କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପ୍ରଥମେ ଏକ ସାମ୍ବାଦିକ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସିଆର୍ପିଏଫ୍ କ୍ୟାମ୍ପ୍ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ ବୁର୍ଖା ପିନ୍ଧିଥିବା ମହିଳା। ସିଆର୍ପିଏଫ୍ କ୍ୟାମ୍ପ ଉପରକୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
କଏନ୍ ଦେଇ ବାଇକ୍ କିଣିଦେଲେ ଯୁବକ । ତେବେ ସେ ସିନା କଏନ୍ ଦେଇଦେଲେ, ହେଲେ କଏନ୍ ଗଣି ଗଣି ହାଲିଆ ହୋଇଗଲେ କର୍ମଚାରୀ ।
ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି
କେନ୍ଦ୍ର ସରକାରୀ କର୍ମଚାରୀ(Central Govt Employees)ଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ କେନ୍ଦ୍ର ସକରାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ଲାଗି ଯୋଜନା କରିଛନ୍ତି।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଜିଜେଲ୍ ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୦୧ ଟଙ୍କା ଓ ଡିଜେଲ୍ ୯୨.୨୭ ଟଙ୍କା ହୋଇଥିବା ଜଣାପଡିଛି ।
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି । ଜାଣନ୍ତୁ କିଏ ତାଙ୍କର ଭାବି ସ୍ୱାମୀ ?
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ସପ୍ତାହକୁ ମିଳିବ ୨ ଦିନ ଛୁଟି...ସୋମରୁ ଶୁକ୍ର କାମ କରିବେ, ଶନି-ରବିବାର ଛୁଟିରେ ରହିବେ। ୱାର୍କିଂ ଦିନରେ ସରକାରୀ ଛୁଟି ପଡ଼ିଲେ...
ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି। ଏଣିକି ରାସ୍ତାରୁ ହଟିଯିବ ଟୋଲ୍ଗେଟ୍। ୧୦୦ ସ୍ପିଡ୍ରେ ଦଉଡ଼ିବ ଆପଣଙ୍କ ଗାଡ଼ି...ସବୁ ଗାଡ଼ିରେ ଲାଗିବ ଜିପିଏସ୍।
ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା। ଏହାକୁ ବଳିଯାଇଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ନେଇଛି ଜୀବନ। ଏବେ ପ୍ରଦୂଷଣ ଓ ଦୁର୍ଘଟଣା ରୋକିବାକୁ ନୂଆ ତରିକା ଆପଣାଇଛନ୍ତି ସରକାର। ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ତେବେ ଏହି ସବୁ ଟେଷ୍ଟ କରିବା ଜରୁରୀ...
ବିଦେଶରେ ଏହି ୫ ସାମଗ୍ରୀ ବିକ୍ରି ଉପରେ ଅଙ୍କୁଶ ଲାଗିଛି। ହେଲେ ଆମ ଦେଶରେ ବିନା କୌଣସି ବାଧାରେ ଗାଁ ଗହଳି ସହର ବଜାର ସବୁଠି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି।
ପୁଣି ମହଙ୍ଗା ହେଲା ତେଲଦର । ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସପ୍ତମ ଥର ପାଇଁ ବୃଦ୍ଧି ପାଇଛି ।
ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ଗତକାଲି ଏବଂ ଆଜି ୨ ଦିନିଆ ବନ୍ଦ ଡାକରା ଦିଆଯାଇଛି ।
ଆଜି କେରଳ ହାଇକୋର୍ଟ ସରକାରୀ କର୍ମଚାରୀଙ୍କୁ ଟ୍ରେଡ ୟୁନିଅନ ଡାକରା ଦେଇଥିବା ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦରେ ଭାଗ ନେବାକୁ ବାରଣ କରିଛନ୍ତି। ହାଇକୋର୍ଟଙ୍କ ଅନୁଯାୟୀ ସରକାରୀ କର୍ମଚାରୀମାନେ ଶ୍ରମିକଙ୍କ ଆଭିମୁଖ୍ୟରେ ଆସନ୍ତି ନାହିଁ ଏବଂ ଧର୍ମଘଟରେ ସେମାନଙ୍କର ଅଂଶଗ୍ରହଣ କରିବା ନିୟମ ବିରୁଦ୍ଧ ଅଟେ।
ପୂର୍ବରୁ ମିଳୁଥିଲା ୭୫ ଦିନ, ଏବେ ମିଳିବ ୧୦୦ ଦିନ । ଭାରତୀୟ ସେନାରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ସେମାନେ ପୂର୍ବରୁ ମାତ୍ର ୭୫ ଦିନର ଛୁଟି ପାଉଥିଲେ ।
ଇଲେକ୍ଟ୍ରିକ୍ ଟୋଲ୍ ପ୍ଲାଜା ପରେ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି । ଜିପିଏସ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ସଂଗ୍ରହ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ମାର୍ପିଟ୍। ବିଜେପି ଓ ଟିଏମ୍ସି ବିଧାୟକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୫ ଜଣ ବିଜେପି ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି।
ଆଜି ଦିନ ୧୧ଟାରେ ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ପ୍ରମୋଦ ସାୱନ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
ରାଜ୍ୟର ଲୋକଙ୍କୁ ଆଉ ରାସନ ପାଇବା ପାଇଁ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ତେବେ ରାସନ ଡିପୋ ନିକଟରେ ରହୁଥିବା ଲୋକମାନେ ଏହାକୁ ଡିପୋରୁ ପାଇପାରିବେ ।
୯ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେବାର ଦାବି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଅପରିବର୍ତ୍ତିତ ରହି ୫୨,୫୯୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୮,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ଜାଣନ୍ତୁ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ?
ଦ୍ୱିତୀୟ ଥର ପାଇଁ ଆଜି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ଚୟନ କରିଛି ।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଗତ ୭ ଦିନ ମଧ୍ୟରେ ଷଷ୍ଠଥର ପାଇଁ ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି।
ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ।