ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ
ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।
ଯୋଗ ଗୁରୁ ବାବା ରାମଦେବଙ୍କ ମହିଳାଙ୍କ ପ୍ରତି ବୟାନକୁ ନେଇ ଏବେ ତୁମ୍ବିତୋଫାନ। ମହିଳାଙ୍କୁ ସେ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ପପୁଲାର୍ ଇ-କମର୍ସ ସାଇଟ୍ ଆମାଜନ୍(Amazon) ଏହାର ଏକ ସେବା ବନ୍ଦ କରିବାକୁ ଯାଉଛି। ଯଦ୍ୱାରା ଅନେକ ୟୁଜର୍ସ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି।
ବଲିଉଡର ଅନେକ ତାରକାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ କେତେକଙ୍କ ମଧ୍ୟରେ ମତଭେଦ ରହିଛି। ଅଭିନେତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ଆସନ୍ତୁ ବଲିଉଡର ସେହି ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ବିଷୟରେ ଜାଣିନେବା ଯେଉଁମାନଙ୍କ ମଧ୍ୟରେ ପଡେନି।
ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଏବେ ଏମିତି ଜଣେ ମଡେଲ୍ଙ୍କ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ନିଜ ପିଲାଙ୍କୁ ଧରି, ଅତି ସାଧାରଣ ପୋଷାକ ପିନ୍ଧି ରାମ୍ପ୍ରେ ଚାଲୁଥିବା ଦେଖାଯାଏ।
ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ ।
ସାଉଥ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ଦେଶର ଏକ ନମ୍ବର ନିର୍ଦ୍ଦେଶକ ହୋଇଯାଇଛନ୍ତି। ସେ ଲଗାତର ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ଏନେଇ ସେ ଉତ୍ସାହିତ ଅଛନ୍ତି। ଏବେ ସେ ତାଙ୍କ ଫିଲ୍ମ RRR କୁ ଓସ୍କାର ଦେବା ନେଇ କଳ ବଳ କୌଶଳ ଲଗେଇ ଦେଇଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।
ଋତୁକାଳୀନ ଖାଦ୍ୟ ଦେହ ପାଇଁ ଅନେକ ଉପକାର ଆଣିଥାଏ। ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ସେହି ଅନୁସାରେ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଶୀତଋତୁରେ କ’ଣ ଖାଇବା ଜରୁରୀ? ନଜର ପକାନ୍ତୁ…
ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ।
ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।
୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।
ଆଜି ବାପି ଲାହିରିଙ୍କ ଜନ୍ମଦିନ। ତାଙ୍କୁ ଭଲ ପାଉଥିବା ଲୋକେ ଆଜି ତାଙ୍କର ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସୁନାକୁ ଖୁବ ଭଲ ପାଉଥିଲେ ଆଉ ସାରା ଶରୀରକୁ ସୁନାରେ ଛାଉଣୀ କରୁଥିଲେ। ଏହା ପଛରେ କି କାରଣ ଥିଲା ଆସନ୍ତୁ ଜାଣିନେବା।
ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍ ବଢ଼ି ଯାଇଥିଲା।
ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।
ଏହି ମେଡିକାଲରେ ରୋଗୀଙ୍କୁ କେବଳ ଭଗବାନ ଭରସା ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।
ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?
ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।
କିଏ ବାପାଲୋ.. କହି କହି ଭୂଇଁରେ ଲୋଟୁଛି ତ ଆଉ କିଏ ଭାଇଲୋ କହିକି ମୁଣ୍ଡ ପିଟୁଦେଉଛି ।
ପୁଅକୁ ହରାଇ ରାସ୍ତା ଉପରେ ମାଆ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି । ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ବି କଷ୍ଟକର ।