ଚନ୍ଦ୍ର – ସିଂହ ଅହୋରାତ୍ର
ତିଥି- ୮ମୀ ପ୍ରାତଃ ୦୭/୫୭ ଗତେ ୯ମୀ
ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର
ଘାତ ବାର – ତୁଳା , କୁମ୍ଭ
ପୁଷ୍କର ଦୋଷ – ନାସ୍ତି
ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ
ଶୁଭ ସମୟ:-
ପ୍ରାତଃ ୦୫/୫୯ ରୁ ୦୭/୨୮
ସନ୍ଧ୍ୟା ୦୫/୫୪ ରୁ ୦୯/୨୨
ରାତ୍ରି ୦୧/୦୮ ରୁ ୦୩/୨୪
ରାତ୍ରି ୦୪/୧୬ ରୁ ୦୬/୦୦
ଅଶୁଭ ସମୟ:-
ରାହୁକାଳ - ଦିବା ୧୨/୫୪ ରୁ ୦୨/୧୭
କାଳବେଳା - ଦିବା ୦୨/୧୭ ରୁ ୦୩/୪୦
ବାରବେଳା – ଦିବା ୦୩/୪୦ ରୁ ୦୫/୦୩
କାଳରାତ୍ରି – ରାତ୍ରି ୧୧/୩୧ ରୁ ୦୧/୦୮