• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Roshni Singhdeo
ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୨ ବର୍ଷରେ ପରଲୋକ । ପୁଅ ପୁଷ୍ପେନ୍ଦ୍ରଙ୍କ ବାସଭବନରେ ରୋଶନୀଙ୍କ ପରଲୋକ ।

Preparations for the elections in Maoist area
ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ବେଳେ ଗ୍ରହଣ କରାଯିବ କଡ଼ା ସୁରକ୍ଷା ବ୍ୟବସ୍ଥା ଆବଶ୍ୟକସ୍ଥଳେ ଡ୍ରୋନ୍ କିମ୍ବା ହେଲିକପ୍ଟରର ମଧ୍ୟ ବ୍ୟବହାର କରାଯିବ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତ ବେଳେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି ।

jharigaon
ଅଣ୍ଡା ମାଡ଼ରୁ ଗିରଫ ! ଥାନା ଘେରିଲେ ଲୋକେ

ଝରିଗାଁ ଥାନାକୁ ଧସେଇ ପଶିଛନ୍ତି ଶହ ଶହ ଲୋକେ । ଇଚ୍ଛାପୁର ପଞ୍ଚାୟତର ୬ଟି ଗାଁର ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

The couple got married at the police station
ଫାଣ୍ଡିରେ ପ୍ରେମୀ ଯୁଗଳଙ୍କ ବାହାଘର

ଫାଣ୍ଡିରେ ବାହା ହେଲେ ପ୍ରେମୀଯୁଗଳ । ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା  ବଡମାଲ ଫାଣ୍ଡିରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଯେଉଁଠି ନାଁ ଥିଲା ପଣ୍ଡିତର ମନ୍ତ୍ରପାଠ, ନାଁ ଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା କେବଳ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ନିଆରା ଢଙ୍ଗରେ ଥାନାରେ ବିବାହ ସମ୍ପଣ୍ଣ ହୋଇଛି ।

Sundargarh
ରିଟାୟାର୍ଡ ହେବାର ୧୭ ଦିନ ପୂର୍ବରୁ ଭିଜିଲାନ୍ସ ହାବୁଡରେ ADM

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Aseema Panda & Humane Sagar Rock Odia Version Of Swami Swami
ତେଲୁଗୁରେ ‘ସାମୀ ସାମୀ’ ଗୀତ ପରେ ଓଡ଼ିଶା ମାର୍କେଟକୁ ଆସିଛି ‘ସ୍ୱାମୀ ସ୍ୱାମୀ’ ଗୀତ

ପୁଷ୍ପା ଫିଲ୍ମର ସାମି ସାମି ଗୀତ ଦେଶରେ ଭାରି ଟ୍ରେଣ୍ଡରେ ରହିଥିବାବେଳେ ଏବେ ଓଡ଼ିଶାରେ ଭାଇରାଲ୍‌ ହେଉଛି ସ୍ୱାମୀ ସ୍ୱାମୀ ଗୀତ । ଏମିତିକି ଓଡ଼ିଶାରେ ସ୍ୱାମୀ ମୋ ସ୍ୱାମୀ ଗୀତର ଟ୍ରେଣ୍ଡ ବଢୁଛି । ଫଳରେ ଛକ ଛକରେ, ପ୍ରତି ବ୍ୟାଣ୍ଡପାର୍ଟିରେ ବାଜୁଛି ସ୍ୱାମୀ ସ୍ୱାମୀ। ଏହି ଓଡ଼ିଆ ଗୀତଟି ଏତେ ଲୋକପ୍ରିୟ ହୋଇଛି ଯେ, ଯେଉଁଠି ଶୁଣିବେ କିଏ ନା କିଏ ଏହି ଗୀତକୁ ବଜାଉଥିବେ ନଚେତ୍‌ ଶୁଣିଥିବେ।

kacha badam singer bhuban badyakar says yet to receive remuneration for music video
ବିଶ୍ୱରେ ଚର୍ଚ୍ଚିତ ହେଲାଣି କାଚା ବାଦାମ, ଗୀତ ପାଇଁ ଭୁବନଙ୍କୁ ମିଳୁନି ଟଙ୍କା

ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟୋନ୍‌ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି ଆଗଭଳି ଗାଁ ଗାଁ ବୁଲି ବାଦାମ ବିକି ଚଳୁଛନ୍ତି...

ouat
ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ : ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଘର ଭିତରୁ ସହକାରୀ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି ।

Koraput Man Alleges Corruption In Biju Pucca Ghar Yojana
ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା

ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା। ପ୍ରକୃତ ହିତାଧିକାରୀ କିଛି ପାଉନାହାନ୍ତି , ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ସହାୟତା ମିଳୁଛି

Happy Promise Day 2022 – Promises Partners Should Make This Year
କାଲି ସରିଥିଲା କଣ୍ଢେଇ ଦିଆନିଆ, ଆଜି ପ୍ରେମ ପାଇଁ ପ୍ରତିଜ୍ଞା କରିବେ ପ୍ରେମୀ ଯୁଗଳ...

