/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694450381.jpg)
Balasore Firing
ବାଲେଶ୍ୱର ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଯୁବକକୁ ଗୁଳିମାଡ଼। ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ବିନୟ କୁମାର। ଅପରାହ୍ନରେ ସେ ଗାଁର ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିଟି ବିନୟର ଡାହାଣ ହାତରେ ବାଜିଛି । ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସହଦେବ ଖୁଣ୍ଟା ଥାନା ଅଧିକାରୀ ଖବର ପାଇ ହସ୍ପିଟାଲରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି। ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।
Advertisment
ବାଲେଶ୍ୱର ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଯୁବକକୁ ଗୁଳିମାଡ଼। ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ବିନୟ କୁମାର। ଅପରାହ୍ନରେ ସେ ଗାଁର ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ଗୁଳିମାଡ଼ ହୋଇଥିଲା। #Balasore#Crime#Firingpic.twitter.com/5PoRgcGTDc
— ଓଟିଭି (@otvkhabar) September 11, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)