• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Phalodi town of rajasthan most hot place of India
ଭାରତର ସବୁଠାରୁ ଗରମ ସହର, ଏବେଠାରୁ ଜଳିଲାଣି

ଆଜିକାଲି ରାଜସ୍ଥାନର ଅନେକ ସହର ଜଳିବା ଆରମ୍ଭ କରିଛି। ଏହି ସହରଗୁଡିକ ମଧ୍ୟରେ ଫଲୋଦିରେ ସବୁଠାରୁ ଅଧିକ ଗରମ ଅନୁଭୂତ ହେଲାଣି। କୁହାଯାଏ ଯେ ଏହି ସହର ମେ-ଜୁନ୍ ମାସରେ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳରେ ପରିଣତ ହୁଏ।

Krushna Mohanty Talks About Baji Rout Chhatrabas
ଜାତି, ଧନୀ ଓ ଗରୀବର ବିଷମତା ଉଠିଗଲେ ଆମେ ବହୁତ ଆଗକୁ ଯିବା”

ନୂଆ ସମାଜ ଗଢିବା ଦରକାର। ଧନୀ, ଦରିଦ୍ରର ତାରତମ୍ୟ ରହିବା ଆଦୌ ଠିକ୍ ନୁହେଁ...ଶୁଣନ୍ତୁ ସମାଜସେବୀ କୃଷ୍ଣା ମହାନ୍ତି କଣ କହୁଛନ୍ତି..

The Great Odisha Political Circus
୧୦ ବର୍ଷ ହେଲାଣି କଂଗ୍ରେସ କମିଙ୍ଗ୍‌ କହୁଛନ୍ତି ସୁର ଭାଇ, ହେଲେ କମିଙ୍ଗ୍‌ ହେଉନି ବରଂ ଗୋଇଂ ହେଉଛି

ଏବେ ନୁହେଁ ୧୦ ବର୍ଷ ହେଲାଣି କଂଗ୍ରେସ କମିଙ୍ଗ୍‌ କମିଙ୍ଗ୍‌ କହୁଛନ୍ତି ସୁର ଭାଇ। ହେଲେ କଂଗ୍ରେସ ଆସିବ କଣ ବରଂ ଘୁଂଚି ଘୁଚିଂ ପଳାଉଛି...୫ ରାଜ୍ୟର ବିଧାନସଭା ଫଳ ପରେ ଭାବୁଛୁ କଂଗ୍ରେସ ଆସିବ କେଉଁ ଦିଗରୁ?

News Fuse | Capital City’s ‘Smart’ Ox Knows Whose Poster To Eat
ଇଏ ବିଜେଡ଼ି ଷଣ୍ଢ, ସିଏ ବି ଜାଣିଛି ଏ ଦଳକୁ ଛାଡ଼ି ସବୁ ଭୋକିଲା...ଆଉ ଏ ଛେଳି ତ...

ମୁଁ ବିଜେଡ଼ି ଛେଳି, ତୁମ ବାଡ଼ି ପଶି। ନାରଣରେ...ମାରିଦେଲୁ...ବୁଝି ପାରୁନି କି? ଯିଏ ୟାଙ୍କୁ ଭୋଟ୍‌ ଦେବ ସିଏ ମତେ ଖାଇବ। ଜାଗା ମୁଣ୍ଡରେ ଖେଳ

 PM Modi Sleeps For 2 Hours Only
ଦିନକୁ ମାତ୍ର ୨ ଘଣ୍ଟା ଶୋଉଛନ୍ତି ମୋଦି। ମହାରାଷ୍ଟ୍ର ବିଜେପି ମୁଖ୍ୟ କଲେ ବଡ଼ ଖୁଲାସା

ଦିନକୁ ମାତ୍ର ୨ ଘଣ୍ଟା ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନି ସଭାରେ ବଡ଼ ଖୁଲାସା କଲେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌। କହିଲେ, ୨୪ ଘଣ୍ଟା କେମିତି କାମ କରିବେ ସେନେଇ ଏକ ପରୀକ୍ଷା ଦେଉଛନ୍ତି ମୋଦି....

19YO Lad Runs 10Kms Everyday
ସେନାରେ ସାମିଲ ହେବା ପାଇଁ ଦୋକାନ କାମ ସାରି ନିଇତି ୧୦ କିମି ଦଉଡ଼ୁଛନ୍ତି ପ୍ରଦୀପ, ପୂରା ଦେଶ କରୁଛି ପ୍ରଶଂସା

ଇଣ୍ଡିଆନ୍‌ ଆର୍ମିରେ ଭର୍ତ୍ତି ହେବା ପାଇଁ ଦିନସାରା ଦୋକାନ କାମ ସାରି ରାତିରେ ୧୦ କିମି ରାସ୍ତା ଦଉଡ଼ି ଘରକୁ ଯାଉଛନ୍ତି। ଆର୍ଥିକ ସଂକଟ ଥିବାରୁ ନେଇ ପାରୁନାହାନ୍ତି ଉନ୍ନତମାନର ତାଲିମ୍‌। ସାହାଯ୍ୟ ପାଇଁ ଆଗକୁ ଆସିଲେ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ। ସେପଟେ ଟ୍ୱିଟ୍‌ କରି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

How To take Care During Pregnancy
ଗର୍ଭାବସ୍ଥାରେ କେମିତି ନେବେ ନିଜର ଯତ୍ନ? କଣ କରିବେ ଆଉ କଣ କରିବେନି?

ଆପଣ ଗର୍ଭାବତୀ ଅଛନ୍ତି କି? ଯଦି ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ...ଜାଣି ରଖନ୍ତୁ କଣ କରିବେ ଆଉ କଣ କରିବେନି?

Ganesha's plea, give me a tricycle
ଗଣେଶଙ୍କ ଗୁହାରି, ମୋତେ ଟ୍ରାଇ ସାଇକେଲଟିଏ ଦିଅ, ସ୍କୁଲ୍ ଯିବି, ପାଠ ପଢିବି

ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍ ଯିବି, ଆଉ ପାଠ ପଢିବି

Wife Death
ସ୍ୱାମୀ ଦଶାହରେ ଆଖି ବୁଜିଦେଲା ସ୍ତ୍ରୀ

ବାସୁଦେବପୁର ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲା ବେଳେ ଆଖି ବୁଜିଲେ ପତ୍ନୀ ସୁମତି । ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

Small Girl Enters International Book Of Records
ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପାଞ୍ଚ ବର୍ଷର ଓଡ଼ିଆ ଝିଅ

ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା ।

Gupchup Seller Contesting For Chairman Post
ଦିନେ ଗୁପ୍‌ଚୁପ୍‌ ବିକୁଥିଲେ, ଆଜି ଏନଏସିର ଚେୟାରମ୍ୟାନ ହେବା ପାଇଁ କରୁଛନ୍ତି ଲଢେଇ

ଗାଁ କୁ ଗାଁ ଓ ସାହି କୁ ସାହି ସ୍ୱାମୀଙ୍କ ସହ ବୁଲି କରନ୍ତି ଗୁପଚୁପ୍‌ ବେପାର। ହେଲେ ଏବେ କଂଗ୍ରେସରୁ ଟିକେଟ୍‌ ପାଇ ଏନଏସି ଚେୟାରମ୍ୟାନ ହେବା ପାଇଁ କରୁଛନ୍ତି ଲଢେଇ। କହୁଛନ୍ତି, ବେପାର ସମୟରେ ଅନେକ ଲୋକଙ୍କ କଷ୍ଟ ଦେଖିଛି ହେଲେ ସାହାଯ୍ୟ କରିପାରିନି, ଚେୟାରମ୍ୟାନ ହେଲେ ସମସ୍ତଙ୍କୁ କରିବି ସାହାଯ୍ୟ

Petrol Diesel Prices Hike
ଦୀର୍ଘ ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ସୂଚନା ମିଳିଛି ।

Vigilance Raid
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଚଢ଼ଉ ଜାରି ରହିଥିବାରୁ ତାଙ୍କର ମୋଟ୍ ସଂପତ୍ତିର ଆକଳନ କରାଯାଇନାହିଁ।

In human brain there are mysterious tunnels
ମାନବ ମସ୍ତିଷ୍କରେ ରହିଛି ରହସ୍ୟମୟ ସୁଡଙ୍ଗ; କରେ ଅନେକ କାମ

