• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Fire Crackers Factory Blast
ଲୁଚାଛପାରେ ବାଣ ଭିଡ଼ାବେଳେ ଭୟଙ୍କର ବିସ୍ଫୋରଣ ! ବାପ-ପୁଅଙ୍କ ସହ ୪ ଜୀବନ ଗଲା

ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।

Crackers Blast
କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ

​​​​​​​ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।

Matric Exam
​​​​​​​ମାଟ୍ରିକ ପରୀକ୍ଷାକୁ ୩ ଦିନ, କପି ରୋକିବାକୁ ଜୋରଦାର କସରତ

ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।

Odisha Politics
ଓଡ଼ିଶାରେ ଆକ୍ରୋଶ ରାଜନୀତି ! ସରକାରଙ୍କୁ ପ୍ରଶ୍ନ କଲେ ମିଳୁଛି ଜେଲ...

ଦୁଇ ଏବିଭିପି ଛାତ୍ରନେତା ଓ ସାଲୁଜାଙ୍କ ପୁଅ ବି ଗିରଫ ହୋଇ ଜେଲରେ । ରାଜ୍ୟ ସରକାରଙ୍କ ବିରୋଧୀ ଦମନ ଅଭିଯାନକୁ ନେଇ ପ୍ରଶ୍ନ ।

Odisha Politics
'ବିଜୁ ଓଡ଼ିଶା' ବନାମ୍ 'ନବୀନ ଓଡ଼ିଶା' ! ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ଏହି ଚିନ୍ତାଧାରା କି?

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନବାଣକୁ ନେଇ ଚର୍ଚ୍ଚା । କ୍ଷମତାର ମହୁ ଖାଇବା ଯୋଗ୍ୟତା ତୁମର ଅଛି କି କହିଲେ ସୌମ୍ୟ ।

Odisha Adarsha Vidyalaya Recruitment 2023: Over 1000 vacancies for principal, teacher posts out
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ

ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।

BJD MLA Pramod Mallick
ସଭାସ୍ଥଳରେ କ’ଣ ପଚାରିଲେ ଯୁବତୀ ? ଚିହିଙ୍କି ଉଠିଲେ ବିଧାୟକ 

ସର୍ବସମ୍ମୁଖରେ ଅସମ୍ମାନ କରିଥିବା ଅଭିଯୋଗ

Khushboo sundar reveals when she was 8 years sexually abused by her father
୮ ବର୍ଷରେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ଖୁସ୍‌ବୁ ସୁନ୍ଦର

ଅଭିନେତ୍ରୀ / ରାଜନେତା ଖୁସ୍‌ବୁ ସୁନ୍ଦରଙ୍କ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା। ମାତ୍ର ୮ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶିକାର। ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ।

Dharmendra Pradhan
‘ଏ ଗର୍ବ ଅହଙ୍କାର ତିଷ୍ଠିବନି, ରାବଣ-ଦୁର୍ଯ୍ୟୋଧନଙ୍କ ଅହଙ୍କାର ରହିନି...’

‘ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି’

Gopal Das
ନବ ଦାସ ହତ୍ୟା ମାମଲା ନେଇ ଆସିଲା ବଡ଼ ଖବର ! ଗୋପାଳ ଦାସ ପାଗଳ ନୁହେଁ...

ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ।

Samir Dash
ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଗଠନ

ପରୀକ୍ଷା କେନ୍ଦ୍ର ଗୁଡିକୁ ଅଚାନକ ଗସ୍ତ କରିବେ ସ୍ପେଶାଲ ସ୍କ୍ୱାଡ୍‌

Rain
ତାତିରୁ ମିଳିବ ତ୍ରାହି : ହୋଲିରେ ହାଲୁକା ବର୍ଷା

ଆଜିଠୁ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ

Ajay Devgan Tabu action packed bholaa trailer out
ଆସିଲା ‘ଭୋଲା’ର ଟ୍ରେଲର୍‌; ଜାଣନ୍ତୁ କେବେ ହେବ ରିଲିଜ୍

ରିଲିଜ୍ ହୋଇଛି ଅଜୟଙ୍କ ଆକ୍ସନ୍ ପ୍ୟାକ୍ 'ଭୋଲା'ର ଟ୍ରେଲର। ପୁରା ଟ୍ରେଲରରେ ଶିବ ଭକ୍ତ ଅଜୟଙ୍କ ଷ୍ଟାଇଲ୍ ଦେଖିବାକୁ ମିଳେ। ଏଥିସହ ଧୂଆଁଧାର୍ ଆକ୍ସନ୍ ଏବଂ ଦମଦାର ଡାଏଲଗ୍ ରହିଛି।

special story
ପଚାରିଲାନି କୁଳାଙ୍ଗାର ପୁଅ : ସରକାରଙ୍କ ନାମରେ ୧.୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧ

ହାଡ଼ଭଙ୍ଗା ପରିଶ୍ରମ କରି ପୁଅକୁ ପାଠ ପଢ଼ାଇଥିଲେ । ପାଠ ପଢ଼ି ପୁଅ ଚାକିରି କଲା । ହେଲେ ଶେଷ ସମୟରେ ସାହା ହେବ କ’ଣ ଏକା କରି ଚାଲିଗଲା . .

