• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Special story
ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ନେଇ ଆସିଲା ବିସ୍ତୃତ ବିବରଣୀ

ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା

RAHUL GANDHI
ରାହୁଲଙ୍କୁ ଇଡିର ଚତୁର୍ଥ ରାଉଣ୍ତ ଜେରା

ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ।

Special story
ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ପ୍ରବଳ ଜାମ : ଅଟକି ରହିଛି ହଜାର ହଜାର ଗାଡ଼ି

ଇଞ୍ଚେ ବି ଘୁଞ୍ଚୁନି ଗାଡ଼ି, ହାଇଆଲର୍ଟରେ RPF, GRP; ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର

  • Monday, 20 June 2022
Agnipath Protests: Anand Mahindra Makes An Offer
ଅଗ୍ନିବୀରଙ୍କୁ ଅଫର୍‌ ଉପରେ ଅଫର୍‌: ବଡ଼ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ଅଗ୍ନିବୀରଙ୍କ ପାଇଁ ଅଫର୍‌ ଉପରେ ଅଫର୍‌ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।

Bharat Bandh
ତେଜୁଛି ବିବାଦ, ତୀବ୍ର ହେଉଛି ଆନ୍ଦୋଳନ; ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ ଡାକରା

ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶ ଭିତରେ ହିଂସକାଣ୍ଡ ଭିଆଇବା ଅଭିଯୋଗରେ ଏପର୍ଯ୍ୟନ୍ତ ୮୦୪ ଅଭିଯୁକ୍ତ ଗିରଫ ହେଲେଣି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । 

Spicejet
ପୁଣି ବାର୍ଡ ହିଟ୍ ଆତଙ୍କ ! ଉଡ଼ାଣ ଭରୁ ଭରୁ ବିମାନରେ ନିଆଁ

ବିମାନରେ ୨୦୦ ଯାତ୍ରୀ ଥିବାବେଳେ ଲାଗିଯାଇଥିଲା ନିଆଁ। ହେଲେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତେ ରକ୍ଷା ପାଇଯାଇଛନ୍ତି।

Agniveer
ଅଗ୍ନିପଥ ବିରୋଧୀ ଆନ୍ଦୋଳନକାରୀଙ୍କୁ ସେନାର କଡ଼ା ଚେତାବନୀ

ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।

Agniveer
କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଅଗ୍ନିପଥ ସ୍କିମ୍, ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ

ନିବାହିନୀର ମିଳିତ ପ୍ରେସ୍ମିଟ୍ରେ ଆଭିମୁଖ୍ୟ ସ୍ପଷ୍ଟ । ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ ।

Whatsapp
ଅଗ୍ନିପଥ ହିଂସାକାଣ୍ଡ; ୩୫ Whats app ଗ୍ରୁପ୍‌ ବ୍ୟାନ୍, ୧୦ ଗିରଫ

ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ ।

Fire in flight save 200 people
ମଝି ଆକାଶରେ ଅଘଟଣର; ବଞ୍ଚିଗଲେ ୨୦୦ ଯାତ୍ରୀ

ପୁଣି ବାର୍ଡ ହିଟ୍ ଆତଙ୍କ। ଉଡ଼ାଣ ଭରୁ ଭରୁ ବିମାନରେ ନିଆଁ। ପାଇଲଟ୍‌ଙ୍କ ଉପସ୍ଥିତି ବୁଦ୍ଧି ୨୦୦ ଯାତ୍ରୀଙ୍କୁ ବଞ୍ଚେଇଦେଲା।

Agnipath protests Congress holds 'Satyagraha' at Delhi's Jantar Mantar
‘ଅଗ୍ନିପଥ’ ବିରୋଧକୁ ସମର୍ଥନ କଲା କଂଗ୍ରେସ

‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି। 

Chhattisgarh Borewell Mishap Know Rahul Health Condition
କେମିତି ଅଛି ମୃତ୍ୟୁ ବିଜୟୀ ରାହୁଲ ? ଆସିଲା ଆଶ୍ୱସ୍ତିକର ଖବର...

ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍‌ରେ ଭିଡ଼ିଓ ଦେଖି ଖୁସି ହେଉଛି।

Agniveer
ଅଗ୍ନିବୀର ବିରୋଧୀ ହିଂସାରେ ସାମିଲ ହେଲେ ମିଳିବନି ସେନାରେ ଏଣ୍ଟ୍ରି

ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି

Patna-Delhi SpiceJet flight makes emergency landing
ମଝି ଆକାଶରେ ଦୁର୍ଘଟଣା, ୧୮୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ...

ସ୍ପାଇସ୍‌ଜେଟ୍‌ର ଏହି ବିମାନଟି ପାଟନାରୁ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତତ୍‌କ୍ଷଣାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

COVID-19 Testing
ଦେଶରେ ଦୈନିକ କରୋନା ପଜିଟିଭ ୧୩ ହଜାର ନିକଟତର

କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍‌ ସରିଲା ତୃତୀୟ ପରୀକ୍ଷଣ। 

Experts recommend paternity leaves extension to reduce mothers burden: NCW
ପିତୃକାଳୀନ ଛୁଟିର ଅବଧି ବଢ଼ିବା ନେଇ NCWର ସୁପାରିଶ

ମାତୃଙ୍କ ଉପରୁ ସନ୍ତାର ପ୍ରତିପୋଷଣ ଭାର କମାଇବା ପାଇଁ ଖୁବ୍‌ ଶୀଘ୍ର ବଢ଼ିପାରେ ପିଚୃକାଳୀନ ଛୁଟି ।

India Post Coming To Whatsapp
Good News: ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌ରେ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା

କେନ୍ଦ୍ର ସରକାର India Post Payments Bank(IPPB) ଓ WhatsApp ମଧ୍ୟରେ ଟାଇଅପ୍‌ କରିବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁଜର୍ସଙ୍କ ପାଇଁ ଅନେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସସିଆଲ୍‌ ସେବା ଉପଲ୍ଲବ୍ଧ କରାଯିବ ବୋଲି ଜଣାପଡ଼ିଛି।

'Agnipath' Protests: Secunderabad Violence 'Mastermind' Arrested
‘ଅଗ୍ନିପଥ’ ନିଆଁ: ସିକନ୍ଦରାବାଦ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ୍‌ ଗିରଫ, ହ୍ୱାଟ୍ସଆପ୍‌ରେ ଗ୍ରୁପ୍‌ କରି ଉସୁକାଉ ଥିଲେ...

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍‌ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍‌ ଗିରଫ କରିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ।

Agniveer
ଅଗ୍ନିବୀରଙ୍କୁ କୋଟିଏ ଟଙ୍କାର ସୁବିଧା

ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।

Assam Flood
ଆସାମରେ ବିଗିଡ଼ିବାରେ ଲାଗିଛି ବନ୍ୟା ପରିସ୍ଥିତି; ପାଣି ଘେରରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ

ବିଗିଡୁଛି ଆସାମର ବନ୍ୟା ପରିସ୍ଥିତି । ୨୮ଟି ଜିଲ୍ଲାର ପ୍ରାୟ ୩୦ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି ।

Agneepath Yojana
୫ ଶକ୍ତିଶାଳୀ ରାଷ୍ଟ୍ରରେ ରହିଛି ଅଗ୍ନିପଥ ଯୋଜନା ଭଳି ବ୍ୟବସ୍ଥା

ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।

Satyendar Jain
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ

ସିବିଆଇ କହିଥିଲା ଯେ ଶ୍ରୀ ଜୈନ ଓ ତାଙ୍କ ପରିବାର ୪ଟି ଶେଲ କମ୍ପାନୀ ଖୋଲିଥିଲେ।

Special story
ବିହାରରେ ରେଳବାଇର ବଡ଼ ଘୋଷଣା : ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ୍‌ ସେବା

ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି