ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ଟିମ୍ ପଚରାଉଚରା କରିଛନ୍ତି। ଲଗାତାର ୪ ଦିନ ଧରି ଡିଏନ୍ ଗ୍ରୁପ୍ ଉପରେ ଚଢ଼ାଉ ଓ ତଦନ୍ତ ପରେ ଆଜି ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍।
‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ଏନେଇ ସେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ’ଣ ବୋଲି ପଚାରିଲେ ଶ୍ରୀକୃଷ୍ଣ ଯାହା ଉତ୍ତର ଦେଲେ ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ ଛଳ।
ଏ ସରକାର ଖାଲି କଥାରେ କହେ, କାମରେ କିଛି କରେନି । ବାରମ୍ବାର ଦାବି ପରେ ବି ଶୀତଳଭଣ୍ଡାରଟିଏ କରିପାରୁନି.... ଫସଲ ମେଞ୍ଚା ମେଞ୍ଚା କରୁଛନ୍ତି ହେଲେ ଶୀତଳଭଣ୍ଡାର ନଥିବାରୁ ସବୁ ପଚି ନଷ୍ଟ ହେଉଛି ।
ପିଙ୍କ୍ ହ୍ୱାଟ୍ସଆପ୍ ହେଉଛି ସାଇବର ଠକଙ୍କ ଏକ ନୂଆ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍ସଆପ୍ ଅପଡେଟ୍ କରିବାକୁ ଲିଙ୍କ୍ ଆସୁଛି, ତେବେ ଭୁଲ୍ରେ ବି ସେହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ।
ଫିଲ୍ମ ଇଣ୍ଡଷ୍ଟ୍ରିର ବାଦଶାହା ଭାବେ ପରିଚିତ ଶାହରୁଖ ଖାନ୍। ତାଙ୍କର ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଦିଏ। ତାଙ୍କ ସହ କାମ କରିବା ଇଣ୍ଡଷ୍ଟ୍ରିର ଅଧିକାଂଶ ଅଭିନେତ୍ରୀଙ୍କ ସ୍ୱପ୍ନ। ବର୍ତ୍ତମାନ କିନ୍ତୁ ଜଣେ ଅଭିନେତ୍ରୀ କହିଛନ୍ତି ସେ ସେ ଅଭିନୟ ଜାଣନ୍ତି ନାହିଁ।
ବସ୍-କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।
ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ଖବର ପାଇ ସେଠାକୁ ଯାଇଥିଲେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ।
ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍ଡିଓ(DRDO) ବୈଜ୍ଞାନିକ ପ୍ରଦୀପ କୁରୁଲକର ଗୁପ୍ତତଥ୍ୟ ଶେୟାର କରିଥିବା ଜଣାପଡ଼ିଛି।
ମହଙ୍ଗା ପଡିଲା ହାତୀ ସହ ସେଲଫି ନେବା । ରାଗିଗଲେ ହାତୀ ପଲ...ବିଚ୍ ରାସ୍ତାରେ ଦଉଡାଇଲେ...ଜୀବନ ବଞ୍ଚାଇବାକୁ ଦଉଡୁଥିବା ବେଳେ ରାସ୍ତାରେ ପଡିଲେ ଯୁବକ । ଦେଖନ୍ତୁ ଏହି ଭିଡିଓ
ରଥ ଉପରେ ଅଣସେବାୟତ ଶ୍ରୀଜିଉଙ୍କୁ ଅଲିଙ୍ଗନ କରି ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବାପା-ମାଆ ଦୁହେଁ ନାହାନ୍ତି । ନିଜେ ପୁଣି ଦିବ୍ୟାଙ୍ଗ...ଘରର ଅବସ୍ଥା ଦେଖିଲେ କେତେବେଳେ ଭୁଶୁଡ଼ିବ କେହି କହିପାରିବେନି । ସରକାରୀ ସାହାଯ୍ୟ ପାଇଁ ବାରମ୍ବାର ଗୁହାରି କରିବା ପରେ ବି ଫଳ ଶୂନ । ଜିଲ୍ଲାପାଳ କହୁଛନ୍ତି
ବାଃ ବାଃରେ ସ୍ୱାସ୍ଥ୍ୟସେବା । ଇଏ ଏମିତି ମେଡିକାଲ ଯେଉଁଠି ସବୁ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀଙ୍କୁ ଫାର୍ମାସିଷ୍ଟ ହିଁ ସାହାଭରସା
ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି । ଜହ୍ନ।ପଙ୍କ ଫାଣ୍ଡି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ବାଲିଆପାଳ ଅଞ୍ଚଳର ୨ ଜଣ ବ୍ୟକ୍ତି ରୋଗୀ ନେଇ କଟକ ଡାକ୍ତରଖାନାରୁ ଏକ କାର୍ ଯୋଗେ ଫେରୁଥିଲେ । ସେହି ସମୟରେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗର ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଆମେରିକୀୟ ଶିଳ୍ପପତି ବ୍ରାଏନ୍ ଜନସନ ପ୍ରକୃତି ବିରୁଦ୍ଧରେ ଯାଇ ନିଜକୁ ବହୁ ବର୍ଷ ପଛକୁ ନେଇ ଯାଇଛନ୍ତି। ସେ ଏବେ ବହୁ ଯୁବକ ଭଳି ଲାଗୁଛନ୍ତି। ସେ ଦିନ ୧୧ ଟାରେ ହିଁ ରାତ୍ରୀ ଭୋଜନ କରିନିଅନ୍ତି ବୋଲି କହିଛନ୍ତି।
ଆଜି CBI ଟିମ୍ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ CBI ପକ୍ଷରୁ ୫ ଜଣିଆ ଟିମ୍ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ।
ବାପା ଚାଲିଗଲେ, ମାଆ କଷ୍ଟେମଷ୍ଟେ ବିସିଏ ପଢାଇଲେ । ଏବେ କିନ୍ତୁ ଏମସିଏ ପଢାଇବାକୁ ଅଣ୍ଟାରେ ଆଉ ଦମ୍ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରୁଛନ୍ତି
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।
ଭିଡିଓଟି ଯେତିକି ଦୁଃଖଭରା । ସେତିକି ହୃଦୟସ୍ପର୍ଶୀ । ଭିଡିଓରେ ଜଣେ ମା’ଙ୍କ ସାହସ ଓ ଧୈର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିବାବେଳେ ତାଙ୍କୁ ତାଙ୍କର କର୍ତ୍ତବ୍ୟକୁ ସାଲ୍ୟୁଟ୍ କରିଛନ୍ତି ।
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ୩ ଜଣ ଟିଏମ୍ସି(TMC) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମତଦାନର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଛି।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମଧ୍ୟ ଆଫ୍ରିକୀୟ ଦେଶ ଗାବନରେ ଫସିଥିବା ୪ ଜଣ ଓଡ଼ିଆ ଯୁବକ ନିଜ ମାଟି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ୍ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ।
ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।
ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦିନକୁ କେତେ କାଜୁ ଓ କିପରି ଭାବେ ଖାଇଲେ ଏହା ଶରୀର ପାଇଁ ଲାଭ ହୋଇଥାଏ।
ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।