• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Tenure of JP Nadda as BJP President has been extended till 2024
ନଡ୍ଡାଙ୍କ ସଭାପତିତ୍ୱରେ ୨୪ ନିର୍ବାଚନରେ ହେବ ଲଢେଇ

କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।

Dog Bite
କୁକୁର ଭୟରେ ତିନି ମହଲାରୁ ଡେଇଁ ପଡ଼ିଲେ ଡେଲିଭରୀ ବୟ, ଚାଲିଗଲା ଜୀବନ...

ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।

Weather News
ରାଜ୍ୟରେ କଲବଲ କରୁଛି ଘନ କୁହୁ଼ଡି, ଉତ୍ତର ଓଡ଼ିଶାର ୧୦ ଜିଲ୍ଲାକୁ ବର୍ଷା ଓ୍ୱାର୍ଣ୍ଣିଂ

ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD ।

Rich Poor
ଦେଶରେ ବଢୁଛି ଧନୀ-ଗରିବ ତାରତମ୍ୟ, ୨୧ଜଣଙ୍କ ପାଖରେ ୭୦କୋଟି ଲୋକଙ୍କ ସଂପତ୍ତି

ଅକ୍ସଫାମ୍ ଇଣ୍ଡିଆର ତଥ୍ୟକୁ ନେଇ ବିଶେଷଜ୍ଞ ଚକିତ । ଧନୀଙ୍କ ଉପରେ ୱେଲ୍ଥ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ।

Narendra Modi
ବାଜିଲା ବିଜେପିର ମିଶନ ୨୪ ବିଗୁଲ୍ ! ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ

୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ । ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ।

Dog Wedding
କୁକୁର ବାହାଘରରେ ବାଜା ବାଜିଲା...ବାଣ ଫୁଟିଲା, ନାଚିଲେ ମାଲିକ

ଉଭୟକୁ ବେଦୀକୁ ଅଣାଯିବା ବେଳେ ବାଜା ଓ ଢୋଲ ବାଜିଥିଲା।

Oxfam report
ଦେଶର ୫ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଭାରତର ୬୦ ପ୍ରତିଶତ ସମ୍ପତ୍ତି : ଅକ୍ସଫାମ୍ ରିପୋର୍ଟ

ତଳଭାଗରେ ରହୁଥିବା ୫୦ ଭାଗ ଲୋକଙ୍କ ପାଖରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି

murder
ଦୃଶ୍ୟମ୍‌ ଷ୍ଟାଇଲରେ ମର୍ଡର ପ୍ଲଟ୍ : ସ୍ୱାମୀକୁ ହତ୍ୟା କରି ପୋତିଲା, ତା’ଉପରେ ପାଇଖାନା ଟାଙ୍କି ତିଆରି କଲା

ପରକୀୟା ପ୍ରେମ ପାଇଁ ସ୍ୱାମୀଙ୍କୁ ନିର୍ମମ ହତ୍ୟା । ସ୍ତ୍ରୀ ନିଜ ମଥାର ସିନ୍ଦୂର ନିଜେ ହିଁ ପୋଛି ଦେଇଛି ।

Gold Price Today
Gold Price Today 16th Jan 2023: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୪୦୦ ଟଙ୍କା ରହିଛି ।

Woman Gang Raped By 3 Person In Uttar Pradesh
ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ: ଏତେ ପିଶାଚ ହୋଇଗଲେ ଯେ, ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ...

ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକିରେ ଅତ୍ୟାଚାର ଥମି ନଥିଲା ଯେ, ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ।

  • Sunday, 15 January 2023
Winter to break all records in Delhi
ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।

Know How To Check How Much Gas Left In Cylinder
ଓଦା କପଡ଼ା କହିବ, LPG ସିଲିଣ୍ଡରରେ କେତେ ଅଛି ଗ୍ୟାସ୍‌ ?

ପୂର୍ବରୁ ଷ୍ଟୋଭ୍‌ରେ ରୋଷେଇ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ଏଲ୍‌ପିଜି ସିଲିଣ୍ଡର ହେଉ କି ଇଣ୍ଡକ୍ସନ୍‌ କୁକର୍‌ ଏହାକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବା ଆହୁରି ସହଜ ହୋଇଛି।

Union Minister Nitin Gadkari Receives Death Threat Calls
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ,୧୦ ମିନିଟ୍‌ରେ ଆସିଲା ୨ଥର ଫୋନ୍‌...

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ। ଅଜଣା ବ୍ୟକ୍ତି ତାଙ୍କୁ ଏହି ଧମକ ଦେଇଥିବା ସୂଚନା ମିଳିଛି।

12 Students Stuck Inside A Lift In Noida
ନା ବାଜିଲା ଆଲାର୍ମ, ନା ଆସିଲେ କେହି ବଞ୍ଚାଇବାକୁ...୨୦ ମିନିଟ୍‌ ଲିଫ୍ଟରେ ଫସିଲେ ୧୨ ଛାତ୍ର

ନା ବାଜିଲା ଆଲାର୍ମ, ନା ଆସିଲେ କେହି ବଞ୍ଚାଇବାକୁ। ୨୦ ମିନିଟ୍‌ ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସି ରହିଲେ ୧୨ ଛାତ୍ର।

  • Saturday, 14 January 2023
Twins
ଜାଆଁଳା ଭାଇ; ୯୦୦ କିଲୋମିଟର ଦୂରରେ ଥାଇ ବି ସମାନ ଢ଼ଙ୍ଗରେ ଗଲା ଉଭୟଙ୍କ ଜୀବନ

ସତେ ଯେମିତି ଡକାଡକି ହୋଇ ଚାଲିଗଲେ ଦୁଇ ଯାଆଁଳା ଭାଇ ।

Gold Price Today
Gold Price Today 14th Jan 2023: ମକର ସଂକ୍ରାନ୍ତିରେ କିଣନ୍ତୁ ସୁନା, ଜାଣନ୍ତୁ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୧୦୦ ଟଙ୍କା ରହିଛି ।

3 Girls Fight In Publicly, Video Goes Viral
ବାପରେ ବାପ ଏତେ ରାଗ ! ! ! ରାସ୍ତା ମଝିରେ ଗଡ଼ି ଚୁଟି ଝିଙ୍କାଝିଙ୍କି ହେଲେ ଯୁବତୀ, କାଠରେ ପିଟିଲେ...

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ୩ ଯୁବତୀ ଝଗଡ଼ା ଲାଗୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କ ହାତକୁ ଧରି ଥିବାବେଳେ ଆଉ ଜଣେ ଯୁବତୀ ସମ୍ପୃକ୍ତ ଯୁବତୀଙ୍କୁ କାଠରେ ପିଟି ଚାଲୁଛନ୍ତି।

Congress MP  Santokh Singh Chaudhary Dies During Bharat Jodo Yatra
ଦୁଃଖଦ ଘଟଣା: ‘ଭାରତ ଯୋଡ଼ୋ ଯାତ୍ରା’ରେ ଚାଲୁ ଚାଲୁ ଚାଲିଗଲା କଂଗ୍ରେସ ସାଂସଦଙ୍କ ଜୀବନ

ପରଲୋକର କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ। ଭାରତ ଯୋଡ଼ୋ ଯାତ୍ରା ବେଳେ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି।

Ganga Vilas Cruise
ବାରାଣସୀରୁ ଦିବ୍ରୁଗ଼ଡ ଗଲା ଏମଭି ଗଙ୍ଗା ବିଳାସ

ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଯାତ୍ରାର ଶୁଭାରମ୍ଭ । ବାରାଣସୀରୁ ଦିବ୍ରୁଗ଼ଡ ଗଲା ଏମ୍ଭି ଗଙ୍ଗା ବିଳାସ । ୫୧ ଦିନର ଯାତ୍ରା, ଅବିସ୍ମରଣୀୟ ଅନୁଭୂତି ପାଇବେ ପର୍ଯ୍ୟଟକ । ବିରାଟ୍ କ୍ରୁଜ୍‌ରେ ଫାଇଭ୍ ଷ୍ଟାର ହୋଟେଲ ସୁବିଧା 

  • Friday, 13 January 2023
Ganga Vilas Cruise
ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଯାତ୍ରାର ଶୁଭାରମ୍ଭ

ଇଏ କେବଳ ଏକ ଜାହାଜ ନୁହେଁ ଏକ ଭାସମାନ ଫାଇଭ ଷ୍ଟାର ହୋଟେଲ।

  • Friday, 13 January 2023
Sir Madam
ଏଣିକି ସ୍କୁଲରେ ପିଲାମାନେ ସାର୍-ମାଡାମ୍ ନୁହେଁ, ‘ଟିଚର୍’ ଡାକିବେ..!

କେରଳ ଷ୍ଟେଟ୍‌ କମିଶନ୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Man proposes GF mid-air on Air India flight
ମଝି ଆକାଶ‌ରେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚାରେ ଏ ଯୁବକ

ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ୍। ଏୟାର ଇଣ୍ଡିଆ ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାକୁ ଜବରଦସ୍ତ ସରପ୍ରାଇଜ୍ ଦେଉଛନ୍ତି। ଯାହାକୁ ନେଇ ଆଜିର ଯୁବପିଢି ଚର୍ଚ୍ଚାକୁ ଆସିଛନ୍ତି...

UP woman alleges torture by husband
‘ମୋ ସ୍ୱାମୀ ମୋତେ ସିଗାରେଟ୍‌ ଚେଙ୍କ ଦିଅନ୍ତି, ଗରମ ତେଲ ଢାଳନ୍ତି’

‘ମୋ ସ୍ୱାମୀ ସବୁବେଳେ ମୋତେ ନିର୍ଯାତନା ଦେବା ସହ ପିଟନ୍ତି।’ ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। 

Man proposes GF mid-air on Air India flight video goes viral
Viral Video: ମଝି ଆକାଶରେ ଲଭ୍‌, ବିମାନରେ ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ୍‌ କଲେ...

ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍‌ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Man Murders Wife, Buries Her At Home In Kerala
ଏମିତି ସ୍ୱାମୀକୁ ଛି ! ସ୍ତ୍ରୀକୁ ମର୍ଡର ପରେ ଦ୍ୱିତୀୟ ବିବାହ ପାଇଁ ପ୍ଲାନ୍‌, ଦେଢ଼ ବର୍ଷ ଯାଏ ଭୁଆଁ ବୁଲାଉଥିଲା...

ସ୍ତ୍ରୀକୁ ହତ୍ୟା କଲା, ପ୍ରମାଣ ନଷ୍ଟ ପାଇଁ ଘରେ ପୋଡ଼ିଦେଲା ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକଥା କେହିବି ଜାଣିନଥିଲେ।