କାଲି ସରିଥିଲା କଣ୍ଢେଇ ଦିଆନିଆ। ଆଜି ପ୍ରେମ ପାଇଁ ହେବ ପ୍ରତିଜ୍ଞା...ଏବେ ଚାଲିଛି ପ୍ରେମର ମାସ

ENews- Meet Premara Kuhaka\'s Bunty, Know Bhabesh\'s On Screen Journey
ପାଦ ଚିପିଚିପି ଚାଲୁଛନ୍ତି, ଆଗପଛକୁ ଭାରି ଚିନ୍ତା କରୁଛନ୍ତି ବଣ୍ଟି...

ଭାରି ଶାନ୍ତ ଆମ ବଣ୍ଟି। ପାଦ ଚିପିଚିପି ଚାଲନ୍ତି,କୌଣସି ଆଡ଼େ ଯିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି...ଆଉ ପଚାରିଲେ କୁହନ୍ତି..

Cyber Crime।Fraudsters Dupe Man Of Rs 3.42 Lakh
ଅପରେସନ୍‌ ପାଇଁ ଟଙ୍କା ରଖିଥିଲେ, ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...

ଭାଇର ଅପରେସନ୍‌ ପାଇଁ ଟଙ୍କା ରଖିଥିଲେ, କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...ଖୋଜିବା ବେଳକୁ ଆଉ କିଛି ନାହିଁ

News Fuse। 2-Time Candidate Needs Promoting During Campaign For Panchayat Polls
ମଉସାଙ୍କ ଚିହ୍ନ ଖୋଲା ଦେହ, କିଛି ନେବାର ନାହିଁ କି କିଛି ଦେବାର ନାହିଁ...

ଇଲୋ ହେଇଲୋ...ମେଢ କଣ ବାଇକ୍‌ରେ ଆଇଲାଣି? ଓଃ. ମଉସାଙ୍କର ପା’ ଖୋଲା ଦେହ ଚିହ୍ନ...ପୂରା ବିନଦାସ୍‌....କିଛି ନେବାର ନାହିଁ କି କିଛି ଦେବାର ନାହିଁ

Calf\'s Day Out In Car With Seatbelt On- Viral Video
କଅଁଳା ବାଛୁରୀକୁ କାରରେ ବସାଇ ବୁଲାଇଲେ ଯୁବତୀ

ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି। ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦେରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...

Bhubaneswar Man Gets Call To Collect Covid Ex-Gratia For Alive Family Member
ମାଆ ବଞ୍ଚିଛି, ପୁଅକୁ ଫୋନ୍‌ କରି BMC କହୁଛି ମାଆର କରୋନା ମୃତ୍ୟୁ ଟଙ୍କା ଆସି ନେଇଯାଅ...

ବଞ୍ଚି ଥାଉ ଥାଉ ମାଆକୁ ମାରିଦେଲା ବିଏମସି। କହିଲା ତୁମ ମାଆଙ୍କର କରୋନାରେ ଯାଇଛି ପ୍ରାଣ, ସରକାରଙ୍କ ପକ୍ଷରୁ ମିଳୁଥିବା ୫୦ ଟଙ୍କା ଅନୁକମ୍ପା ରାଶି ଆସି ଅଫିସରୁ ନେଇ ଯାଅ...ଭୁଲ ଜାଣିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦୋଷ ଠେଲି ଦେଲା BMC

Apana Eka Nuhanti । Koraput Man Seeks Govt Help To Treat 2 Sons
ଦୁଇ ପୁଅଙ୍କ ଚିକିତ୍ସା ପାଇଁ ରାସନ କାର୍ଡ଼କୁ ବନ୍ଧା ପକାଇଲା ବାପା...

ଦୁଇ ପୁଅଙ୍କ ଚିକିତ୍ସା ପାଇଁ ୧୫ ହଜାର ଟଙ୍କାରେ ରାସନ ଓ ଭତ୍ତା କାର୍ଡ଼କୁ ବନ୍ଧା ପକାଇଦେଲା ବାପା। ଚାଉଳ ବିକି ବନ୍ଧା କାର୍ଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବାପା...ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼?

