ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୬୯୦ ଟଙ୍କା ରହିଛି ।
ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଦେବାକୁ ମନା କରିଦେଲେ ଏଲନ୍, ଟ୍ରାଭେଲ୍ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ।
ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ମର୍ଡର କେସ୍ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି।
ହନିଟ୍ରାପ୍ର ଗୁପ୍ତ ସୁଡ଼ଙ୍ଗରେ ଆଉ ଜଣେ ବ୍ୟବସାୟୀ ।
ବଲିଉଡ୍କୁ ଅନେକ ରୋମାଞ୍ଚକର କାହାଣୀ ଦେଇଥିବା ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ଙ୍କ ଜୀବନ ମଧ୍ୟ କୌଣସି ଫିଲ୍ମ ଠାରୁ କମ ନୁହେଁ। ତାଙ୍କ ଜୀବନକୁ ଆସିଛନ୍ତି ଦୁଇଟି ନାୟିକା ଆଉ ସେ ଆପଣେଇ ନେଇଛନ୍ତି ଉଭୟଙ୍କୁ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ନଜର ପକେଇନେବା ତାଙ୍କ ପ୍ରେମ କାହାଣୀର ଝଲକ ଉପରେ।
ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି।
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ସତ୍ସଙ୍ଗ କାର୍ଯ୍ୟକ୍ରମରେ ରାମ ନାମ କୃଷ୍ଣ ନାମ ଜପୁଥିବା ବେଳେ ଜଣେ ପୂଜକଙ୍କ ଜୀବନ ଚାଲି ଯାଇଛି।
କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ହୋଇ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆପଣଙ୍କ ଘର ବା ଭୂଖଣ୍ଡ ଉତ୍ତର-ପୂର୍ବ ମୁହାଁ କି? ଏହାକୁ ନେଇ ଦୈନିକ ଜୀବନରେ କିଛି ନକରାତ୍ମକ ପ୍ରଭାବ ପଡୁଛି କି? ତେବେ ଆସନ୍ତୁ ଜାଣିବା ଏହାର ପ୍ରତିକାର।
ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି।
ସରିନଙ୍କ କହିବା କଥା ଆମେରିକାର ନାଗରିକ ହେଲେ ବି ଭାରତ ମୋ ଜନ୍ମମାଟି।
ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି ।
ବିଜେଡିର ଗୁଣ୍ଡାମାନେ ଆକ୍ରମଣ ଉଦ୍ୟମ କରିଛନ୍ତି କହିଲେ ପ୍ରଦୀପ । ହତ୍ୟା ଧମକ ଅଭିଯୋଗରେ ଜୟନାରାୟଣଙ୍କୁ ସୁଶାନ୍ତ ସିଂଙ୍କ ଟାର୍ଗେଟ୍ ।
ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ ।
କଳାଧନ ଅର୍ଜନର କଳଙ୍କିତ ଅଧ୍ୟାୟର ଫିଟାଉଛି ଗୁମର । ଅର୍ଚ୍ଚନା ସିଣ୍ଡିକେଟ୍ର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ଜେରା ।
ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।
ପୋଲିସ ତାର ରୁମ୍ରେ ରେଡ୍ କରିବା ପରେ ତାର ଲାପ୍ଟପ୍ ମଧ୍ୟ ଜବତ କରିଛି । ଯେଉଁଥିରେ ସେ ଅନେକ ଅଶ୍ଲିଳ ଭିଡିଓ ରଖିଥିଲା ।
ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୫୨୧ଟି ଖାଲି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ସବୁକିଛି ଠିକ୍ ଥିବା ପରେ ବି ହଠାତ୍ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି ।
ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍ ବି ଚାଲିଛି ।
ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ଧରି ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି ।