ଦୀପିକା ସ୍ମାଇଲ୍ । ବୟସ ମାତ୍ର ମାତ୍ର ୧୩ ମାସ । ହେଲେ ଏ ବୟସରେ ମଧ୍ୟ ସେ ବଡ଼ କାମ କରିଛନ୍ତି । ହେତୁ ହୋଇ ନଥିଲେ ସୁଦ୍ଧା କ୍ୟାନସର୍ ରୋଗୀଙ୍କ ଦୁଃଖ ବୁଝିଛନ୍ତି, ଆଉ ସେଥିରେ ସାମିଲ ହୋଇଛନ୍ତି ।
ଟିକେ ଅସାବଧାନତା ହେଲେ ପାହାଡ଼ରୁ ଖସି ଆହତ ହେବାର ଭୟ ଥାଏ। ହେଲେ ଏସବୁକୁ ଖାତିର ନକରି ଆଫ୍ରିକାର ଉଚ୍ଚତମ ଶୃଙ୍ଗ ଚଢ଼ି କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼ାଇ ଚର୍ଚ୍ଚାରେ ହାଇଦ୍ରାବାଦର ୧୩ ବର୍ଷୀୟ ଝିଅ ପୁଲକିତା।
ପ୍ରଥମେ ଯୁବକମାନଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଉ ଥିଲେ। ପରେ ସେମାନଙ୍କ ଦ୍ୱାରା ଡ୍ରଗ୍ସ କାରବାର କରୁଥିଲେ। ଏଭଳି ଅଭିଯୋଗ ଆସିଛି ରାଞ୍ଚିର ଜଣେ ମଡେଲ୍ଙ୍କ ବିରୋଧରେ....
ଭୟଙ୍କର ସଡ଼କ ଦୁର୍ଘଟଣାରେ ଦିବଙ୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ଏକ୍ସପ୍ରେସ ୱେ ହେଲା ଫ୍ଲାଏ ୱେ... ରାଜପଥରେ ଲ୍ୟାଣ୍ଡ୍ କରୁଛି ଗୋଟିଏ ପରେ ଗୋଟିଏ ଫାଇଟର୍ ଜେଟ୍
ନୂଆଦିଲ୍ଲୀରେ ଏବେ ସ୍ଥିତି ଏମିତି ଯେ, ଲୋକେ କହୁଛନ୍ତି ଆମେ ଏଠି ଗୋଟେ ପ୍ରଦୂଷଣପୂର୍ଣ୍ଣ ଅଞ୍ଚଳରେ ଛଟପଟ ହେଉଛୁ। ଆଖି ପୋଡ଼ୁଛି, ନାକ ପୋଡ଼ୁଛି। ଶୀତ ଦିନ ଆସିଲାଣି ଯେ, ଏବେ ପ୍ରଦୂଷଣ ମାତ୍ରା ବଢ଼ିଗଲାଣି।
ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିବ ଯୁଦ୍ଧ ବିମାନ ମିରାଜ-୨୦୦୦ ।
ଶକ୍ତିଶାଳୀ ଯୁଦ୍ଧ ବିମାନ ଧରି ବୀର ଭାରତୀୟ ଯବନା ଦେଖାଇଛନ୍ତି ବିରତ୍ୱ । ଗୋଟେ ପରେ ଗୋଟେ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଠାରେ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି ।
ପୂର୍ବାଞ୍ଚଳ ଏକ୍ସପ୍ରେସେ ଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ ମିରାଜ-୨୦୦୦ । ଏହାଛଡ଼ା AN-32 ପରିବହନ ବିମାନ ଯବାନଙ୍କୁ ନେଇ ଲ୍ୟାଣ୍ଡ କରିବା କାର୍ଯ୍ୟକ୍ରମ ରହିଛି
ବହୁ ନାମିଦାମୀ ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକରେ ମସାଜ୍ କରିବା ଉପରେ ଅନେକ କଟକଣା କରାଯାଇଛି। ଜାଣନ୍ତୁ ଗୌହାଟୀ ମ୍ୟୁନସିପାଲ କର୍ପୋରେସନ କଣ ନିର୍ଦ୍ଦେଶାନାମା ଜାରି କରିଛନ୍ତି।
ଆର୍ୟନ ଖାନ୍ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....
