‘୫-ଜି’ ଯୁଗରେ ଓଡ଼ିଶାରେ ‘୫-ଟି’ର ଯେଉଁ ବିକାଶ ଘଟୁଛି ତାହା ରାଉରକେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଏକ ସାମାନ୍ୟ ଉଦାହରଣ ହୋଇପାରେ; ଯେଉଁଠି ସାମାନ୍ୟ ବୈଶାଖି ପବନରେ ପ୍ରତିମୂର୍ତ୍ତି ଟଳିପଡିବା ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛି।
କେବେ ଥମିବ ଦାଦନ ଦୁର୍ଦ୍ଦଶା ? ରୋଜଗାରର ଲୋଭ ଦେଇ କନ୍ଧମାଳର ଯୁବକଙ୍କୁ ମୁମ୍ବାଇରେ ଦୁର୍ବୃତ୍ତ କାଟିଦେଲେ ୨ ହାତ, ଗାଁକୁ ଫେରି ଥାନାରେ ପୀଡ଼ିତଙ୍କ ଏତଲା, ପୋଲିସ ଉପରେ ଦାୟିତ୍ୱ ଛାଡ଼ି ହାତ ଟେକିଦେଲା ଜିଲ୍ଲା ଶ୍ରମ ବିଭାଗ...
ଡାକଘରର ଏହି ଯୋଜନାର ନାଁ ହେଉଛି Kisan Vikas Patra Yojana । ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରିବାର ଯୋଜନା ରଖିଛନ୍ତି । ତେବେ ଏହି ଯୋଜନା ଆପଣଙ୍କ ପାଇଁ ବେଶ୍ ଲାଭଦେବ ।
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର। ଏଠାରେ ଦିଆଗଲା ଆପଣଙ୍କ ପାଇଁ କିଛି ଟିପ୍ସ।
ଜୁନ୍ ୨୭ ତାରିଖ ରାତିରେ ପୀଡ଼ିତା ଜଣକ ତାଙ୍କ ସାଙ୍ଗଙ୍କ ସହ ଶାହବାଦରେ ଥିବା ଏକ ପାର୍କକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗଙ୍କ ସହ ସେ ବସି କଥା ହେଉଥିବା ସମୟରେ ତିନିଜଣ ପୁଅ ହଠାତ୍ ତାଙ୍କ ନିକଟରେ ପହଞ୍ଚିଥିଲେ ।
ବାଜା ବାଣ ନାଚ ଗୀତରେ ଶୋଭଯାତ୍ରାରେ ବିଦାୟ...ଏକ ଭୂତକୋଠି ଭାବରେ ପଡିଥିବା ଟିପିଗୁଡ଼ା ମେଡିକାଲକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି ରାଜେଶ୍ୱର ପାତ୍ର। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଥର କାୟାକଳ୍ପ ପୁରସ୍କାର ପାଇଛି ଏହି ଡାକ୍ତରଖାନା ।
ଜଳାଶୟକୁ ପୋତି କିପରି ତିଆରି ହେଉଛି ଅଟ୍ଟାଳିକା ? ସରକାରୀ ରେକର୍ଡରେ କେମିତି ବଦଳିଗଲା କିସମ ? ରାଜନଗରର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ କିଭଳି ହେଲା ପଟ୍ଟା ?
ଭାରତମାଳା ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କାର ପଥର ଲୁଟୁଛି କମ୍ପାନୀ । ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ, ଜିଲ୍ଲା ପ୍ରଶାସନର ହାତବାରିସି ସାଜି କମ୍ପାନୀ ଜଙ୍ଗଲ ଜମିରେ ବେଆଇନ୍ ଭାବେ ବେଧଡକ୍ ଚଳାଇଛି ପଥର ବ୍ଲାଷ୍ଟିଂ।
ଜନ୍ ଆବ୍ରାହମ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଡିପ୍ଲୋମେଟ୍' ବିଷୟରେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଏହି ସମୟରେ ପ୍ରଭାବ ଙ୍କ 'ପ୍ରୋଜେକ୍ଟ କେ' ମଧ୍ୟ ରିଲିଜ୍ ହେବ। ଦେଖାଯିବ ଜବରଦସ୍ତ ଲଢେଇ।
ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର ।
ରତ୍ନଭଣ୍ଡାରରୁ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତାରା । ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ ଦେଖିବାକୁ ମିଳିଛି । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ ପାୱାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି।
ପ୍ରଭାସ ଏବେ ଏମିତି ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଯାହା ଖୁବ ଦମଦାର ହେବ ବୋଲି କୁହାଯାଉଛି। ଏହା ବିଶ୍ୱ ରେକର୍ଡ କରିବ ବୋଲି ମତ ଆସୁଛି। ପ୍ରଥମ ଦିନରେ ହିଁ ୬୦୦ କୋଟି ରୋଜଗାର କରିବ ବୋଲି ଆଗ ଧାଡିର ଜଣେ ନିର୍ଦ୍ଦେଶକ କହିଛନ୍ତି।
‘ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି’
ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍ । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍ ନେଇ ଲୋନ୍ ଶୁଝି ପାରି ନ ଥିଲେ ବୃଦ୍ଧ ଦମ୍ପତି।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।
ଏହି ପଦବୀ ପାଇଁ ଆବେଦନ କରିବାର ବୟସ ୨୦ରୁ ୨୮ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ଆବେଦନ କରିପାରିବେ । ପ୍ରାର୍ଥୀ ଅନ୍ୟୁନ ଗ୍ରାଜୁଏସନ୍ ପାସ୍ କରିଥିବା ଉଚିତ୍ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।
ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।
ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ଙ୍କ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଦର୍ଶକଙ୍କ ସାମ୍ନାକୁ ଆସିବ। କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ରୋଜଗାରରେ ରେକର୍ଡ ସୃଷ୍ଟି କରୁଛି।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍କହଲ୍-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।
ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।