• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

World Soil Day 2024 Six tips to save soil
World Soil Day 2024: ଉତ୍ତମ ମାଟି ହିଁ ଦେଇଥାଏ ଉତ୍ତମ ଜୀବନ: ଜାଣନ୍ତୁ ମାଟି ଯତ୍ନ ନେବାର ୬ଟି ଉପାୟ

ମାଟି ସୁରକ୍ଷିତ ରହିଲେ, ଜୀବନ ସୁରକ୍ଷିତ ରହିବ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଜାଣନ୍ତୁ ମାଟି ଯତ୍ନ ନେବାର ୬ଟି ଉପାୟ।

indian Navy
Odia Navy Veteran Recalls 1971's Operation Trident: ଓଡ଼ିଶା ଲେଖିଲା ନୂଆ ଇତିହାସ; ୧୯୭୧ରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ବଖାଣିଲେ ନୌବୀର

ଡିସେମ୍ବର ୪ ରାତିରେ କଣ ଘଟିଥିଲା... କେମିତି ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା...କେମିତି ଧ୍ବଂସ କରିଥିଲା ପାକିସ୍ତାନର କରାଚୀ ବନ୍ଦର। ଓଟିଭିକୁ ନିଜ ଅଙ୍ଗେ ନିଭା ସ୍ମୃତି ବଖାଣିଲେ ଓଡ଼ିଆ ନୌବୀର...

Dog Bite
Dog Bite: ରାଜ୍ୟରେ ଅସହ୍ୟ କଲାଣି ବୁଲା କୁକୁରଙ୍କ ଉତ୍ପାତ

ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିବାକୁ ନେଇ ଉଦବେଗ । ବନ୍ଧ୍ୟାକରଣ ସହ ନିୟନ୍ତ୍ରଣ ପାଇଁ ନିଆଯାଉଛି ବହୁ ପଦକ୍ଷେପ: ମନ୍ତ୍ରୀ ।

Family of Additional Superintendent of Police (ASP) Faces Ostracisation In Odisha’s Dhenkanal
Kangaroo Court: ୨ ଫୁଟ୍ ଜାଗା ପାଇଁ ଆଡିସନାଲ SPଙ୍କ ପରିବାର ଗାଁରୁ ବାସନ୍ଦ !

ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ ।

Onion price increases
Onion Price: ବିଚିତ୍ର ହିସାବ: ପିଆଜ ଉତ୍ପାଦନରେ ଆମେ ବଳକା ରାଜ୍ୟ, ତଥାପି ଦର ଆକାଶ ଛୁଆଁ...

ଆକାଶ ଛୁଆଁ ପିଆଜ ଦର। ପିଆଜ ଦରରେ ଲାଗୁନି ବ୍ରେକ୍‌। ଯାହାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି। 

BJD Made a Mistake
MLA Badri Narayan Patra: ମୁଖିଆଙ୍କୁ ପୁଣି ବଦ୍ରିଙ୍କ ଟାର୍ଗେଟ୍; ବିଜେପି କହିଲା-‘ବିଜେଡି ହେଲା ତଡ଼ାଖିଆଙ୍କ ଦଳ’

ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର।

Navy Day 2024
Navy Day 2024: ମହୋଦଧିରେ ମହାପରାକ୍ରମ; ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ...

ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ  ଓ ୩୫ଶହରୁ ଊର୍ଦ୍ଧ୍ବ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ।

India Celebrates Navy Day
India Celebrates Navy Day: କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ? ଜାଣନ୍ତୁ...

୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ । ତେବେ ସେହି ଘଟଣା କଣ, କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ଆସନ୍ତୁ ଜାଣିବା।

Snake Avoid Tips
Snake Avoid Tips: ଘରକୁ ସାପ ପଶିଆସୁଛି କି; ଡରନ୍ତୁ ନାହିଁ… ଏହି ଶସ୍ତା ଜିନିଷ ବ୍ୟବହାର କରନ୍ତୁ, ଆସିବେ ନାହିଁ

ଶୀତଦିନେ ଟିକିଏ ଉଷ୍ମତା ପାଇଁ ସାପମାନେ ଘର ଭିତରକୁ ଚାଲି ଆସନ୍ତି। ଯଦି ଆପଣ ବି ଘରେ ସାପ ଦେଖନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏମିତି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କରି ସାପମାନଙ୍କୁ ବାହାର କରି ପାରିବେ।

Navy Day celebrations
Navy Day celebrations: ନୌସେନାର ପରାକ୍ରମ; ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି...

ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । 

Mango Kernel Consumption
Special Story: ୩ ମୁଣ୍ଡ ଗଡ଼ିଲା ପରେ ବୋହିଲା ବିକାଶର ଗଙ୍ଗା

ବହୁ ଚର୍ଚ୍ଚିତ ମାଣ୍ଡିପଙ୍କା ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ଗୋଟିଏ ମାସ ପୁରିଛି । ପିଡିତ ପରିବାରଙ୍କ ଆଖିରେ ଏବେ ବି ଲୁହ ଶୁଖି ପାରିନି । ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଥିବା ବେଳେ ରାଜ୍ୟରେ ରାଜନୈତିକ ହଟଚମଟ ଲାଗି ରହିଛି ।

Badri Narayan Patra
BJD MLA Controversial Statement: ବଦ୍ରିଙ୍କ ବିସ୍ପୋରଣ; ନିଜ ଦଳ ଉପରେ ବର୍ଷିଲେ, କହିଲେ-‘ନେତା ଧାର ଆଣି ଆମେ ଭୁଲ କରିଛୁ’ 

ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି । 

AFCAT 2025 Recruitment
AFCAT 2025 Recruitment: ବାୟୁସେନାରେ ପୂରଣ ହେବ ଅଫିସର୍ ପଦବୀ; ବ୍ୟାଚ୍‌ଲର୍ ଡିଗ୍ରୀ ଥିଲେ ବି ସୁଯୋଗ

ବାୟୁସେନା AFCAT ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Father And Daughter Getting Married
Father And Daughter Getting Married: ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ; ବାପାକୁ ବିବାହ କଲା ଝିଅ, ଭାଇରାଲ ହେଲା ଭିଡ଼ିଓ....

ବାପାକୁ ବିବାହ କରିଛି ଝିଅ । ପ୍ରବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

Government Schools In Rural Areas
ଅନ୍ଧାର ଘରେ କେମିତି ଗଢାହେବ ଉଜ୍ଜଳ ଭବିଷ୍ୟତ?

ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଭଲ ଭାବରେ ଶିକ୍ଷାଦାନ କରିବେ । ଏଭଳି ପରିକଳ୍ପନା ନେଇ ସରକାରୀ ବିଦ୍ୟାଳୟରେ ଅନେକ ବ୍ୟବସ୍ଥା କରାଯାଉଛି । ତେବେ ଏହାର ବାସ୍ତବ ରୂପ ପୂରା ଅଲଗା ।

Banker quits job to grow microgreens
Success Story: ଛାଡ଼ିଦେଲେ ବ୍ୟାଙ୍କ ଚାକିରି, ଛୋଟିଆ କୋଠରୀରୁ ମାସିକ ରୋଜଗାର ୫ ଲକ୍ଷ

ଛାଡିଦେଲେ ବ୍ୟାଙ୍କ ଚାକିରି। ୬୪ ବର୍ଗଫୁଟ କୋଠରୀରେ ଜୈବ ମାଇକ୍ରୋଗ୍ରୀନ ଚାଷ କରି ସେ ମାସକୁ ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ। ଆସନ୍ତୁ ଜାଣିବା ଅଜୟ ଗୋପୀନାଥଙ୍କ ସଫଳତାର କାହାଣୀ।

diabetic food chart
Health Tips: ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ, ଜାଣନ୍ତି କି ?

ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ରହିଥାଏ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଡାଲି ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ଓ କେଉଁ ଡାଲି ଖାଇବା ଆବଶ୍ୟକ ।

Bull
Odisha Assembly: ଜାଣିଛନ୍ତି କି ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି ସବୁଠୁ ଅଧିକ ଷଣ୍ଢ?

ଓଡ଼ିଶାରେ ସମୁଦାୟ କେତେ ଷଣ୍ଢ ଅଛନ୍ତି, ସେଥିରୁ କେଉଁ ଜିଲ୍ଲାରେ କେତେ ଅଛନ୍ତି, କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଷଣ୍ଢ ଅଛନ୍ତି, ଗତବର୍ଷଠାରୁ ଏ ବର୍ଷ ଷଣ୍ଢଙ୍କ ସଂଖ୍ୟା କମିଛି ନା ବଢ଼ିଛି, ସରକାର ଷଣ୍ଢ ସଂଖ୍ୟା ବଢ଼େଇବାକୁ କଣ ପଦକ୍ଷେପ ନେଉଛନ୍ତି, ପଢ଼ନ୍ତୁ ଏହି ଖବରରୁ।

allu arjun starrer pushpa 2 3d version will not release this week
Pushpa 2: ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ କଲା ନିରାଶ; ସମସ୍ତ ପ୍ଲାନ୍ ଫସର ଫାଟିଲା

‘ପୁଷ୍ପା ୨’ ଡିସେମ୍ବର ୦୫ରେ ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି। ଯେଉଁମାନେ ଏହାର 3d ଭର୍ସନ୍ ଦେଖିବାକୁ ପ୍ଲାନ କରିଥିଲେ ସେମାନଙ୍କ ପାଇଁ ଖରାପ ଖବର ଆସିଛି।

onion chicken
Food and Recipe:ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ 'ଚିକେନ୍ ଓନିଅନ୍’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି 'ଚିକେନ୍ ଓନିଅନ୍

Winter Special foods for Glowing Skin
Winter Special foods for Glowing Skin: ଖାଆନ୍ତୁ ଏହି ୭ଟି ଖାଦ୍ୟ; ଶୀତ ଦିନେ ବି ଚମକିମ ଚମ

ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମ ଶୁଖିଲା ହୋଇଯିବା। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।

Devendra Fadnavis
Maharashtra CM: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍। କୋର୍‌ କମିଟି ବୈଠକରେ ଫଡନାବିସ୍ ଙ୍କ ନାଁରେ ମୋହର ବାଜିଥିବା ଜଣାପଡିଛି।

gold
Gold Price Today, 4th Decmber 2024: ବିବାହ ଋତୁରେ ବଢିଲା ସୁନା ଦର,ଜାଣନ୍ତୁ କେତେ ?

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସାମାନ୍ୟ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Sukhbir Singh Badal Firing
Sukhbir Singh Badal Firing: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ

ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ।

Droupadi Murmu
President Droupadi Murmu: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କୁ ଦର୍ଶନ ସହ କଲେ ପୂଜାର୍ଚ୍ଚନା

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଲେ ମହାମହିମ ।