• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rapid weight loss can reverse non alcoholic steatohepatitis
Health Tips: ନୂଆ ଅଧ୍ୟୟନ; ଶୀଘ୍ର ଓଜନ ହ୍ରାସ ଲିଭରଜନିତ ମାରାତ୍ମକ ରୋଗରୁ ରକ୍ଷା କରିବ

ଆସିଲା ନୂଆ ଅଧ୍ୟୟନର ନୂଆ ରିପୋର୍ଟ। ଶୀଘ୍ର ଓଜନ ହ୍ରାସ କରିବା ଲିଭରଜନିତ ମାରାତ୍ମକ ରୋଗ ପାଇଁ ବିଶେଷ ଲାଭଦାୟକ ହେବ। ଏହା ନନ୍ ଆଲ୍‌କୋହୋଲିକ୍ ଷ୍ଟିଟୋହେପାଟାଇଟିସ୍ (non alcoholic steatohepatitis) ଯାହାକୁ NASH ମଧ୍ୟ କୁହାଯାଏ, ପାଇଁ ବିଶେଷ ଲାଭଦାୟକ ହେବ।

Restaurants
ଏଣିକି ରାତିସାରା ଖୋଲାରହିବ ରେଷ୍ଟୁରାଂଟ୍‌

ଗ୍ରାହକଙ୍କ ଲାଗି ବଡ଼ ଖବର । ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଂଟ୍‌...ଯିଏ ଯେତେବେଳେ ଚାହିଁବ ସିଏ ସେତେବେଳେ ଖାଇବ

Adoption
ବାପାମା ଛେଉଣ୍ଡ ଶିଶୁକୁ ମିଳିବ ମା’ର ସ୍ନେହ, ସମ୍ବଲପୁରରୁ ଫିନଲ୍ୟାଣ୍ଡ ଯିବ 'ଖୁସି'

'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି

Negligence in CMC's 24-hour call center
କାମ ଦେଉନି CMC ର ୨୪ ଘଣ୍ଟିଆ କଲ୍ ସେଣ୍ଟର୍

ଫୋନ କଲରେ ହେବ ସମସ୍ୟାର ସମାଧାନ । ତୁରନ୍ତ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବେ ସିଏମସି ଅଧିକାରୀ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ୍ ସେଣ୍ଟର। ହେଲେ କଲ୍ କରି କରି ଲୋକେ ନିରାଶ ହେଉଛନ୍ତି ପଛେ ସିଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନି...

heavy rains
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ।

bicycle thieves in Surat
ମାତିଛନ୍ତି ହାଇଟେକ୍ ସାଇକେଲ ଲୁଟେରା : ସ୍କୁଲ, ଟ୍ୟୁସନ ପିଲାଙ୍କ ସାଇକଲ୍ ଧରି ମାରୁଛନ୍ତି ଛୁ

ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...

Vastu Tips to avoid house theft
Vastu Tips: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଅନେକ ସମୟରେ ଘରୁ ବାରମ୍ବାର ଚୋରି ହୋଇଥାଏ। ଏହା ସହ ଗୃହବାସୀମାନଙ୍କୁ ବିଭିନ୍ନ ମାଲିମକଦମାରେ ମଧ୍ୟ ଛନ୍ଦି ହୋଇ ରାଜଦଣ୍ଡ ଭୋଗିବାକୁ ପଡିଥାଏ । ଏହାକୁ କିପରି ଦୂର କରିବେ ଜାଣନ୍ତୁ।

Justice Subhasis Talapatra
ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ତାଳପତ୍ର

BJP meeting
ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା

ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ରାଜ୍ୟକୁ ନେଇ ମାନସମନ୍ଥନ । ଆଜି ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା ।

gas leak
ଗ୍ୟାସ୍‌ ଲିକ୍‌ ଯୋଗୁଁ ବଡ଼ ଦୁର୍ଘଟଣା : ଛଟପଟ୍‌ ହୋଇ ଚାଲିଗଲା ୧୬ ଜୀବନ

ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

Today Panchang
Panchang Today 6th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Basic amenities
୭୫ ବର୍ଷ ହେଲାଣି ମିଳୁନି ମୌଳିକ ସୁବିଧା

୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ ଭରସା, ଆଲୁଅ ଲାଗି ଡିବିରି ଭରସା

Sujata Need Help
ସ୍ୱାମୀ ଯିବା ପରେ ଅନ୍ଧାରରେ ସୁଜାତାଙ୍କ ଭବିଷ୍ୟତ

ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ । ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା

bus accident
ଭୟଙ୍କର ସଡ଼କ ଦୁର୍ଘଟଣା : ଘାଟିରୁ ୪୦ ଫୁଟ ତଳକୁ ଖସିଲା ବସ୍‌, ୨୭ ମୃତ

ମେକ୍ସିକୋରେ ଘାଟିରୁ ବସ୍‌ ଓଲଟି ୨୭ ମୃତ, ୧୭ ଗୁରୁତର

India announce squad for T20 series against West Indies
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ବିସିସିଆଇ ପକ୍ଷରୁ ଘୋଷିତ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

Global seed ball Campaign
ସିଡ୍‌ ବଲ୍‌ କ୍ୟାମ୍ପେନ୍‌: 'ଘଞ୍ଚ ଅରଣ୍ୟ ସୃଷ୍ଟି କରିବ ବିହନଯୁକ୍ତ ମାଟି ଗୋଳା'

ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି  ଛୋଟ ଛୋଟ ବଲ୍‌ ପ୍ରସ୍ତୁତ କରିଥିଲେ

OJEE counselling 2023
କାଲିଠୁ OJEE କାଉନସେଲିଂ; କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ ।

MKCG Medical College And Hospital
MKCG ର ବିକଳ ଚିତ୍ର; ସକାଳେ ଲାଇନ୍ ଦେଲେ ସନ୍ଧ୍ୟାରେ ମେଡିସିନ୍

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ ।

Maharashtra Politics
ପାୱାର Vs ପାୱାର..ଦାଦା ବନାମ୍ ପୁତୁରା ଭିତରେ ଜୋରଦାର ଲଢ଼େଇ

ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

Electricity Bill
ଏତେ ଉତ୍ପାଦନ ହେଉଛି, ରେଟ୍‌ କାହିଁକି ବଢୁଛି ?

ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା ।

IT raid 20 places of DN Group over tax evasion charges
DN ଗ୍ରୁପରେ ଇନକମ୍ ଟ୍ୟାକ୍ସ ରେଡ୍, କର୍ମଚାରୀଙ୍କ ଘରୁ ମିଳିଲା ୩ ଟ୍ରଙ୍କ ନଗଦ ଟଙ୍କା

ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?

General Election 2024
ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବିଜେପି କରୁଛି ବ୍ଲୁ-ପ୍ରିଣ୍ଟ

ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି।

Micro Finance
ମାଇକ୍ରୋ ଫାଇନାନ୍ସ କଂପାନୀଙ୍କ ଜୁଲମ ପାଇଁ ବଢୁଛି କି ଆତ୍ମହତ୍ୟା ?

ଚିଟ୍‌ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି ।

Protest
ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼

ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

dress code proposal for devotees
'ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌'

କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।