• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Summer
କଲବଲ କରୁଛି ତାତି; ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା

ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ତତଲା ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

heart attack
ଆପଣଙ୍କର ରହିଛି କି ଗ୍ୟାସ ସମସ୍ୟା ? ହୋଇପାରେ ହୃଦଘାତ !

ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।

Panchang
Today Panchang 6th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Sora BJD
ସୋରରେ କୁହୁଳୁଛି ବିଜେଡି କଳି ! ଚାଲିଛି ଖୋଲା ଖୋଲି ଚ୍ୟାଲେଞ୍ଜ

ବିଜୁ ବାବୁଙ୍କର ଜୟନ୍ତୀ ଉପଲକ୍ଷେ ବିଜେଡିର ମଧ୍ୟ ଦୁଇଟି ସ୍ଥାନରେ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ବିଧାୟକ ପର୍ଶୁରାମ ଧଡ଼ାଙ୍କର ଗୋଷ୍ଠୀ ହୋଇଥିବା ବେଳେ ଅନ୍ୟଟି ଥିଲେ ବିଦ୍ରୋହୀ ଗୋଷ୍ଠୀ l

Not stopping the 'storm' of case in odisha
ଥମୁନି କି କମୁନି ପ୍ରସଙ୍ଗର ‘ଝଡ’; ପୂର୍ଣ୍ଣଛେଦ କେବେ...

ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ‘ଝଡ’ ଦୀର୍ଘ ଦିନ ଧରି ଚର୍ଚ୍ଚା ଓ ଚହଳ ସୃଷ୍ଟି କରୁଛି ସତ କିନ୍ତୁ ଥମିବା ପୂର୍ବରୁ ଆଉ ଏକ ପ୍ରସଙ୍ଗ ଝଡର ରୂପ ଧାରଣ କରୁଛି। ତଦନ୍ତୁ ହେଉଛି, ହେଲେ ଫଳ ଶୂନ। ଅପରାଧୀକ ଘଟଣା ଘଟିଲେ ଏହାର ନିଃସ୍ପକ୍ଷ ସତ୍ୟ ଲୋକଙ୍କ ସାମ୍ନାକୁ ଆସିବ ସେ ବିଶ୍ୱାସ ଜନମାନସ ଠାରୁ ଦୂରେଇଯାଉଥିବା ମନେହୁଏ।

soumya patnaik
ପୁଣି ବିଜେଡିକୁ ସୌମ୍ୟଙ୍କ ବାଣ; ପାରାଦୀପରୁ ସରକାରୀ ଦଳକୁ ସିଧାସଳଖ ଟାର୍ଗେଟ୍‌

ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସୌମ୍ୟ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ ।

How to choose best career option
Career Tips: କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାନ୍ତୁ

କିଛି ଲୋକ ଅଛନ୍ତି କାମ ମିଳିବା ମାତ୍ରେ କରନ୍ତି ଆଉ କିଛି ଦିନ ପରେ ଏହାକୁ ଛାଡିଦିଅନ୍ତି। ଆଉ କିଛି ଲୋକ ଅନିଚ୍ଛା ସହ କାମ କରୁଥିବାବେଳେ କିଛି ଲୋକ ପ୍ରାୟତଃ କାମ କରିବା ବେଳେ ଅନୁଭବ କରନ୍ତି ଯେ ସେମାନେ ଏହି କାମ ପାଇଁ ତିଆରି ହୋଇ ନାହାଁନ୍ତି। ତେବେ କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାଇବା ଜରୁରୀ।

Boy falls 17th floor after parents take his phone and ipad
Viral Video: ବାପା ଛଡେଇନେଲେ ଫୋନ୍, ୧୭ ମହଲାରୁ ଡେଇଁଲା ପୁଅ; ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୟଙ୍କର ଭିଡିଓ। ଯେତେବେଳେ ବାପା ଫୋନ୍ ଏବଂ ଆଇପ୍ୟାଡ୍ ଛଡ଼ାଇ ନେଇଥିଲେ, ପିଲାଟି ଏତେ ରାଗିଗଲା ଯେ ସେ ୧୭ ମହଲାରୁ ଡେଇଁବାକୁ ପ୍ରସ୍ତୁତ ହୋଇଗଲା। ତା’ପରେ କ’ଣ ଦେଲା ଦେଖନ୍ତୁ…

Imran Khan
ଗିରଫ ପୂର୍ବରୁ ପୋଲିସକୁ ଚକମା ଦେଇ ଖସିଗଲେ ଇମ୍ରାନ୍ !

ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ ।

Balasore News
ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।

DAKOTA
ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

BJD
ବିଜୁ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି କନ୍ଦଳ

ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ ।

BJP
ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି ।

BJD
ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡିରେ ଶକ୍ତି ପ୍ରଦର୍ଶନ !

ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି ।

attack
ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ରାତିରେ ପଶି ଆସି ଖଣ୍ଡାରେ ହାଣିଲା ପଡ଼ୋଶୀ

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

37 Degrees C In Odisha
ତତଲା କଡେଇରେ ସିଝିବ ଓଡ଼ିଶା !

ଆଜି ୮ଟି ସ୍ଥାନରେ ୩୮ ଡିଗ୍ରୀ ଉପରେ ରହିଛି ପାରଦ । ଉଭୟ ସମ୍ବଲପୁର ଓ ତାଳଚେରରେ ଦିନର ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ମଧ୍ୟ ୩୮ ଡିଗ୍ରୀ ଉପରେ ରହିଥିଲା ।

  VSSUT girl student’s death
‘ପାଣିରେ ବୁଡ଼ିଯାଇ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ଆସିଲା ଚିନ୍ମୟୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ . . ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଏସପି ବି.ଗଙ୍ଗାଧରଙ୍କ ସୂଚନା

slipper
ଘର ଆଗରେ ଚପଲ ରଖିଥିଲେ ବୋଲି… ଛୁରୀ ଭୁସି ମାରିଦେଲା ପଡ଼ୋଶୀ

ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍‌ ଜୋର୍‌ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ ।

 north Indian migrant workers
ଆଶଙ୍କାରେ ଉତ୍ତର ଭାରତୀୟ ଶ୍ରମିକ : ଭିଡିଓ ଭାଇରାଲ ପରେ ବଢ଼ିଲା ସତର୍କତା

ସତର୍କ ରହିବାକୁ ସୂଚନା ଜାରି କରିଛି ରାଜ୍ୟ ସରକାର

Narendra Modi
ପ୍ରଧାନମନ୍ତ୍ରୀଙ୍କୁ ୯ ବିରୋଧୀ ଦଳ ନେତାଙ୍କ ଚିଠି : ED-CBIର ଅପବ୍ୟବହାର ହେଉଥିବା ଅଭିଯୋଗ

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି।

NIC announces bumper vacancy
ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରରେ ୫୯୮ ପଦବୀ ଖାଲି; ଦରମା ୧.୭୭ ଲକ୍ଷ

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Burning Bus
ଚଳନ୍ତା ବସ୍‌ରେ ଲାଗିଲା ନିଆଁ : ଭୟରେ ଡେଇଁଲେ. . .

ଯାତ୍ରୀମାନେ ବସ୍‌ରୁ ଡେଇଁପଡି ନିଜ ନିଜର ଜୀବନ ରକ୍ଷା କରିଛନ୍ତି

Water Scarcity
ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ : କେନାଲ, ଗାଡିଆ, ପୋଖରୀ ସବୁ ଶୁଖିଲା

ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ ଭୋଗିଲେଣି ଲୋକେ । କେଉଁଠି କେନାଲରେ ଆସୁନି ପାଣି, କେଉଁଠି ଗାଡିଆ ପୋଖରୀ ଶୁଖିଲା, ତ ଆଉ କେଉଁଠି ନଳକୂଅରେ ଉଠୁନି ପାଣି । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ସମସ୍ତେ । କଟକ, ପୁରୀ ଏବଂ ସାଲେପୁରରେ ଏପରି ସମସ୍ୟା ଦେଖିବା ପାଇଁ ମିଳୁଛି ।

Imran Khan
ଗିରଫ୍‌ ହେବେ ଇମ୍ରାନ୍‌ ଖାନ୍‌ ! ଲାହୋର ଘରେ ପହଞ୍ଚିଲା ପୋଲିସ୍‌

ଇମ୍ରାନ୍‌ଙ୍କ ଘର ବାହାରେ ପୋଲିସ୍‌ ଓ ସମର୍ଥକ ଧସ୍ତାଧସ୍ତି