Advertisment

ଭିଡିଓ ଆଣ୍ଡ୍ ବ୍ରଡବ୍ୟାଣ୍ଡ୍ ସମ୍ମିଟ୍: ବ୍ରଡକାଷ୍ଟ ମିଡିଆର ଭବିଷ୍ୟତ ଉପରେ ଆଲୋଚନା

ଆଲୋଚନା ଚକ୍ରରେ ଭାଗ ନେଇ ନିଜର ମତ ରଖିଥିଲେ ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ବିଜିନେସ ଡେଭଲପମେଣ୍ଟ ଅଫିସର ଲିତିଶା ପଣ୍ଡା।

author-image
Chandan Shishu
ଅଦ୍ୟତନ ହୋଇଛି
VBS 2022

video and broadband summit

ଇଣ୍ଡିଆନ ଟେଲିଭିଜନ୍ ପକ୍ଷରୁ ମୁମ୍ବାଇ ଜୁହୁରେ ଆୟୋଜିତ ହୋଇଛି ଭିଡିଓ ଆଣ୍ଡ୍ ବ୍ରଡବ୍ୟାଣ୍ଡ୍ ସମ୍ମିଟ୍ ଭିବିଏସ୍। ଭିବିଏସ ସମ୍ମିଟର ୧୯ ତମ ସଂସ୍କରଣରେ ଟେଲିଭିଜନ୍ ଓ ବ୍ରଡକାଷ୍ଟ ମିଡିଆର ବିଭିନ୍ନ ଦିଗ, ସମସ୍ୟା ଓ ଭବିଷ୍ୟତ ଉପରେ ଆଲୋଚନା କରାଯାଇଛି।

Advertisment

ଭିବିଏସ ସମ୍ମିଳନୀର ବିଭିନ୍ନ ଆଲୋଚିତ ପ୍ରସଙ୍ଗ ମଧ୍ୟରୁ ଆଜି ଅପରାହ୍ଣ ସେସନର ବିଷୟବସ୍ତୁ ଥିଲା Differentiating news braodcast in a cluttered world of information। ଏଥିରେ ଭାଗ ନେଇ ନିଜର ମତ ରଖିଥିଲେ ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ବିଜିନେସ ଡେଭଲପମେଣ୍ଟ ଅଫିସର ଲିତିଶା ପଣ୍ଡା। 

ଏହି ସେସନରେ ଟାଇମ୍ସ ନେଟଓ୍ୱର୍କ ଡିଜିଟାଲ ବିଜନେସର ସିଓଓ ରୋହିତ ଚଢା, ଲୋକମତ ମିଡିଆ ପ୍ରାଇଭେଟ୍ ଲିମିଟେଡର ସିନିୟର ଏକଜିକ୍ୟୁଟିଭ୍ ଭାଇସ ପ୍ରେସିଡେଣ୍ଟ ତଥା ବିଜିନେସ ମୁଖ୍ୟ ହେମନ୍ତ ଜୈନ ଏବଂ ଇଣ୍ଡିଆନ୍ ଟେଲିଭିଜନ୍ ଡଟ୍ କମର ପ୍ରତିଷ୍ଠାତା ତଥା ସିଇଓ ଏବଂ ଚିଫ୍ ଏଡିଟର ଅନୀଲ ଏନ୍.ଏମ୍. ଓ୍ୱାନଭାରି ପ୍ରମୁଖ ସାମିଲ ହୋଇଥିଲେ। 

Advertisment
Media
Advertisment
Advertisment