ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।
ବିଶ୍ୱକପ୍ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ ।
‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଟିଭି ସିରିୟଲ ଜରିଆରେ ବାର୍ତ୍ତା ଦେଉଛନ୍ତି । ଦୀପାବଳୀରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।
କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ।
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ ।
ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର। ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟର ଭାବେ ମାଥ୍ୟୁସ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।
Deep Learning ରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ ଗବେଷଣା ସନ୍ଦର୍ଭ କହୁଛି।
ଏଣିକି ୨୭ ଟଙ୍କା ୫୦ ପଇସାରେ ମିଳିବ ୧ କେଜି ଭାରତ ଅଟା ।
ପାଠ ପଢ଼ାଇବା ବଦଳରେ କ୍ଲାସ୍ ରୁମ୍ରେ ଛାତ୍ରୀଙ୍କୁ ଟଣାଓଓଟରା କରୁଥିଲେ ସାର୍। ଥରେ କି ଦୁଇଥର ନୁହେଁ, ଏମିତି ବାରମ୍ୱାର କରୁଥିବା ଅଭିଯୋଗ ହୋଇଛି।
ସମସ୍ତ ତଥ୍ୟ ଆସିଲା ପରେ ଆସନ୍ତା ୮ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଭୁବନେଶ୍ୱର SDJM କୋର୍ଟ ।
ଭୁବନେଶ୍ୱରରେ କିଏ ବା ନ ଚାହେଁ ଖଣ୍ଡେ ସରକାରୀ ଚାକିରି ପାଇବାକୁ। ଏଭଳି ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସ୍ନାଲ୍ ଆଲୁମିନିୟମ୍ ଲିମିଟେଡ୍ କମ୍ପାନୀ(NALCO) ଆଡଭାଇଜର୍ ପଦବୀ ପୂରଣ ବିଜ୍ଞପ୍ତି ପ୍ରକାଶ କରିଛି। ଅଫ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି।
‘ଟାଇଗର ୩’ର ଆଡଭାନ୍ସ ବୁକିଂକୁ ଦେଖି ଏହା ଅନୁମାନ କରାଯାଇପାରେ, ଯେଉଁଥିରେ ଫିଲ୍ମଟି ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି। ଏହାକୁ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ‘ଟାଇଗର ୩’ ଶାହାରୁଖ ଖାନଙ୍କ ‘ପଠାନ’ ଏବଂ ‘ଯବାନ’ର ରେକର୍ଡ ଭାଙ୍ଗିବ ଏବଂ ପ୍ରଥମ ଦିନରେ ଜମେଇକି ରୋଜଗାର କରିବ।
ପ୍ରଭାସଙ୍କ ‘ସାଲାର’ ଶାହରୁଖ ଖାନଙ୍କ 'ଡଙ୍କି' ସହିତ ବକ୍ସ ଅଫିସରେ ଲଢେଇ କରିବ ବୋଲି କୁହାଯାଉଥିବା ବେଳେ ଆସିଛି ନୂଆ ଖବର। ଏହା ଡଙ୍କି ସହ ଟକ୍କର ଦେବନି ବୋଲି କହିଛନ୍ତି ନିର୍ମାତା।
ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ।
ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫ ଶହ ପାଖେଇଲାଣି ।
ବିବାହ ଏକ ଖୁସିର ଦିନ । ସେହି ଦିନକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହାନ୍ତି । ଅନ୍ୟମାନଙ୍କଠାରୁ ନିଆରା କରିବାକୁ ଚାହାନ୍ତି ।
ଅମଳ ସମୟରେ ଚାଷ ଜମି ଫାଟି ଆଁ କରିଛି । ଶୁଖି ହଳଦିଆ ପଡିଛି ଧାନ ଫସଲ ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ଜାଣନ୍ତୁ କେଉଁ ସମୟ ଆପଣଙ୍କ ପାଇଁ ଶୁଭ...
ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ।
ଏସିଆନ୍ ମହିଳା ହକି ଚାମ୍ପିୟନସିପରେ ଭାରତ ଚାମ୍ପିୟନ ହୋଇଛି । ଭାରତ ଏକ ତରଫା ମ୍ୟାଚରେ ୪-୦ ଗୋଲରେ ଜାପାନକୁ ପରାସ୍ତ କରିଛି ।
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର ।