• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ରାତ୍ରି ୧୧.୦୧ ଗତେ ସିଂହ । ତିଥି – ୧୩ଶୀ ରାତ୍ରି ୦୨.୨୧ ଗତେ ୧୪ଶୀ । ଘାତ ଚନ୍ଦ୍ର – ରାତ୍ରି ୧୧.୦୧ ଗତେ କର୍କ୍ରଟ ଓ ମକର । ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ଦିବା – ୦୮.୩୯ ରୁ ୧୦.୨୯

ଦିବା – ୧୨.୫୬ ରୁ ୦୧.୧୪

ଦିବା – ୦୪.୧୭ ରୁ ୦୫.୦୦

ସନ୍ଧ୍ୟା – ୦୫.୪୯ ରୁ ୦୬.୩୬

ରାତ୍ରି - ୦୮.୫୭ ରୁ ୧୧.୧୯

ରାତ୍ରି - ୦୧.୪୧ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ଋାହୁକାଳ – ଦିବା ୦୨.୪୬ ରୁ ୦୪.୧୭

କାଳବେଳା – ଦିବା ୦୧.୧୪ ରୁ ୦୨.୪୬

ବାରବେଳା – ପ୍ରାତଃ ୦୭.୦୮ ରୁ ୦୮.୩୯

କାଳ ରାତ୍ରି – ଦିବା ୦୭.୧୭ ରୁ ୦୮.୪୬