Amitabh Bachchan was declared ‘clinically dead’ after injured on the sets of Coolie
‘କୁଲି’ ସେଟ୍‌ରେ ପରିସ୍ଥିତି ଏମିତି ହେଲା ଯେ ଅମିତାଭଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରାଗଲା

ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ କରୁଥିବା ବେଳେ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ଏହା ଅମିତାଭଙ୍କ ପାଇଁ ନୂଆ ନୁହେଁ। ଫିଲ୍ମ 'କୁଲି'ର ସୁଟିଂ ବେଳେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ଡାକ୍ତର ତାଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରିଥିଲେ।

40 Bank Customers Lose Lakhs In 3 Days
୪୦ ବ୍ୟାଙ୍କ ଗ୍ରାହକଙ୍କୁ ଠକିଦେଲା ଗୋଟିଏ ଲିଙ୍କ୍ ; ଲୁଟିନେଲା ଲକ୍ଷ ଲକ୍ଷ ଟଙ୍କା

୪୦ ଜଣ ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । KYC ଏବଂ PAN ବିବରଣୀ ଅପଡେଟ୍‌ କରିବାକୁ କହି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ମୁତାବକ ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା ।

Amitabh Bachchan
ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଅମିତାଭ

ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି । ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି । ଠିକ୍‌ ହେବାକୁ ସପ୍ତାହେ ଲାଗିବ ବୋଲି ସେ ତାଙ୍କ ବ୍ଲଗରେ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ପ୍ରଶଂସକମାନଙ୍କୁ ଘର ଆଗରେ ଗହଳି ନକରିବାକୁ କହିଛନ୍ତି ଅମିତାଭ ।

Bride Lands In ICU
ମେକ୍‌ଅପ୍ ପାଇଁ ବାହାଘର ଭାଙ୍ଗିଲା : କନ୍ୟାର ମୁହଁ ଦେଖି ବେଦିରୁ ଉଠିଗଲା ବର

ମୁହଁ ଫୁଲେଇଦେଲା ନୂଆ ପ୍ରକାର ମେକ୍‌ଅପ୍‌ . . . ବିବାହ କରିବାକୁ ମନା କରିଦେଲା ବର ....

crime
ସାନ ଭାଇକୁ ଅପହରଣ କଲା ବଡ଼ ଭାଇ : ମାଗିଥିବା ୬ ଲକ୍ଷ ନମିଳିବାରୁ ଜୀବନ ନେଇଗଲା

ଭାଇକୁ ମାରିଲା ଭାଇ । ସମ୍ପର୍କ ନୁହେଁ ଭାଇ ପାଇଁ ବଡ଼ ହୋଇଗଲା ଟଙ୍କା ।

Amit saha
ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଶାହା ଆସନ୍ତା ୨୬ ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ । ତୃଣମୂଳସ୍ତରର ନେତୃତ୍ୱଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

firecracker explosion
ହୃଦୟବିଦାରକ : ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର, ହସ୍ପିଟାଲ ସ୍ଥାନାନ୍ତର

MONEY
ଅନଲାଇନ୍ ମନିଗେମ୍ ଖେଳି ଜୀବନ ହାରିଲେ ଶିକ୍ଷୟିତ୍ରୀ !

ଅନଲାଇନ୍ ମନି ଗେମ୍ ପାଇଁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସ୍ୱାମୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି ।

poison injection
ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ ମାରିଲା କିଏ ? ତନାଘନା କରୁଛି ପୋଲିସ

ତାଙ୍କ ହତ୍ୟାସ୍ଥଳରୁ ଏକ ହାତଲେଖା ଚିଠି ସହ ଇଞ୍ଜେକ୍ସନ୍ ଓ ସିରିଞ୍ଜ୍ ଜବତ ହୋଇଥିଲା । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ବର୍ତ୍ତମାନ ପୋଲିସ ତଦନ୍ତ ଭାରି ରଖିଛି ।

Amitabh Bachchan
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆହତ

ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ଫଳରେ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।