ଆଜି ଆଉ ନାହିଁ କରୋନା କଟକଣା। ସବୁକିଛି ହୋଇଗଲାଣି ସ୍ୱାଭାବିକ। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ। କାହିଁକି ଏମିତି ମନୋଭାବ?
ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?
ମଞ୍ଚ ଉପରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବୈଜୟନ୍ତ।
ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି।
OSSC ଗ୍ରୁପ୍ ବି ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୨୨୫ଟି ପଦବୀ ପୂରଣ ହେବ।
ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ସମସାମୟିକ ହୋଇଥିଲେ ବି ପଛରେ ପଡିଯାଇଛନ୍ତି ସୁନୀଲ ଶେଟ୍ଟୀ। ଏହାର ପଛରେ କି କାରଣ ରହିଛି? କାହିଁକି ସୁନୀଲ ତାଙ୍କ ସମୟ ଠାରୁ ଆଉ ଆଗକୁ ଯାଇପାରିଲେ ନାହିଁ? ଆସନ୍ତୁ ଜାଣିବା ସେ ଏହାକୁ ନେଇ କ’ଣ କୁହନ୍ତି…
ଦୁର୍ନୀତି ରୋକିବାକୁ ରାଜ୍ୟରେ 5T କାମ କରୁଛି। ହେଲେ କଣ ଏମିତି ?
ରିଷି ସୁନକ୍ ଅନୌକ୍ଷାଙ୍କ ଝିଅଙ୍କ ଶାସ୍ତ୍ରୀୟ ନୃତ୍ୟରେ କମ୍ପିଲା ମଞ୍ଚ ।
ଆଉ ନାହାନ୍ତି ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଅଭିନେତା ବିକ୍ରମ ଗୋଖଲେ। ୭୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ଚଳଚ୍ଚିତ୍ର ପରିବାରରେ ବିକ୍ରମଙ୍କ ଜନ୍ମ ହୋଇଥିଲା। ତାଙ୍କ ଅଣ ଜେଜେମା’ଙ୍କ ଠାରୁ ପରିବାରର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା କେଉଁ ପରିବାରର ଥିଲେ ବିକ୍ରମ ଗୋଖଲେ।
ଟ୍ରେନ୍ମ୍ୟାନ୍ ଆପ୍ ଏହାର ନୂଆ ଫିଚର୍ 'Trip Assurance' ଲଞ୍ଚ୍ କରିଛି। ଏହି ନୂଆ ଫିଚ୍ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍ ୱେଟ୍ଲିଷ୍ଟ୍ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ।
କଟକ ଏସସିବିରେ ଏଭଳି ବିକଳ ଚିତ୍ର ଦେଖିବା ପାଇଁ ମିଳିଛି
ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍ ନୁହଁନ୍ତି’।
କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ ।
ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଅଳ୍ପ ସୁଖ ସହ ଭରି ଦିଅନ୍ତି କୋଟିଏ ଦୁଃଖ । ଯାହା ଲୁହ ହୋଇ ବୋହିଗଲେ ବି ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରିପାରେନାହିଁ । ଯେଉଁ ବୟସରେ ପୁଅର ସେବା ପାଇଥାଆନ୍ତେ ବାପା-ମାଆ, ସେହି ବୟସରେ ଏମିତି ପୁଅର କରୁଛନ୍ତି ସେବା ।
୯ଟି ସାଟେଲାଇଟ୍କୁ ନେଇ PSLV-C54 ଉତ୍କ୍ଷେପଣ କରାଯାଇଛି। ଓସେନ୍ସାଟ୍ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍ ଇସ୍ରୋ ପଠାଇଛି।
ଧାମନଗରରେ ହାରିବା ପରେ ବିଜେଡି ଘାବରେଇ ହିଂସାକାଣ୍ଡ ଆରମ୍ଭ କଲାଣି
ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।
ମୂଷା ମାରି ବନ୍ଧା ହୋଇ ପାରନ୍ତି ଯୁବକ ।
‘କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ତାଙ୍କ କାର୍ ବହୁତ ସ୍ପିଡ୍ରେ ଆସୁଥିଲା। ମୋ ପୁତୁରା ହାଇୱା ଡ୍ରାଇଭର।’
ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୩ ଜଣ ବ୍ୟକ୍ତି ଖଟି କରୁଥିବା ଭିଡିଓ ଭାଇରାଲ୍ ।
ଅନ୍ଲାଇନ୍ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।
ଗଙ୍ଗା ନଦୀ ଶୀତଳା ଘାଟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି
ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
ସ୍ପଟ୍ ଆଡମିଶନରେ ସ୍ଲାଇଡିଂ ବ୍ୟବସ୍ଥା ଯୋଗୁ ପୂରଣ ହୋଇପାରୁନି କଲେଜ ଓ ୟୁନିଭର୍ସିଟିର ପିଜି ସିଟ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ।