• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Angry jumbo
ସହର ଭିତରେ ପଶିଗଲା ହାତୀ...ଦେଖନ୍ତୁ ଛାତିଥରା ଭିଡିଓ

ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଏ ଦୃଶ୍ୟ ଦେଖି ଲୋକେ ଜୀବନବିକଳରେ ଚାଲିଯାଉଛନ୍ତି।

Naba Das’ daughter Dipali loses Rs 1.5 Lakh to cyber fraud; Case filed
ନବ ଦାସଙ୍କ ଝିଅଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଗାଏବ !

ସାଇବର ଠକଙ୍କ ଜାଲରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ଅଭିଯୋଗ ହୋଇଛି।

Missing matric examinee rescued
ଉଦ୍ଧାର ହେଲେ ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ

ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

Girlfriend stabbed to death by boyfriend during holi
ପ୍ରେମିକା ରକ୍ତରେ ହୋଲି ! ହତ୍ୟା ପରେ ନିଜକୁ ଶେଷ କରିଦେବାକୁ ଚାହୁଁଥିଲା ପ୍ରେମିକ...

ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି। ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା।

Sorry girls, my wife is very strict
ଅଟୋ ପଛରେ ଡ୍ରାଇଭର ଲେଖିଲେ...ମୋ ସ୍ତ୍ରୀ ବହୁତ ରାଗି, କ୍ଷମା କରନ୍ତୁ...

ଅଟୋ ପଛରେ ପୋଷ୍ଟର ଲଗାଇବା ଏକ ସାଧାରଣ କଥା । ହେଲେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଯଦି ସେହି ଫଟୋ ଦେଖିବେ ଚେବେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ । ମନରେ ପ୍ରଶ୍ନ ଆସିବ ସିଏ ଏମିତି କାହିଁକି ଲଗାଇଲେ? ବ୍ୟକ୍ତି ଜଣକ ଏଇ ପୋଷ୍ଟର କାହିଁକି ଲଗାଇଲେ ତାହା ତ ଜଣାପଡିନି । କିନ୍ତୁ ଫଟୋଟି ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

India's 1st H3N2 Influenza Deaths
ଭାରତରେ ବି ଜୀବନ ନେଲା H3N2 ଭାଇରସ୍‌: ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ...

ଭାରତରେ H3N2 ଭାଇରସ୍‌ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଏଥିରେ ଆକ୍ରାନ୍ତ ହୋଇ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

student
ପରୀକ୍ଷା ହଲ୍‌ ଭିତରୁ ତଡ଼ିଦେଲେ ଶିକ୍ଷୟିତ୍ରୀ, ଏବେ ଛାତ୍ରଙ୍କ ପତ୍ତା ମିଳୁନି

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ପରୀକ୍ଷାର୍ଥୀ ନିଖୋଜ

Youth From Gajapati Migrate To Work Goes Missing
ସ୍ତ୍ରୀଠୁ ଅଲଗା ହେବା ପାଇଁ ବାହାନା ! ହ୍ୱାଟ୍ସଆପ୍‌ରେ ପଠାଉଛନ୍ତି ମରିବା ଫଟୋ !

ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠୁ ଆସିଲା ହତ୍ୟା ଖବର। ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ମୃତ୍ୟୁର ଫଟୋ, ଥାନାରେ ଅଭିଯୋଗ ବି ହେଲା ।

Gold Price Today
Gold Price Today 10th March 2023: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୦୭୦ ଟଙ୍କା ହୋଇଛି।

Heart Attack
ବଲିଉଡକୁ 'ହୃଦଘାତ' ଝଟକା : ଅନେକ ତାରକାଙ୍କ ଜୀବନ ନେଇଛି ହାର୍ଟ ଆଟାକ୍

ସତୀଶଙ୍କ ପୂର୍ବରୁ ବି ଆଖି ବୁଜିଛନ୍ତି ବହୁ ସେଲିବ୍ରିଟି

Rainfall Alert In 5 Districts Of Odisha
୨୪ ଘଣ୍ଟାରେ ୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

Puri market complex fire
ସବୁ ପୋଡ଼ି ଛାରଖାର : ୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ

ସୂଚନା ଦେଲେ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ମାଝୀ

girl attacks chain snatcher
VIRAL VIDEO : ୧୦ ବର୍ଷୀୟା ଝିଅର ନିର୍ଘାତ ମାଡ଼ରେ ଲହୁଲୁହାଣ ହୋଇ ପଳାଇଲା ଚେନ୍‌ ଲୁଟେରା

ଚେନ୍‌ ଲୁଟେରା ଉପରେ ଝାମ୍ପି ପଡ଼ିଲା କୁନି ଝିଅ । ଉତ୍ତମ ମଧ୍ୟମ ଖାଇବା ପରେ ଦୁର୍ବୃତ୍ତ ଫେରାର୍ ।

Elderly devotee
ରାତି ଅଧରେ ସ୍ୱପ୍ନାଦେଶ...ବାଲେଶ୍ୱରରୁ ଚାଲିଚାଲି ଶ୍ରୀକ୍ଷେତ୍ର ଗଲେ ଭକ୍ତ

କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?

electrical shop
ପରିଣତ ବୟସରେ ଥକି ନାହାନ୍ତି...୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି..