ମଣିଷ ମସ୍ତିଷ୍କରେ ରହିଛି ଅନେକ ଗୁପ୍ତ ଟନେଲ୍। ଏହା ମସ୍ତିଷ୍କକୁ ଖପୁରୀ ସହିତ ସଂଯୋଗ କରେ ଏବଂ ବାର୍ତ୍ତା ବିନିମୟ କରେ। ଖାଲି ଏତିକି ନୁହେଁ, କରିଥାଏ ଆହୁରି ଅନେକ କାମ।

KOTIA Supreme Court
ଆନ୍ଧ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା, ଖାରଜ ହେଲା ରିଟ୍‌ ପିଟିସନ୍‌

କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର ।

Spread delicious food on college campuses
କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା ।

father carried his son's body on his shoulders
ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

କଳାହାଣ୍ଡି: ଦାନ ମାଝି ଘଟଣାର ପୁନରାବୃତ୍ତି। ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ କାନ୍ଧରେ ଲଦି ବାପା ଦେଢ଼ କିଲୋମିଟର ଚାଲି ଚାଲି ଘରକୁ ଫେରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଆକାଶ ବେନିଆ।

Tiger death
ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ

ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ । ବାଘୁଣୀ ରୂପା ଜନ୍ମ ଦେଇଥିବା ତିନିଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ । ମୃତ ଛୁଆଟି ଅଣ୍ଡିରା ଓ ଧଳା ବାଘ । ବାଘ ଛୁଆର ମୃତ୍ୟୁ କେମିତି ହେଲା କାରଣ ଜଣାପଡ଼ିନାହିଁ ।

Old man singing so well internet gone crazy over it
ବୃଦ୍ଧଙ୍କ ଯାଦୁଗରୀ ସ୍ୱର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟିକଲା

ବୃଦ୍ଧଙ୍କ ପ୍ରତିଭା ଦେଖି ଲୋକମାନେ ପାଗଳ ହେଉଥିବା ଦେଖାଯାଏ। ତାଙ୍କର ଏହି ପ୍ରତିଭା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରୁଛି। ସେ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ସହିତ ଯୁଗଳବନ୍ଦୀ କରୁଥିବା ବେଳେ ବୃଦ୍ଧଙ୍କର ସ୍ୱର ଏତେ ମଧୁର ଲାଗୁଛି ଯେ ସିଏ ଶୁଣିବ ସେ ସେଇଠି ହିଁ ହଜିଯିବ।

Brother gets emotional after holding his newborn sister
ନିଜ ନୂଆ ଭଉଣୀକୁ କୋଳରେ ଧରି କାନ୍ଦି ପକେଇଲା କୁନି ଭାଇ

ସୋଆସିଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭାବପ୍ରବଣ ଭିଡିଓ। ଏକ ଛୋଟ ଝିଅକୁ ନିଜ କୋଳରେ ଧରିବା ମାତ୍ରେ ଏକ ପିଲା ଖୁସି ହୋଇଯାଉଥିବା ଦେଖାଯାଏ। ଏହି ପିଲାଟି ପ୍ରଥମ ଥର ପାଇଁ ତା ସାନ ଭଉଣୀକୁ କୋଳରେ ଧରିଛି, ଯେଉଁଥିପାଇଁ ତା ଆଖିରୁ ଖୁସିର ଲୁହ ଝରିଆସୁଛି।

food festival
କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା ।

Man Carries Dead Son
ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ପଛରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିଲେ।

The contractor looted the housing plan
ଠିକାଦାର ହଡ଼ପ କରିନେଲେ ଆବାସ ଯୋଜନା ଘର

ଗରିବ ଲୋକଙ୍କ ରହିବା ପାଇଁ ସରକାର ଘର ଦେଲେ, ହେଲେ ଘର ଟଙ୍କାକୁ ଆତ୍ମସାତ୍ କଲେ ଠିକାଦାର। ଜନଜାତିଙ୍କ ସରଳତାର ସୁଯୋଗ ନେଇ ଘର କରିଦେବା ବାହାନାରେ ଚଳୁ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଫଳରେ ଘର ମିଳିବାର ୫ ବର୍ଷ ପରେ ବି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି  ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ବାସିନ୍ଦା ।

Pakhala Prema
ଘରଠୁ ତାରକା ହୋଟେଲ୍, ଯୁଆଡେ ଦେଖିବ ପଖାଳ

ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ।

  • Sunday, 20 March 2022