• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tragic incident
ମୋବାଇଲ୍‌ ଭାଙ୍ଗୁଛି ସମ୍ପର୍କ : ସ୍ମାର୍ଟଫୋନ୍‌ ପାଇଁ ସ୍ୱାମୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ସ୍ତ୍ରୀ

ମୋବାଇଲ୍ ଥିଲେ ମୋର ସ୍ୱାମୀ ଦରକାର ନାହିଁ . . ଝଗଡ଼ା ହେବାରୁ ରୋକଠୋକ୍‌ ଶୁଣାଇଦେଲେ ସ୍ତ୍ରୀ . . .ଏକଥା ଶୁଣି . . .

Gold Price Today
Gold Price Today 4th March 2023: ସାମାନ୍ୟ ବଢିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୫୫୦ ଟଙ୍କା ହୋଇଛି।

murder
‘ପରିବାର ଲୋକ ମୋତେ ମାରିଦେବେ’ : ସତକୁ ସତ ଥାନାରେ ଗୁହାରୀ କରିବାର ଦୁଇ ଦିନ ପରେ. . . .

ପ୍ରେମ ପାଇଁ ପରିବାର ଲୋକ ହିଁ ଯୁବତୀଙ୍କ ଜୀବନ ନେଇଗଲେ ।

No sale of gold jewellery without HUID from April 1
ଗ୍ରାହକଙ୍କ ସ୍ୱାର୍ଥ ପାଇଁ ସ୍ୱତନ୍ତ୍ର ନିଷ୍ପତ୍ତି; ବଜାରରେ ମିଳିବନି ବିନା ହଲମାର୍କ ସୁନା

କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେଉଁ ଗହଣାରେ ୬ଅଙ୍କ ବିଶିଷ୍ଟ ଏଚୟୁଆଇଡି ନମ୍ବର ନଥିବ ସେହି ଗହଣା ବଜାରରେ ବିକ୍ରି କରାଯାଇପାରିବ ନାହିଁ । ନିକଟରେ ଅନୁଷ୍ଠିତ ଏକ ବୈଠକରେ ହଲମାର୍କ ନିୟମକୁ କଡ଼ାକଡ଼ି କରିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ଏହା କହିଥିଲେ ।

Siddhant Mohapatra in OTV Foresight 2023
OTV Foresight 2023: ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ନ ହେବା ପଛରେ ଆମେ ଦାୟୀ; ସିଦ୍ଧାନ୍ତ ମହାପାତ୍ର

କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।

Annu Mallik
OTV Foresight 2023: ଜଗନ୍ନାଥଙ୍କ ଦର୍ଶନ ପରେ ମୋର ନୂଆ ଜୀବନ ଆରମ୍ଭ ହୋଇଥିଲା

ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ । ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ ।

I Love Odia Dalma Says Bollywood Music Director Anu Malik
‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

Shah Rukh Khan film pathaan dethrones baahubali hindi version
ବକ୍ସ ଅଫିସରେ ‘ପଠାନ’ର ରାଜତ୍ୱ; ‘ବାହୁବଲୀ ୨’କୁ ପକେଇଲା ତଳେ

‘ପଠାନ’ର ୩୮ତମ ଦିନର ଆୟ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ଫିଲ୍ମ ଏସ୍ ଏସ୍ ରାଜାମୌଲିଙ୍କ ‘ବାହୁବଲୀ ୨’କୁ ଅତିକ୍ରମ କରିଛି। ‘ପଠାନ୍’ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

Annu Mallik
OTV Foresight 2023: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।

Odisha Women Commission grappling with huge pendency
ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି... ତଥାପି ୫ ହଜାର କେସ୍‌ ପେଣ୍ଡିଂ

ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍‌ ପେଣ୍ଡିଂ ଅଛି।

Chetana Sinha
ଗାଁରେ ମହିଳାଙ୍କ ପାଇଁ ବ୍ୟାଙ୍କ ଖୋଲି ସାରା ଦେଶରେ ଚର୍ଚ୍ଚିତ ଚେତନା ସିହ୍ନା, ଜାଣନ୍ତୁ ପୁରା କାହାଣୀ...

ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ ।

Bulldozer Action On Mafia Atiq Ahmed Close Aide New House
ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ୩ କୋଟିର ଘର...ମାର୍ଚ୍ଚ ୧୨ରେ ଥିଲା ଗୃହ ପ୍ରବେଶ

ମାଫିଆ ଅତିକ୍‌ ଅହମ୍ମଦର ପାଖ ଲୋକଙ୍କ ଘର ଭଙ୍ଗା ଯାଉଥିବା ବେଳେ ଶୁକ୍ରବାର ଦିନ ଅତିକ୍‌ର ପାଖ ଲୋକ କୁହାଯାଉଥିବା ମାଶୁକ୍‌ ଉଦ୍ଦୀନର ଆଲିଶାନ୍‌ ଘରକୁ ମାଟିରେ ମିଶାଇ ଦିଆଯାଇଛି।

Jagi Mangat Panda
OTV Foresight 2023: ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କଲେ MD ଜଗି ମଙ୍ଗତ ପଣ୍ଡା

ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।

OTV Foresight International Standard Road Infrastructure By 2024 End Odisha Says Nitin Gadkari
‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

Death anniversary of Shane Warne know 10 unknown facts
ଶେନ୍ ୱାର୍ନଙ୍କ ମୃତ୍ୟୁକୁ ବର୍ଷେ; ଆସନ୍ତୁ ଜାଣିବା ୧୦ଟି ରୋଚକ କଥା

୨୦୨୨ ଆଜିର ଦିନରେ ଶେନ୍ ୱାର୍ନ ଏ ଦୁନିଆକୁ ବିଦାୟ ଦେଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର କ୍ରିକେଟ୍ ଜଗତ ଦୋହଲି ଯାଇଥିଲା। ଆଜି ବିଶ୍ୱ ତାଙ୍କର ପ୍ରଥମ ପୁଣ୍ୟତିଥି ପାଳନ କରୁଛି। ତେବେ ଆସନ୍ତୁ ଏହି ଅବସରରେ ତାଙ୍କ ସହ ଜଡିତ କିଛି ରୋଚକ ତଥ୍ୟ ଉପରେ ନଜର ପକେଇ ନେବା।

Can Yashpreet Bumrah play in 2023 World Cup
୨୦୨୩ ବିଶ୍ୱକପ୍‌ରେ ଖେଳିପାରିବେ ତ ଯଶପ୍ରୀତ ବୁମ୍‌ରା

ଟିମ୍ ଇଣ୍ଡିଆର ‘ବ୍ରହ୍ମାସ୍ତ୍ର’, ପେସର୍ ଯଶପ୍ରୀତ ବୁମ୍‌ରା ଅନେକ ଦିନ ହେଲା ପିଠି ଯନ୍ତ୍ରଣାଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ସର୍ଜରୀ କରାଯିବା ସ୍ଥଳେ ସେ ପାଞ୍ଚ-ଛଅ ମାସ କ୍ରିକେଟ୍‌ରୁ ଦୂରରେ ରହିବେ। ଆଇପିଏଲ୍ ୨୦୨୩ରୁ ସେ ବାଦ୍ ପଡ଼ିସାରିଲେଣି। ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଖେଳିପାରିବେ ତ ବୁମ୍‌ରା?

7 Killed As Truck Rams Into Bus In Haryana
ଡ୍ରାଇଭରଙ୍କ ଆଖି ଲାଗିଗଲା, ସିଧା ଯାଇ ବସ୍‌ ପଛରେ ପିଟି ହେଲା ଟ୍ରକ୍‌...

ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

Haryana girl reaches Odisha reportedly to marry her girlfriend
ନାବାଳିକାଙ୍କ ପ୍ରେମରେ ପାଗଳ ଯୁବତୀ, ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ଓଡ଼ିଶା...

ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍‌ ଜିମା ଦେଇଛନ୍ତି। 

Today Panchang
Today Panchang 4th March 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ରାଶିର ଘାତ ବାର

ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୧.୪୩ ଗତେ ୧ ପାଦ ।

Jagi Mangat Panda
ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଉତ୍କଳ ରତ୍ନ ସମ୍ମାନ

ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।

MLA Bijaya Shankar's estranged girlfriend Somalika tweets to CM Naveen demanding justice
ବଢ଼ୁଛି ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ, ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଲେ ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

Schoolboy releases crow stuck in net
Viral Video: କୁନି ପୁଅର ମହାନତା; କାଉକୁ ବଞ୍ଚେଇ ଦେଲା

ଭାଇରାଲ୍ ହେଉଛି କୁନି ପୁଅର ଭିଡିଓ। ଜଣେ ସ୍କୁଲ୍ ପିଲାର ମହାନତା ଦେଖିବାକୁ ମିଳିଛି। ଏହି ଛୋଟ ପିଲାଟି ଏକ ପକ୍ଷୀର ଜୀବନ ରକ୍ଷା କରିଛି। ତା’ର ଏହି ଗୁଣ ପାଇଁ ତାକୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।

OTV Foresight
ଆଜି ଓଟିଭି ଫୋରସାଇଟ୍ ୨୦୨୩, ସକାଳ ୧୦.୩୦ରୁ ଓଟିଭିରେ ସିଧା ପ୍ରସାରଣ

ଓଟିଭି ଫୋରସାଇଟର ଏହି ତ୍ରୟୋଦଶ ସଂସ୍କରଣରେ ଏଥର ସାମିଲ୍ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଶିଷ୍ଟ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଯୋଷୀ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ।

Sad Story
କି ଦୁଃଖ ! ଚଉଠି ଦିନ ଚାଲିଗଲା ବରର ଜୀବନ, ଗଢ଼ିବା ଆଗରୁ ଭାଙ୍ଗିଗଲା ସଂସାର

ଘର ପାଖ ଗଡ଼ିଆରେ ଛକି ବସିଥିଲା ଯମ । ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ି ବରର ମୃତ୍ୟୁ ।

Similipal
ଶିମିଳିପାଳରେ ରାସ୍ତା ନାଁରେ କାଟି ଦେଲେ ଶତାଧିକ ମୂଲ୍ୟବାନ ଗଛ

କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।