ବାହାଘରର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ସିନା ଚାଲିଗଲେ ହେଲେ ସେ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଦୋକାନ ଚଲେଇବାକୁ ଲାଗିଲେ । ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ବାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିପାରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏ ବ୍ୟବସାୟ ପାଇଁ ଇନ୍ଦୁମତି କେବେ ବି କାହାର ସାହାଯ୍ୟ କି ସହଯୋଗ ନେଇ ନାହାନ୍ତି। ଆଜି ବି ଏକା ଏକା ଦୋକାନ ସମ୍ଭାଳିବା ସହ ନିଜର ଯାବତୀୟ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଇନ୍ଦୁମତି ।

Satish Kaushik
ଅଜବ ନାଁ, ଅନେକ ଚରିତ୍ର, ନିଖୁଣ ଅଭିନୟ

୮୦ ଦଶକର ଫିଲ୍ମ ଜାନେ ଭି ଦୋ ୟାରା ଜରିଆରେ ଆରମ୍ଭ କରିଥିଲେ ଅଭିନୟ କ୍ୟାରିଅର

Today Panchang
Today Panchang 10th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Church Shooting
୧୦ ମିନିଟ୍‌ ପର୍ଯ୍ୟନ୍ତ ଆଖିବୁଜା ଗୁଳିମାଡ଼ : ୬ ମୃତ, ୧୦ଗୁରୁତର

ଏହି ଘଟଣା ପରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Rebati
ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି : ଗାଈ ଚରେଇ ଚଳୁଛନ୍ତି ରେବତୀ

ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା ଦେଖି ତାଙ୍କୁ କାମ ଦେବାକୁ କେହି ଜଣେ ହେଲେ ବି ଆଗ୍ରହ ଦେଖାଇନାହାନ୍ତି । ତେଣୁ ପେଟ ଚାଖଣ୍ଡେକ ଲାଗି ଏବେ ଏମିତି ଗାଈ ଚରେଇ ଯାହା କିଛି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।

Matric Exam
ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ : ଆଡମିଟ କାର୍ଡ, ପେନ୍, ପେନସିଲ ନେବାକୁ ଅନୁମତି

ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Farmer
କାଳିଆ କଲ, ବଳିଆ କଲ...ପାଣି ଦେବା ବେଳକୁ ନାକ କିଆଁ ଟେକିଲ?

କେନାଲ ଭାଙ୍ଗିଯିବା ପରେ ଜଳସେଚନ ପ୍ରକଳ୍ପ ପୂରା ଠପ୍‌ ହୋଇ ପଡ଼ିଛି । ପାଣି ନମିଳିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଷୀଙ୍କ ପାଇଁ ଆମ ସରକାର ବୋଲାଉଥିବା ବିଜେଡି ସରକାରରେ କିନ୍ତୁ ଚାଷୀଙ୍କ ଦୁଃଖ କେହି ଶୁଣୁନାହାନ୍ତି । ପାଣି ଲାଗି ପ୍ରଶାସନ ପାଖରେ ବାରମ୍ବାର ଗୁହାରି ପରେ କୌଣସି ଲାଭ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

commercial airplanes
ଏତେ ଉଚ୍ଚରେ କାହିଁକି ଉଡେ ବିମାନ ? କ’ଣ ଏହାର କାରଣ ?

ଏତେ ଉପରେ କାହିଁକି ଉଡେ ଉଡାଜାହାଜ? କ’ଣ ରହିଛି କାରଣ? ଏତେ ଉପରେ ଉଡୁଥିବାରୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସେ । କେହି କେହି କୁହନ୍ତି, ମାଇଲେଜ୍‌ ବି ଅଧିକ ରୁହେ । କିନ୍ତୁ ପ୍ରକୃତ କାରଣ ହେଉଛି, ଅଧିକ ଉଚ୍ଚରେ ଉଡୁଥିବାରୁ ଖୁବ ଘନ ମୋଲେୟୁକୁଲ୍‌ସ ମଧ୍ୟରେ ଉଡାଣ ଭରିବାକୁ ସହଜ ହୁଏ । କାରଣ ଅତି ଉଚ୍ଚରେ ପବନ ପତଳା ଥାଏ ଏବଂ ଏୟାର ମୋଲେୟୁକୁଲ୍‌ସ ନଥାଏ । ତେଣୁ ସ୍ପିଡ୍‌ରେ ବିମାନ ଯିବା ସହିତ ବିମାନର ମାଇଲେଜ୍‌ ମଧ୍ୟ ବଢିଯାଏ ।

Nuapada Sarapancha
ସାବାସ୍‌ ସରପଂଚ : ଗାଁ ଲୋକଙ୍କ ଲାଗି ନଈରେ ଖୋଳିଲେ ୯ ଚୁଆ

ନୂଆପଡା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଆଜି ଏ ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କଲାଣି । ନଦୀରେ କୌଣସି ସ୍ଥାନରେ ପାଣିର ଧାରଟିଏ ବି ନାହିଁ । ତେଣୁ କେମିତି ଚଳିବେ ତାର କୌଣସି ବାଟ ନପାଇ ସରପଂଚଙ୍କୁ ଗୁହାରି କରିଥିଲେ । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଲେ ସରପଂଚ ସୁନିତା ମେହେର