Ananda mahindra
ଦୁଃଖ ବୁଝିପାରିଲେ ଆନନ୍ଦ ମହିନ୍ଦ୍ରା

ବାପାଙ୍କୁ ହରାଇ ରେସ୍ତୋରାଁ ଚଳାଉଥିଲେ ଦୁଇ ଭାଇ। ଦୁଃଖ ବୁଝିପାରିଲେ ଆନନ୍ଦ ମହିନ୍ଦ୍ରା । କହିଲେ, ତୁମେ ମାନେ ବହୁତ ସାହାସୀ। ଜମା ବି ବ୍ୟସ୍ତ ହୁଅ ନାହିଁ। ଏମିତିକି ଯେବେ ବି ଅମୃତ ସହର ଯିବି ତୁମ ମାନଙ୍କ ରେସ୍ତୋରାଁକୁ ଖାଇବାକୁ ନିଶ୍ଚୟ ଯିବି ବୋଲି ଆନନ୍ଦ କହିଛନ୍ତି। ଆଉ ଏହି ଭିଡ଼ିଓକୁ ନିଜ ଅଫିସିଆଲ ଟ୍ୱିଟ୍‌ର ପେଜରେ ସେୟାର କରିଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲଛି।

Anubhav Mohanty & Jagrati Shukla
ସାଂସଦ ଅନୁଭବଙ୍କ ବାନ୍ଧବୀ ଜାଗ୍ରତିିଙ୍କ ନାଁରେ ଏତଲା ଦେଲେ ବର୍ଷା

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଛନ୍ତି ବାନ୍ଧବୀ। ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ।

  • Thursday, 10 February 2022
Corona Impact
ଜୀବନ ନେଉଛି ବେରୋଜଗାର ! ୩ ବର୍ଷରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ତଥ୍ୟ ପରେ ଜୋର୍ ଧରିଛି ଚର୍ଚ୍ଚା।

When Divine Calls Devotee
ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ପୁରୀ ଆସୁଛନ୍ତି ଭକ୍ତ

ଜଗା ପ୍ରେମରେ ଅନ୍ଧ ଭକ୍ତ। ରାଜସ୍ଥାନରୁ ଦଣ୍ଡ ଯାତ୍ରାରେ ବାହାରିଛନ୍ତି ପୁରୀ, କହୁଛନ୍ତି ଜଗତର ମଙ୍ଗଳ ପାଇଁ ମୁଁ ଯାଉଛି ପୁରୀ

Berhampur Marital Discord
"ଆମେ ତ ଟଙ୍କା ନେବାକୁ ଆସିଛୁ, ସେ କୋଉଠୁ ଆଣିବେ ଆମେ ଜାଣିନୁ"

ଆମେ ତ ଜଗି ବସିଛୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଟଙ୍କା ଦେବା କଥା...ସେ କେମିତି ଟଙ୍କା ଦେବେ ତାହା ତାଙ୍କର କଥା, ନିର୍ଦ୍ଦେଶ ଅନୁସାରେ ଟଙ୍କା ପୂର୍ବରୁ ଯୋଗାଡ଼ କରିବାର ଥିଲା

love
ବୁଢୀ ନାହିଁ , ଏ ବୟସରେ ମୁଁ ଏକା କେମିତି ରହିବି?

ଏ ବୟସରେ ମୁଁ ଏକା କେମିତି ରହିବି? କେମିତି ଶୋଇବି? କାହିଁକି ତାକୁ ଆଣିଲନି? ସେ ନ ଆସିଲେ, ଆଜି ରାତିରେ ମୁଁ ମରିଯିବି... ବୟସର ଅପରାହ୍ନରେ ବି ଏ ମଉସାଙ୍କର ଏମିତି ରହିଛି ପ୍ରେମ।

Berhampur Marital Discord
ତପସ୍ୱିନୀଙ୍କୁ ଟଙ୍କା ଦେବାରେ ଅସମର୍ଥ ସୁମିତ୍ ! ନୋ ୱର୍କ ନୋ ପେରେ ଥିବାରୁ ଅସହାୟତା ବଖାଣିଲେ ଡାକ୍ତର

ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡ. ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ ।

last rite
ଚିରାଚରିତ ପ୍ରଥା ଭାଙ୍ଗି ଉଦାହରଣ ସାଜିଲେ ! ମା’କୁ ମୁଖାଗ୍ନି ଦେଲେ ଛଅ ଝିଅ

ମା’ବାପା ଚାହାନ୍ତି ମଲା ପରେ ପୁଅ ମୁଖାଗ୍ନି ଦେବ । ଯାହା ଦ୍ୱାରା ତାଙ୍କ ଆତ୍ମା ଶାନ୍ତି ପାଇବ । ହେଲେ ପୁଅ ନିଜ କର୍ତ୍ତବ୍ୟକୁ ଭୁଲିଗଲା, କିନ୍ତୁ ଝିଅମାନେ ନିଜ ନିଜ କର୍ତ୍ତବ୍ୟ କରିଛନ୍ତି ।

Jagruti Shukla
ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଲେ ବାନ୍ଧବୀ ! ନାଁ ନନେଇ ବର୍ଷାଙ୍କୁ ଟାର୍ଗେଟ କଲେ ଜାଗ୍ରତି ଶୁକ୍ଳା

ବର୍ଷାଙ୍କୁ ଇଙ୍ଗିତ କରି ଜାଗ୍ରତି ଫେସବୁକରେ ଏକ ଲେଖା ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି ।