ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍। ଶ୍ରୀନଗରରୁ ଯାତ୍ରୀ ଖୁବ ଶୀଘ୍ର ଲଦାଖ୍ ଅଭିମୁଖେ ଯାତ୍ରା କରିପାରିବେ।
Published: Otv Khabar Bureau
Last updated: 28 September 2021, 01:56 PM IST
ଦଶହରା ଅଳ୍ପ ଦିନ ଥିବାରୁ କଟକରେ ପ୍ରସ୍ତୁତି ଜୋରସୋରରେ କରାଯାଉଛି। କୋଭିଡ୍ କଟକଣାରେ ଛୋଟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଛି। କଟକର ବିଭିନ୍ନ ପୂଜା ମଣ୍ତପରେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଛି। ମା’ଙ୍କ ଛୋଟ ମୂର୍ତ୍ତି ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।