ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହ ଆଜି ବିଧିବଦ୍ଧ ଭାବେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦୀନବନ୍ଧୁଙ୍କ ଉପରକୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ବାପା । ପୁଅ ଦୌଡ଼ି ବାହାରକୁ ଆସିବା ବେଳେ ବୋହୂ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।
କଥା କହିପାରୁନଥିବା ପଶୁର ହାତ ଗୋଡ଼ ବାନ୍ଧି କିଛି କଳାକାର ବର୍ବରତାର ଶେଷସୀମା ପାର୍ କରିଛନ୍ତି । ଘୁଷୁରୀକୁ ଓଲଟାଇ ରଖି ତା’ର ଅନ୍ତବୁଜୁଳା ବାହାର କରିଛନ୍ତି ନର ରାକ୍ଷସମାନେ ।
ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ?
ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ୱର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି।
ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
କୁକୁର ଓ ମଣିଷର ବନ୍ଧୁତା ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ବି ନିର୍ମାଣ ହୋଇଛି। ତେବେ ରିୟଲରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ କନ୍ଦାଇଦେବ। ମାଲିକର ମୃତ୍ୟୁ ପରେ ବି ବିଶ୍ୱସ୍ତ କୁକୁର ତାଙ୍କ ଫେରିବାର ବାଟକୁ ଚାହିଁ ରହିଛି।
ନୂଆ ପ୍ରେମିକକୁ ପ୍ରେମର ପ୍ରମାଣ ଦେବା ପାଇଁ ରାକ୍ଷସୀ ପାଲଟିଗଲା ପ୍ରେମିକା । ପୁରୁଣା ପ୍ରେମିକର ଛାତିରେ କଣ୍ଟା ଭୁସିବା ସହ ଏସିଡ୍ ଫିଙ୍ଗିଲା । ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମ ସଂପର୍କରେ ପରିଣତ ହେଲା। ପ୍ରାୟ ଦେଢ ବର୍ଷ ପରେ ଦୁହେଁ ବ୍ରେକଅପ୍ କରିଦେଲେ। ନୂଆ ପ୍ରେମିକ ମିଳିବା ପରେ ଏମିତି କାଣ୍ଡ କରି ବନ୍ଧା ହେଲା ପ୍ରେମିକା ।
ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ପାଣ୍ଡିଆନ୍ ଅଜ୍ଞାତବାସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ସର୍ବସାଧାରଣ ସ୍ଥାନରେ କିମ୍ୱା କୌଣସି ସଭାସମିତିରେ ତାଙ୍କୁ କେହି କେବେ ଦେଖିନଥିଲେ । କିନ୍ତୁ ଜଣେ ବିଜେଡି ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି ।
ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ । ହେଲେ ଏହା ପରେ ବି ସଫଳତା ପାଇଛନ୍ତି ଔରଙ୍ଗାବାଦର ମଦନପୁର ବ୍ଲକ ଶିବଗଞ୍ଜ ଗାଁର ଆଦର୍ଶ କୁମାର। ପ୍ରଥମ ପ୍ରୟାସରେ ସେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରି ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।
ଆପଣଙ୍କ ବାଡ଼ିରେ ଥିବା ଏହି ଗଛର ପତ୍ରଠାରୁ ଫଳ ଯାଏ ସବୁକିଛି ଔଷଧ। କେଶ ସମସ୍ୟା ରହିବନି, ହୃଦରୋଗ ଆସିବନି, ନପୁଂସକତା ଦୂରହେବ, ଆଜମା ଓ ଶ୍ୱାସରୋଗ ଉଡ଼ିଯିବ। କିନ୍ତୁ କିଛି ପଇସା ଖର୍ଚ୍ଚ ହେବନି। ପଢ଼ନ୍ତୁ ୧୫ଟି ରୋଗର ସହଜ ଆୟୁର୍ବେଦିକ ଔଷଧ ତିଆରିର ଉପାୟ।
ଶହ ଶହ ସାପ ଆସି ଜଳୁଥିବା ଯଜ୍ଞ କୁଣ୍ଡରେ ପଡି ମରୁଥାନ୍ତି । କିନ୍ତୁ କାହିଁକି? କ'ଣ ଦୋଷ ନାଗମାନଙ୍କର ? ନାଗ ବଂଶ ସମ୍ପୂର୍ଣ ଲୋପ ପାଇବା ଆଗରୁ କିଏ ପୁଣି ତ୍ରାଣକର୍ତ୍ତା ସାଜି ବଞ୍ଚେଇଲା ସେମାନଙ୍କୁ?
ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ।
ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ।
ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଆଜି ଉଦଯାପନୀ ଦିବସ। ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍।
ଇଂରାଜୀରେ ୦୧ ତାରିଖ ରବିବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ଅମାବାସ୍ୟା ଦିବା ୧୧.୫୧ । ଗତେ ପ୍ରତିପଦ ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର ।
ଏଠାରେ ଆମେ ଏପରି କିଛି ଅଭ୍ୟାସ ବିଷୟରେ କହୁଛୁ ଯାହାକୁ ଯଦି ଧ୍ୟାନରେ ରଖାଯାଏ, ଆପଣ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବେ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିପାରିବେ। ତେବେ ଆସନ୍ତୁ ସେହି ଉପାୟଗୁଡିକ ଜାଣିବା।
କାହିଁକି ନବୀନ ନିବାସ ସମ୍ମୁଖରେ ହେଲା ମୋଦିଙ୍କ ସାଧାରଣ ସଭା ? କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି ? ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଭଳି ରଣନୀତି କି ?
ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପାଠଶାଳା । ହସ ହସରେ ମଞ୍ଜ କଥା । ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା । ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର ।
ସମୁଦ୍ରର ବକ୍ଷକୁ ଚିରି ଆଗେଇ ଆସୁଛି ନୌସେନାର ଯୁଦ୍ଧ ଜାହାଜ। ଗୋଟିଏ କି ଦୁଇଟି ନୁହେଁ ୨୫ଟି ବିଶାଳ ଜାହାଜ। କୂଳକୁ ଶୁଭିଲାଣି ଯୁଦ୍ଧପୋତର ଗର୍ଜନ।
ଜାତୀୟ ସୁରକ୍ଷାରୁ ସାଇବର ଅପରାଧ, ମାଓ ସମସ୍ୟାରୁ ନାର୍କୋଟିକ୍ସ । ପ୍ରତିଟି ଚାଲେଂଜର ମୁକାବିଲା ନେଇ ଡିଜିପି ସମ୍ମିଳନୀ ଦ୍ବିତୀୟ ଦିନରେ ବିଚାର ବିମର୍ଷ, ପିଏମ୍ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ, ତେଣେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା...
ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣିଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି ।
ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ତତ୍ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମିଳିଛି ।
ପୁରୀରେ ନୌସେନା ଦିବସ ପାଳନକୁ ପକ୍ଷୀ ଭୟ । ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଲା ହେଲିକପ୍ଟର । ପୁରୀରେ ନ୍ୟାଭି ଡେ’ ପାଇଁ ନୌସେନା ପକ୍ଷରୁ ଅଭ୍ୟାସ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଏହି ପ୍ରକଳ୍ପରେ ପ୍ରଥମେ ୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ । ମେଟ୍ରୋ ପ୍ରକଳ୍ପରେ ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ।