ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।
ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି ।
ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ ।
୨ ଦିନ ଧରି ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି !
ପାଣ୍ଡିଆନ୍ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି ।
କାତାର ନୌସେନାକୁ ପ୍ରଶିକ୍ଷଣ ଦେଉଥିବା ଏକ ଘରୋଇ କଂପାନୀ ଦାହରା ଗ୍ଲୋବାଲ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ କନସଲ୍ଟାନ୍ସିରେ ସେମାନେ କାର୍ଯ୍ୟ କରୁଥିଲେ ।
ମୋଟ ୪୩ଟି ଇଭେଣ୍ଟରେ ଦେଶର ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସେମାନଙ୍କ ଶ୍ରେଷ୍ଠତା ପ୍ରଦର୍ଶନ କରିବେ।
୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତରେ ଏକକ ନିର୍ବାଚନ କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ୩୦ ଲକ୍ଷ ଇଭିଏମ୍ ଆବଶ୍ୟକ ହେବ ।
ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୩ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ବିଶେଷ କୃତି ଲାଗି ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।
ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି ।
ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ?
ଗରିବୀ ପାଇଁ ମିଳିଲାନି ଗାଡ଼ି, ଟ୍ରଲିରେ ବୋହିଲା ଝିଅ । ଫୋନ୍ ନଥିବାରୁ ଆମ୍ବୁଲାନ୍ସକୁ କରିପାରିଲେନି ଯୋଗୋଯୋଗ ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ATC । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହଯୋଗରେ ନିର୍ମିତ ।
ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ।
AIIMS ବିଳାସପୁର ଜୁନିଅର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। AIIMSର ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୪୧ ପୋଷ୍ଟ୍ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ।
ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ଓଲିଉଡ୍ ଦୁଇଫାଳ । ତେଜିବାରେ ଲାଗିଛି ଓଲିଉଡ୍ କଳାକାରଙ୍କ କଳି ।
କାଲି କଟକରେ ପିସିସି ସଭାପତି- ମୋକିମ୍ଙ୍କମଧ୍ୟରେ ହୋଇଥିଲା ଭେଟ।
ପାରାଗ୍ଲାଇର୍ଡମାନେ କୌଣସି ଆସୋସିଏସନ୍ ସହିତ ପଞ୍ଜୀକୃତ ହୋଇନଥିଲେ । କାରଣ ସେମାନେ ପ୍ରି ଫ୍ଲାଇଙ୍ଗ୍ ବର୍ଗରେ ଉଡ଼ିଥିଲେ ଯେଉଁଥିରେ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ।
ଆକାଶରୁ ବିଡ଼ା ବିଡ଼ା ନୋଟର ବର୍ଷା । ନକଲି ନୁହେଁ, ପୁଣି ସବୁଗୁଡ଼ା ଅସଲି । ହେଲିକପ୍ଟରରୁ ଉଡ଼ୁଛି ଟଙ୍କା । ସେ ବି ୧୦୦ କି ୨୦୦ ନୁହେଁ, ୧୦ ଲକ୍ଷ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ବିଶ୍ବାସ ନହେଲେ ବି କଥାଟି ସତ ।
ଜୁଆ ଖେଳ ବଢ଼ାଉଛି ଅପରାଧ ...ପୋଲିସକୁ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି..କୁମାର ପୂର୍ଣ୍ଣିମାରେ ତାସ ଖେଳର ପରମ୍ପରା ରହିଛି ..ପରମ୍ପରାକୁ ଗ୍ରାସ୍ କରିଛି ଜୁଆ ଖେଳ ...
କିଛି ନିର୍ଦ୍ଦିଷ୍ଟ ଫ୍ୟାନ୍ସଙ୍କୁ ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କୁ ମିଳିବ । ଏପରି ନିଷ୍ପତ୍ତି ନେଇଛି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ । ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଏ ସୁବିଧା ଉପଲବ୍ଧ ହେବ ।
ଜିମ୍ ଯାଉଥିବା କଳାକାରଙ୍କୁ କଟାକ୍ଷ କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଜିମ୍ ଯାଉଥିବା ଅଭିନେତାମାନଙ୍କୁ ପ୍ରଶ୍ନ କରି କହିଛନ୍ତି, “ଭୂମିକା କିମ୍ବା ପ୍ରସ୍ତୁତିର ଆବଶ୍ୟକତା ନ ଥାଇ ବି ସେମାନେ କାହିଁକି ସର୍ବଦା ପ୍ରଥମେ ଜିମ୍ ଯାଆନ୍ତି?