‘ମୋତେ ବାହା ନହେଲେ ପିସ୍ ପିସ୍ କରିଦେବି’। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧,୪୫୦ ଟଙ୍କା ରହିଛି
ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….
ରାଗରେ ହିତାହିତ ଜ୍ଞାନ ଭୁଲି ଏପରି ଦଣ୍ଡ ଦେବା କ’ଣ ଠିକ୍ ?
କାତାରରେରେ ଚାଲୁଥିବା ଫୁଟ୍ବଲ୍ ବିଶ୍ୱକପ୍ ମ୍ୟାଚ୍ରେ ମର୍କ୍କୋଠୁ ବେଲ୍ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ଫୁଟ୍ବଲ୍ ଫ୍ୟାନ୍ସ କାର୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
ସତ ହୋଇଗଲା ସ୍ୱପ୍ନ । ସାପ ସାମ୍ନାରେ କୃଷକ ଜିଭ ଦେଖାଇ . .
ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।
ଏମିତି ଅନେକ ଘଟଣା ଦେଖିଥିବେ, ଯେଉଁଠି ଛୋଟ ଛୋଟ ପିଲାମାନେ ଚକୋଲେଟ୍ ହେଉ କି କଏନ୍ ଇତ୍ୟାଦି ଗିଳି ଦେବା ଯୋଗୁ ଏହା ବାହାର କରିପାରେ ବହୁ ଅସୁବିଧା ହୋଇଥାଏ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ବରଗଡ଼ ସୋହେଲାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ? କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ? କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?
ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଟୁଇଟ୍ କରିଛନ୍ତି ଯେ, ମୁଁ ଏବେ ଜାଣିଲି ପତଞ୍ଜଳି ବାବା ରାମଲୀଳା ମୈଦାନରୁ ମହିଳାଙ୍କ ପୋଷାକ ପିନ୍ଧି କାହିଁକି ଖସି ପଳାଉଥିଲେ।
ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO।
ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏଇ ଚର୍ମରୋଗ କାରଣରୁ କିଛି ଗାଁରେ ଲୋକଙ୍କ ଭିତରେ ଭାଳେଣି ପଡ଼ିଗଲାଣି ।
ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖୋଲା ଚ୍ୟାଲେଞ୍ଜ୍ ।
୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।
ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।
୨୦୧୦ରେ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ୍ ଭିକେ ସିଂହଙ୍କ ଦ୍ୱାରା ଗଠନ ହୋଇଥିଲା ଟିଏସଡି।
ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା
ଜେଲର ଚାରିକାନ୍ଥ ଭିତରେ ସୈତାନ୍ ଅଫତାବ୍ ।
ଭିଡିଓରେ ମନ୍ତ୍ରୀଙ୍କ ସତ୍ୟେନ୍ଦ୍ରଙ୍କ ଜେଲ୍ କୋଠରୀରେ ବେଡ୍କୁ ସଜଡ଼ା କରାଯିବା ସହ ଚଟାଣକୁ ମଧ୍ୟ ସଫା ସୁତରା କରାଯାଉଥିବା ଦେଖିବାକୁ ମିଳିଥିଲା।
ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍ର ନୂଆ ସେନା ମୁଖ୍ୟ ମୁନୀର