୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?
ତାମିଲନାଡୁର କୋଇମ୍ବାଟୋର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ।
ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍ ରିକ୍ରିଏସନ୍ ଭଳି ଲାଗିବ ।
ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।
ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।
କେଜିଏଫ୍ ମେକର ପ୍ରଶାନ୍ତ ନିଲଙ୍କ ଏହି ସିନେମାର ଲିଙ୍କ କେଜିଏଫ୍ ସହ ଥିବା କୁହାଯାଉଛି ।
ଶାରୀରିକ ସଂପର୍କକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବନି । ସେଭଳି କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗ ଆସିଲେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ ।
ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ଦିବା ୦୧.୩୮ ଗତେ କୁମ୍ଭ; ତିଥି – ୫ମୀ ରାତ୍ରି ୧୨.୧୭ ଗତେ ୬ଷ୍ଠୀ। ଘାତ ଚନ୍ଦ୍ର– ମିଥୁନ, ମୀନ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସ ଟିଏ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।
ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।
ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।
ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ।
ସାଧରଣତଃ AC ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍ ବିଲ୍ ଅଧିକ ଆସିଥାଏ ବୋଲି ସମସ୍ତେ ଜାଣଥା’ନ୍ତି । ସେଥିପାଇଁ କିଛି ଲୋକ AC ଅଳ୍ପ ବ୍ୟବହାର କରିଥା’ନ୍ତି ।
ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ ।
ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍ ସଟ୍ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି ।
ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ଜୋରଦାର ପ୍ରୟାସ ଶଙ୍ଖ ଦଳର ଏହି ପ୍ରୟାସ ଭିତରେ ପ୍ରଥମେ ପଡିଛି ସମ୍ବଲପୁରର ପାଳି । ନିକଟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତବେଳେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ ।
ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।
ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି।
୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ, ଚାଲିଛି ଆୟକର ଖୋଳତାଡ଼ । DN GROUPର ଥାର୍ଡ ଫ୍ଲୋର ଲିଙ୍କ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ ।
ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।
ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ।
ଏହି ଡ୍ରୋନ୍କୁ ଏମିତି ପ୍ରୋଗ୍ରାମିଂ କରାଯାଇଛି ଯେ ଏମାନେ ନିଜେ ନିଜେ ଗଛ ପାଖକୁ ଯାଉଛନ୍ତି ଆଉ ସେଓ ତୋଳି ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି ।
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଶିଆଡିହି ଗ୍ରାମର ୫୦ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା । ଗାଁର ଅଧିକାଂଶ ଲୋକ ତାଙ୍କୁ ଷ୍ଟଣ୍ଟ୍ ମ୍ୟାନ ଭାବେ ଜାଣନ୍ତି । ନିଜ ସାଇକେଲରେ ବାଇକର ବିଭିନ୍ନ ଯନ୍ତ୍ରାଂଶ ଲଗାଇ ବାଇକର ରୂପ ଦେଇଛନ୍ତି । ପ୍ରଶାନ୍ତଙ୍କ ଏହି ଦୁଃସାହସିକ ଷ୍ଟଣ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ବି ଲାଗୁଛି ।