ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।
ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ।
ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
ଠିକ୍ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।
ନିକଟରେ 'ପ୍ୟାରିସ୍ ଫ୍ୟାଶନ ୱିକ୍' ୨୦୨୩ ରେ ସେମିତି କିଛି ଦେଖିବାକୁ ମିଳିଥିଲା। ଏଥିରେ, ମଡେଲ ଡୋଜା କ୍ୟାଟ୍ଙ୍କ ଲାଲ୍ ଅବତାର ଲୋକଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେମାନଙ୍କ ଆଖି ଲାଖିଯାଇଥିଲା। ଡୋଜା ୩୦ ହଜାର ସ୍ୱାରୋଭସ୍କି ସ୍ଫଟିକ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ।
ବୀରତ୍ୱ ଓ ଶୌର୍ଯ୍ୟର ପ୍ରଦର୍ଶନ କରିବ ସେନା । ଆଉ ଗୋଟିଏ ଦିନ ପରେ ୭୪ତମ ସାଧାରଣତନ୍ତ୍ର ଦିବସ ।
କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍ ରିସେପ୍ସନ୍ ଦେବାର ଯୋଜନା କରୁଛନ୍ତି। କିନ୍ତୁ ଆଥିୟା ଏବଂ ରାହୁଲ କେବଳ ରିସେପ୍ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି। ହେଲେ କାହିଁକି…
ବାପାମାଆଙ୍କ ଆଖି କୋଣରୁ ଧାର ଧାର ହୋଇ ବହି ଆସୁଛି ଲୁହ । ହେଲେ ଏ ଲୁହ ଦୁଃଖର ନୁହଁ ଖୁସିର . .
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି।
ଜାନୁଆରୀ ଶେଷ ସପ୍ତାହରେ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଏହା ଖାଲି ଆଖିରେ ଦେଖାଯିବ।
ଏମିତି ରାଗ । ଟିକିଏ କଥା କଟାକଟିରେ ସ୍ତ୍ରୀର ଜୀବନ ନେଇଗଲା ସ୍ତ୍ରୀ ।
ଆଣ୍ଡ୍ରୋଏଡ୍ IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍
ଦିଲ୍ଲୀ-ହାଇଦ୍ରାବାଦ ସ୍ପାଇସ୍ ଜେଟ୍ ବିମାନରେ ଏଭଳି ଘଟଣା ଘଟିଛି ।
ଖଣି ଦୁର୍ନୀତି ମାନିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖଣି ଦୁର୍ନୀତିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେସମିଟ୍ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୦୦୦ ଟଙ୍କା ରହିଛି ।
ହିନ୍ଦୁ ମହାସଭାର ନେତାଙ୍କ ଘୋଷଣା । ରାମ ଚରିତ ମାନସକୁ ନେଇ ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିବାଦୀୟ ବୟାନ୍ ଦେଇଥିଲେ ।
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରଥମେ ଏକ ବାଇକକୁ ଧକ୍କା ଦେବାରୁ ଦୁଇ ଜଣ ଯାତ୍ରୀ ଛିଟିକି ଯାଇ ଗୁରୁତର ହୋଇଥିଲେ।
ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ମିଳିଛି। ସେହି କଲେଜ୍ରେ ବାପା ପିଅନ ଭାବେ କାମ କରନ୍ତି।
ଆମେ ବ୍ୟବହାର କରୁଥିବା ଅନେକ ଜିନିଷରୁ କେତେକ ଅଦରକାରୀ ପଦାର୍ଥ ମଧ୍ୟ ବାହାରେ। ଏହା ବେଳେ ବେଳେ ପରିବେଶ ପାଇଁ ଘାତକ ହୋଇଥାଏ। କିନ୍ତୁ ଏହି ଅଦରକାରୀ ପଦାର୍ଥ ମଧ୍ୟ ପରିବେଶକୁ ସୁରକ୍ଷା ଦେଇପାରେ। ଆସନ୍ତୁ ଜାଣିବା…