• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

neet-jee
ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା। ୨ଟି ଯାକ ପ୍ରବେଶିକା ପରୀକ୍ଷାକୁ ସେପ୍ଟେମ୍ବରକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ ହେବ ଜେଇଇ ଆଡଭାନ୍ସ। ସେପଟେ ନିଟ୍ ସେପ୍ଟେମ୍ବର ୧୩ରେ ହେବ ବୋଲି ନିଷ୍ପତ୍ତି ହୋଇଛି। ନିଟ୍‌ ଓ ଜେଇଇ ପରୀକ୍ଷା କେବେ ହେବ, ସେନେଇ ମାନବ ସମ୍ବଳ […]

  • Monday, 26 July 2021
third-gender
ଚୀନର ଏକପାଖିଆ ନିଷ୍ପତି ବିରୋଧରେ ଜାତିସଂଘରେ ଫେରାଦ ହେଲା ଭାରତ

ନୂଆଦିଲ୍ଲୀ : ହଂକଂର ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ତଥା ଏସ୍ଏଆର୍ ପାଇଁ ଚୀନ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିବା ପରେ ଆପତ୍ତି ଉଠାଇଛି ଭାରତ। ଜାତିସଂଘ ପାଖରେ ଏନେଇ ଆପତ୍ତି ଉଠାଇ ଭାରତ କହିଛି ଯେ ହଂକଂରେ ବହୁଳ ସଂଖ୍ୟାରେ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ଚୀନର ଏହି ପଦକ୍ଷେପ ପରେ ଏହା ବାଣିଜ୍ୟ କେନ୍ଦ୍ରର ସ୍ୱତନ୍ତ୍ରତା ଏବଂ ସ୍ୱାୟତ୍ତତାକୁ କ୍ଷତି ପହଞ୍ଚାଇବ। ଜାତିସଂଘରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ରାଜୀବ କେ.ଚନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ […]

  • Monday, 26 July 2021
maoist
କନଷ୍ଟେବଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନକ୍ସଲ

ରାୟପୁର/ କନ୍ଧମାଳ: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ପୋଲିସ କନଷ୍ଟେବଲଙ୍କୁ ନକ୍ସଲମାନେ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପୋୟମ ସୋମା। ତାଙ୍କୁ ଧନୁ ତୀର ଓ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଏହାସହ ମୃତକଙ୍କ ବାପା, ମାଆଙ୍କ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ପୂର୍ବରୁ ପୋୟମଙ୍କୁ ପୋଲିସ ଚାକିରି ଛାଡ଼ିବାକୁ ମାଓବାଦୀ ଧମକ ଦେଇଥିଲେ। ସେ ଚାକିରି ନଛାଡ଼ିବାରୁ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ। […]

  • Monday, 26 July 2021
anaconda
ଓଡ଼ିଶାରେ ଗଡ଼ିଲା 'ସୁପର ଆନାକୋଣ୍ଡା'; ୨ କିଲୋମିଟର ଲମ୍ବର ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିଲା ସୁପର ଆନାକୋଣ୍ଡା। ଭାରତୀୟ ରେଲୱେ ପକ୍ଷରୁ ପ୍ରଥମ ଥର ଲାଗି ଟ୍ରାକ୍‌ରେ ଗଡ଼ିଛି ଦେଶର ଦୀର୍ଘତମ ମାଲବାହୀ ଟ୍ରେନ। ଏହି ମାଲଗାଡ଼ିର  ନାଁ ରଖାଯାଇଛି ସୁପର ଆନାକୋଣ୍ଡା। ଟ୍ରେନ୍‌ଟିର ଦୈର୍ଘ୍ୟ ୨ କିଲୋମିଟର ଏବଂ ଏଥିରେ ୧୭୭ଟି ଓ୍ୱାଗନ ଖଞ୍ଜା ଯାଇଛି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥର ୩ଟି ମାଲଗାଡ଼ିକୁ ଯୋଡ଼ି ଏହି ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଲଗାଡ଼ିକୁ ଟ୍ରାକରେ ଚଳାଇଛି ରେଳବାଇ ଏହି ମାଲଗାଡ଼ିରେ ୧୫ ହଜାର ଟନ୍ ମାଲ୍ ପରିବହନ ହୋଇଥିଲା। […]

  • Monday, 26 July 2021
priyanka
ମାସେ ଭିତରେ ବଙ୍ଗଳା ଛାଡ଼ିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମାସେ ଭିତରେ ସରକାରୀ ବଙ୍ଗଳା ଛାଡ଼ିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ ମିଳିଛି।  ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ। ଯଦି ସେ ସରକାରୀ ନିର୍ଦ୍ଦେଶକୁ ନମାନି ସେଠାରେ ରୁହନ୍ତି, ତେବେ ତାଙ୍କୁ ଫାଇନ ଦେବାକୁ ହେବ। ଏସ୍‌ପିଜି ସୁରକ୍ଷା ହଟିବା ପରେ ତାଙ୍କୁ ଏହି ବଙ୍ଗଳା ଖାଲି କରିବା ପାଇଁ କୁହାଯାଇଛି। ଦିଲ୍ଲୀ […]

  • Monday, 26 July 2021
weibo-aap-modi
ଚାଇନିଜ ଆପ୍ ୱିବୋକୁ ବାଏ ବାଏ କଲେ ମୋଦି

ନୂଆଦିଲ୍ଲୀ: ଚୀନର ୫୯ଟି ଆପ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଚାଇନିଜ ଆପ୍ ୱିବୋକୁ ବାଏ ବାଏ କରିଛନ୍ତି। ୱିବୋରେ ଥିବା ତାଙ୍କ ଆକାଉଣ୍ଟରୁ ମୋଦି ତାଙ୍କ ଫଟୋ ଓ ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି। ୱିବୋ ହେଉଛି ଟୁଇଟର ଭଳି ଏକ ମାଇକ୍ରୋ-ବ୍ଲଗିଂ ଆପ। ଯାହା ଚୀନରେ ଉପଲବ୍ଧ ହୋଇଥାଏ। ମୋଦି ଏଥିର ଚାଇନିଜ ଭାଷାରେ ତାଙ୍କ ମେସେଜ ପୋଷ୍ଟ କରୁଥିଲେ। ୨୦୧୫ରେ ଚୀନ ଗସ୍ତ ପୂର୍ବରୁ […]

  • Monday, 26 July 2021