ଗତ କିଛିଦିନ ହେବ ଦିଲ୍ଲୀରେ ଭୟଙ୍କର ଭାବରେ ବଢିବାରେ ଲାଗିଛି ପ୍ରଦୂଷଣ, ଏହାରି ମଧ୍ୟରେ ଲକଡାଉନ୍ ପାଇଁ ପ୍ରସ୍ତୁତ ଥିବା ନେଇ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦିଲ୍ଲୀ ସରକାର
ଦେଶରେ କୋଭିଡ୍ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ନିବେଶ, ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅର୍ଥମନ୍ତ୍ରୀ।ମହାମାରୀର ଦ୍ୱିତୀୟ ଲହର ପରେ ଦେଶର ଅର୍ଥନୀତିରେ ବଡ ଧରଣର ସୁଧାର ଆସିଥିବା ସେ କହିଛନ୍ତି।
ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ହୋଇପାରେ ଲକଡାଉନ୍ । ସୁପ୍ରିମକୋର୍ଟରେ କେଜ୍ରିଓ୍ୱାଲ୍ ସରକାରଙ୍କ ସତ୍ୟପାଠ ଦାଖଲ । ୨୪ ଘଣ୍ଟାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଦେଲେ ଆଦେଶ।
କରୋନା ପରେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଲାଗୁ ହୋଇପାରେ ଲକଡାଉନ୍ । ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ଆଜି କେଜରିୱାଲ ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।
ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହସ୍ପିଟାଲରେ ପୋଷ୍ଟମର୍ଟମ ହୋଇପାରୁଥିଲା। ଆଉ ଏବେ କଣ ହେବ, ସେନେଇ ଗାଇଡଲାଇନ୍ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର।
ପୁଣି ବଢିଛି ସୁନାର ଦାମ୍ । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୨୦୦ ଟଙ୍କା ଓ ୫୦,୨୮୦ ଟଙ୍କା ରହିଛି । ତେବେ ରୁପା ମୂଲ୍ୟ ଆଜି କିନ୍ତୁ ହ୍ରାସ ପାଇଛି ।
୪୫ ବର୍ଷିୟ ବାବୁଲାଲ ଯାଦବନାମକ ଜଣେ ବ୍ୟକ୍ତି ନୟାଗାଓଁ ପୁଲିସ୍ ଷ୍ଟେସନରେ ଶନିବାର ଦିନ ମଇଁଷି କ୍ଷୀର ଦୁହାଁଇ ଦେଉନଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଇଁଷି ଭଲ କ୍ଷୀର ଦେଉଥିଲା । କିନ୍ତୁ କିଛି ଦିନ ହେବ ମଇଁଷିଟି ଅଜବ ବ୍ୟବହାର କରୁଛି । କ୍ଷୀର ଦୁହିଁବା ପାଇଁ ଗଲେ ମାରିବାକୁ ଧାଉଁଛି ।
ରିପୋର୍ଟିଂ ପାଇଁ ଯାଉଥିଲେ ସାମ୍ୱାଦିକା, ଅଟକାଇଲା ପୋଲିସ । ତ୍ରିପୁରାରେ ଓଡିଆ ସାମ୍ବାଦିକାଙ୍କ ସହିତ ୨ ଅଟକ ରହିଥିବା ସୂଚନା ମିଳିଛି । ଗୌହାଟୀ ଯାତ୍ରା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି । ଅଟକ ରଖିବାର କାରଣ ଏହି ଭିଡିଓରୁ ଶୁଣନ୍ତୁ ।
୨୪ ଘଣ୍ଟା ସକ୍ରିୟ ରହିବ ଅଭିନବି ଆମ୍ବୁଲାନ୍ସ ସେବା । ବିଶେଷ କଥା ହେଉଛି ଏହି ଯୋଜନାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଯୋଗୀ ସରକାର ଏକ କଲ ସେଣ୍ଟର ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି ।
ବିବାହର ୧୨ ବର୍ଷ ପରେ ହଠାତ୍ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଆଉ କିଛି ଦିନ ମଧ୍ୟରେ ସେ ଆରପାରିକୁ ଚାଲିଗଲେ ।
ଲକଡାଉନ୍ ହେବ ଦିଲ୍ଲୀ । ଲକଡାଉନ ପ୍ରସ୍ତୁତି ନେଇ ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର । ଜାଣନ୍ତୁ କାରଣ ।
ଶତ୍ରୁ ହୋଇଯାଆନ୍ତୁ ସାବଧାନ । ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତ । ଭାରତ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲେ ଶତ୍ରୁଙ୍କୁ ମିଳିବ କରାରା ଜବାବ । ଏହି ଖବରରେ ଜାଣନ୍ତୁ କିପରି ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।
ଗୁଜରାଟରେ ଟ୍ରେନ୍ କୋଚ୍ ଭିତରୁ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ରହସ୍ୟ ସୃଷ୍ଟି ହୋଇଛି। ଏହାସହ ଯୁବତୀଙ୍କ ଡାଏରୀକୁ ନେଇ ସସ୍ପେନ୍ସ ମଧ୍ୟ ବଢ଼ିଛି।