ଖଜୁରୀ ଗଛ ଥିବା ମରୁଉଦ୍ୟାନ।
ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।
ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।
ସୁଭଦ୍ରା ପାଇଁ ଆବେଦନ କରି କୌଣସି ମହିଳା ଯଦି ଟଙ୍କା ନପାଇ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। କାରଣ ଆପଣଙ୍କ ପାଖକୁ ତ୍ରୁଟି ସୁଧାରିବାକୁ ସରକାରଙ୍କ ତରଫରୁ ଯିବ ଫୋନ୍ କଲ୍। ଦରକାର ପଡ଼ିଲେ ଅଙ୍ଗନବାଡ଼ି କର୍ମୀ ଘରକୁ ଯାଇ ସୁଭଦ୍ରା ଟଙ୍କା ପାଇବା ପାଇଁ ନିଶ୍ଚିତ କରାଇବେ।