ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....
ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା କହି ସାଂଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ ।
ଗୋଟିଏ ସ୍ଥାନରେ ୪ଟି ପ୍ରପାତର ମଜା ଉଠାଇପାରିବେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀଙ୍କ ଦାବି ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…
ମିଳିଲାନି ସଠିକ୍ ପାରିଶ୍ରମିକ । ରାଗରେ ନିଜର ବର୍ଷ ଜାକର ଫସଲରେ ନିଆଁ ଲଗାଇ ଦେଲେ ଚାଷୀ ।
ଜଣେ ମନ୍ତ୍ରୀଙ୍କ ବିରୋଧରେ ବିଜେପିର ସାଙ୍ଘାତିକ ଅଭିଯୋଗ
ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପରେ ଆପଣ ବି ତାଜୁବ ହେବେ ।
ଦୀପିକା ପାଦୁକୋନ ପ୍ୟାରିସ୍ ଫ୍ୟାଶନ୍ ସପ୍ତାହରେ ପହଞ୍ଚିଛନ୍ତି। ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଦୀପିକା ଏକ ଫ୍ୟାଶନ୍ ଆମ୍ବାସଡର ଭାବେ ଲୁଇସ୍ ଭିଟନ୍ ଶୋ’ରେ ପହଞ୍ଚିଛନ୍ତି।
‘ହତ୍ୟା ପଛରେ କିଏ, ଉଦ୍ଦେଶ୍ୟ କଣ, ପୋଲିସ ବାହାର କରିବାକୁ ଚାହୁଁନି’
NEET ୨୦୨୩ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଫର୍ମ ପୂରଣ କରିପାରିବେ।
ଦୀର୍ଘ ଦିନ ଧରି ଅସୁସ୍ଥତା ଲାଗି ରହୁଥିବାରୁ ଏଥିପାଇଁ ଭୟ ବଢ଼ିଛି
ତାକୁ ବହୁତ ଭଲ ପାଉଥିଲି, ଭାବିଥିଲି ବଦଳିଯିବ . . ହେଲେ ବଦଳିବ କ’ଣ . .
ଆଜିକାଲି ଯିଏ ଯେତେ ଦାମୀ କୁକୁର ରଖିଲା ତାକୁ ନେଇ ସେତିକି ଚର୍ଚ୍ଚା ମଧ୍ୟ ହେଲା। ତେବେ ଏମିତି ଜଣେ ବ୍ୟକ୍ତି ଦାମୀ ଏବଂ ବିରଳ ପ୍ରଜାତିର କୁକୁର ପାଳିବାକୁ ଯାଇ କିଭଳି ହଟହଟାର ସାମ୍ନା କରିଛନ୍ତି।
ଏକ ରିପୋର୍ଟ ପ୍ରସ୍ତୁତି କାମରେ ତ୍ରିବେଣୀ ଆଚାର୍ଯ୍ୟ ଯାଇଥା'ନ୍ତି ସହରର କୁଖ୍ୟାତ କାମାଥିପୁରା ଗଳିକୁ। ସେଇଠାରେ ସେ ଦେଖିବାକୁ ପାଇଲେ ଦେହ ବ୍ୟବସାୟରେ ଲଗାଯାଇଥିବା ଅନେକ ଝିଅଙ୍କ ଦୁର୍ଦ୍ଦଶା। ସେବେଠାରୁ ସେ ମନେମନେ ପଣକଲେ, ସେଭଳି ଝିଅମାନଙ୍କୁ ସେଇ ରେଡ୍ ଲାଇଟ୍ ନାମକ ନର୍କରୁ ଉଦ୍ଧାର କରିବେ। ଆଉ ତା ପରେ…
ମଝି ଆକାଶରେ ପୁଣି ଜଣେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବିମାନ କର୍ମଚାରୀଙ୍କୁ ଆକ୍ରମଣ କଲେ . . .
ହୁକା ବାର୍ରେ କୋଲ୍ଡ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍ମେଲିଂ କରି ଆସୁଥିଲା।
‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍ମିଟ୍ରେ ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱରରେ ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ଓ ବ୍ୟବହାରକୁ ନେଇ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ ଉଠାଇଛନ୍ତି।
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି।
ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।
ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।
କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।