ଟି-ଟ୍ୱେଣ୍ଟି ସିରିଜ୍ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।
ନିକଟରେ ନର୍ଦ୍ଦନ୍ ଆର୍ମି କମାଣ୍ଡର ଲେଫଟାନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱବେଦୀ କହିଥିଲେ, ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ।
ମୁମ୍ବାଇର ୭ଟି ସ୍ଥାନକୁ ମିଳିମିଳା ହଟ୍ସ୍ପଟ୍ କୁହାଯାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ୨୩୩କୁ ବଢ଼ିଛି । ଆଖପାଖ ମାଲେଗା, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ବ୍ୟାପୁଛି ସଂକ୍ରମଣ ।
ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର ।
କେନ୍ଦ୍ରାପଡା ବାଲିଆ ବଜାରରେ ଯେଉଁଠି ୨୪ ଘଣ୍ଟା ତଳେ ଚାଲିଥିବା ବାଜା, ବାଣ ରୋଷଣି କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ଡିଜେର ତାଳେ ତାଳେ ନାଚ ଚାଲିଥିଲା । ହେଲେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ପୁରାପୁରି ବଦଳାଇ ଦେଇଥିଲା ଉତ୍ସବର ମାହୋଲ୍ ।
ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି ।
ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।
ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବିଧାନସଭା ଉପରେ ପଦ୍ମପୁର ଉପନିର୍ବାଚନର ଇଫେକ୍ଟ ।
ଥୋଡ଼ାନୁର ଉପଜିଳ୍ଳା କୋଝିକୋଡ଼େରେ ପକ୍ଷରୁ ଆୟୋଜିତ ହୋଇଥିଲା କଳା ପ୍ରତିଯୋଗୀତା । ଏଠାରେ କୋରାନ ପାଠ ପ୍ରତିଯୋଗୀତା କରାଯାଇଥିଲା ।
ଭାରତୀୟ ସେନାକୁ ଇଙ୍ଗିତ କରି କ୍ଷମା ମାଗିଲେ ଅଭିନେତ୍ରୀ ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ
ଏହାର ଟେଷ୍ଟ ମଧ୍ୟ ଅବିକଳ ଚିକେନ୍ ସୌରମା ଭଳି ରହିବ ।
ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବଲିଉଡ୍ ଅଭିନେତା ରଣବୀର କପୁର ଫିଲ୍ମ ‘ଆନିମଲ୍’କୁ ନେଇ ବ୍ୟସ୍ତ ଅଛନ୍ତି। ଏବେ ରଣବୀରଙ୍କ ଶୁଟିଂ ସେଟ୍ର ଲାଟେଷ୍ଟ ଫଟୋ ଭାଇରାଲ୍ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଅକଲଗୁଡ଼ୁମ ହୋଇଛି।
କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି।
ଗରିବଙ୍କ ପାଇଁ ଖୋଲିଲା ୱାରେନ୍ ବଫେଟଙ୍କ ଖଜାନା ।
ବିଳମ୍ବିତ ରାତିରେ ମାରପିଟ୍ କରିଛନ୍ତି ସିନିୟର ଛାତ୍ର। ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ଛାତ୍ର।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ରହସ୍ୟ ଉପରୁ ଶେଷରେ ପରଦା ହଟିଛି। ଦିଶାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।
ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଘଟିଥିବା ଏକ ରିପୋର୍ଟରେ ପୋଲିସ୍ କହିଛି।
ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୬୯୦ ଟଙ୍କା ରହିଛି ।
ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଦେବାକୁ ମନା କରିଦେଲେ ଏଲନ୍, ଟ୍ରାଭେଲ୍ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ।