• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି –୬ଷ୍ଠୀ ରାତ୍ରି ୦୯.୫୧ ଗତେ ୭ମୀ,ଘାତ ଚନ୍ଦ୍ର – ମିଥୁନ, ମୀନ ଦିବା ୦୨.୫୮ ଗତେ ଧନୁ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ, ରାତ୍ରି ୦୮.୩୬ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୧୦.୧୩ ରୁ ୧୨.୧୭

ଦିବା ୦୩.୦୮ ରୁ ୦୩.୪୮

ରାତ୍ରି ୦୭.୪୭ ରୁ ୦୭.୫୨

ରାତ୍ରି ୧୧.୩୦ ରୁ ୦୧.୪୦

ରାତ୍ରି ୦୩.୦୭ ରୁ ୦୩.୫୬

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୩୪ ରୁ ୧୦.୧୩

କାଳବେଳା – ପ୍ରାତଃ ୦୫.୧୭ ରୁ ୦୬.୫୫ ଓ ଦିବା ୦୪.୪୭ ରୁ ୦୬.୨୫

ବାରବେଳା – ଦିବା ୦୧.୩୦ ରୁ ୦୩.୦୮

କାଳରାତ୍ରି – ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୬ ରୁ ୦୫.୧୭