ଆମେ ତ ଜଗି ବସିଛୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଟଙ୍କା ଦେବା କଥା...ସେ କେମିତି ଟଙ୍କା ଦେବେ ତାହା ତାଙ୍କର କଥା, ନିର୍ଦ୍ଦେଶ ଅନୁସାରେ ଟଙ୍କା ପୂର୍ବରୁ ଯୋଗାଡ଼ କରିବାର ଥିଲା: ତପସ୍ୱନୀଙ୍କ ଓକିଲ
Published: Prangyan Parimita
Last updated: 10 February 2022, 06:23 PM IST
ଏ ବୟସରେ ମୁଁ ଏକା କେମିତି ରହିବି? କେମିତି ଶୋଇବି? କାହିଁକି ତାକୁ ଆଣିଲନି? ସେ ନ ଆସିଲେ, ଆଜି ରାତିରେ ମୁଁ ମରିଯିବି... ବୟସର ଅପରାହ୍ନରେ ବି ଏ ମଉସାଙ୍କର ଏମିତି ରହିଛି ପ୍ରେମ।