ପରିସ୍ଥିତି ଏଭଳି ହୋଇଛି ଯେ ଘରପାଇଁ ଅଣ୍ଡା କଣିବାକୁ ଆସିଥିବା ଅନେକ ଲୋକ ଏ ଦୋକାନରୁ ସେ ଦୋକାନ ଘୁରିବୁଲି ଅଣ୍ଡା ନପାଇ ହତାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି।
ରତନ ଟାଟା ଜଣେ ପଶୁପ୍ରେମୀ । ସେ ସର୍ବଦା ପଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଚିନ୍ତା କରନ୍ତି।
AIIMS, ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ।
‘ ଆପଣଙ୍କୁ ୮୩ ବର୍ଷ ହୋଇଗଲା...ଏବେ ତ ରହିଯାଆନ୍ତୁ...ନୂଆ ଲୋକଙ୍କୁ ସୁଯୋଗ ଦେବା ଦରକାର । ଏପରି କହିବା ସହ ଦାଦାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ପୁତୁରା ଅଜିତ୍ ପାୱାର ।
ନିଜର ବୃଦ୍ଧ ମାଆକୁ ଘରେ ପୋତିଦେଲା ପୁଅ । ମୃତ ମହିଳା ସାଧନା ଶାହାଙ୍କ ମରଶରୀରକୁ ମଙ୍ଗଳବାର ଘଟଣାସ୍ଥଳରୁ ଉଦ୍ଧାର କରିଛି ପୋଲିସ ।
କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।
ସାଉଥ୍ ସୁପରଷ୍ଟାର୍ ପୱନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନରେ ପୁଣି ଅଶାନ୍ତି। ଅଭିନେତାଙ୍କ ତୃତୀୟ ବିବାହ ମଧ୍ୟ ଭାଙ୍ଗିବାକୁ ଯାଉଛି! ପୱନ କଲ୍ୟାଣ ୨୦୧୩ ମସିହାରେ ଅନ୍ନା ଲେଝନେଭାଙ୍କୁ ବିବାହ କରିଥିଲେ।
ବୌଦ୍ଧ କଚେରୀ ଛକ ନିକଟରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି ।
ପାଗଳାମୀର ବି ସୀମା ଥାଏ.. ମଜା ମଜାରେ ମୃତ୍ୟୁକୁ ଡାକି ଆଣିବା କେତେ ଦୂର ଯୁକ୍ତିଯୁକ୍ତ ..
ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ। ଆତ୍ମରକ୍ଷା ପାଇଁ ଗୁଳି କଲେ ତୁରନ୍ତ ହୋଇପାରିବନି କାର୍ଯ୍ୟାନୁଷ୍ଠାନ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ରାନି ସ୍କ୍ରୁୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଆର୍ଏସ୍ଭିପି ବ୍ୟାନରରେ ନିର୍ମାଣ ହେଉଛି 'ତେଜସ୍'। ଏହାର ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସେ ଏୟାରଫୋର୍ସ ପାଇଲଟ୍ ଭୂମିକାରେ ନଜର ଆସିବେ।
ପର୍ଣ୍ଣ ଦେଖିବା ସହ ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ। ଦିଲ୍ଲୀରେ ଏଭଳି ଘଟଣା ଘଟିଛି।
ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକଙ୍କୁ ନୋଟିସ, ଏଏସ୍ ଆଇ ଡିଜି ଓ ଏଏସ୍ ଆଇ ଅଧୀକ୍ଷକଙ୍କୁ ନୋଟିସ
ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲମେଟ୍..
ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ଓ କ୍ୟାମେରା କଏଦ ଦୃଶ୍ୟ ଆଧାରରେ ପରିସ୍ରା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ମହାରାଷ୍ଟ୍ରରେ ଏନସିପି ରାଜନୀତିରେ ରୋଚକ ମୋଡ। ଦଳ ଦୁଇ ଫାଳ ହେବାପରେ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଲାଗିରହିଛି । ଉଭୟ ଗୋଷ୍ଠୀ ହିଁ ସେମାନେ ଅସଲ ଏନସିପି ବୋଲି ଦାବି କରିଛନ୍ତି । ଏଥିସହ ସାଙ୍ଗଠନିକ ପରିବର୍ତ୍ତନ ବି କରିଛନ୍ତି । ହେଲେ କିଏ ଅସଲ ଏନସିପି ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ....
ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ
ପୁଣି ଦେଶ ପାଇଁ ଗର୍ବ ଓ ଗୌରବ। ମାସକ ମଧ୍ୟରେ ଭାରତ ୨ଟି ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜୟୀ ହୋଇପାରିଛି। ଭାରତର ବିଜୟ ପରେ ପରେ ‘ମା ତୁଝେ ସଲାମ୍’ ଓ ‘ବନ୍ଦେ ମାତରମ୍’ ସଙ୍ଗୀତରେ ଷ୍ଟାଡିୟମ କମ୍ପି ଉଠିଥିଲା।
ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା
ମାନବିକତା ଦେଖାଇଲେ ବ୍ରହ୍ମଗିରି ବିଧାୟକ। ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ ବିଧାୟକ।
ଆଜିକାଲି ଟମାଟୋ ଦର ଆକାଶଛୁଆଁ ହୋଇଛି। ଫଳରେ ଟମାଟୋ ଖାଦ୍ୟ ପ୍ଲେଟରୁ ଦୂରେଇ ଯାଇଛି। ଏପରି ପରିସ୍ଥିତିରେ, ଟମାଟୋ ପରି ସ୍ୱାଦ ବଜାୟ ରଖିବା ପାଇଁ ଆପଣ ଆଉ କିଛି ଜିନିଷ ମଧ୍ୟ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ସେହିସବୁ ବିଷୟରେ ଜାଣିନେବା ଯାହାର ବ୍ୟବହାର କଲେ ଟମାଟୋ ନ ହେଲେ ବି ତରକାରୀ ସ୍ୱାଦ ଲାଗିବ।
ପାହାଡ଼ ଉପରୁ ପଥର ଖଣ୍ଡଟି ଏତେ ଜୋରରେ ତଳକୁ ଖସିଥିଲା ଯେ, ଗୋଟିଏ ସେକେଣ୍ଡରୁ ବି କମ୍ ସମୟ ଭିତରେ ପ୍ରଥମ ଗାଡ଼ିକୁ ଚୁର୍ମାର୍ ପରେ ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଓଲଟାଇ ଦେଇଥିଲା।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି।