• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Cyber Crime
ଆଖି ପିଛୁଳାକେ ଆକାଉଣ୍ଟ ଗୋଲ୍‌

ବଢ଼ୁଛି ସାଇବର ଅପରାଧ । ସତର୍କତା ଅଭାବରୁ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଖାଲି । ପାଦେ ପାଦେ ରହିବାକୁ ପଡ଼ିବ ସତର୍କ । ଜଣନ୍ତୁ...

palm fruit
ସଜେଇ ହୋଇ ବସିଛି ତାଳ ସଜ

ଭାରି ସୁଆଦିଆ ତାଳ ସଜ... ପାଟିକୁ ମିଠା... ପେଟକୁ ଥଣ୍ଡା। ଆଉ ଏଇ ତାଳସଜ ଖାଇବାକୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭାରି ଉତ୍ସାହ। ସେ ଦିନର ଗଛମୂଳର ଆଉ ସେ ତାଳ ସଜ ନାହିଁ। ରାସ୍ତକଡ଼ରେ ଏବେ ମେଲିଛି ତାଳସଜର ପସରା ।

eager to exercise voting rights
ଶତାୟୁ ଭୋଟର: ଆମେ ବି ବାଛିବୁ ନେତା

ଦେହରେ ଚମ ସବୁ ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ବି ଶହେ ଟପିଲାଣି । ନା ଆଖିକୁ ଭଲ କି ଦିଶୁଛି । ନା ଥରେ କହିଲେ ଭଲକି ସେ ବୁଝିପାରୁଛନ୍ତି । ତଥାପି ଗଣତନ୍ତ୍ରର ମୂଲ୍ୟ ଏମାନଙ୍କୁ ଭଲରେ ଜଣାଅଛି । ସେଥିପାଇଁ ନିଜର ଭୋଟ୍‌ ଖଣ୍ଡକ ଦେବାକୁ ସେମାନେ ଅନାଇ ବସିଛନ୍ତି ୨୫ ତାରିଖକୁ ।

96% in Class 10 Board exam
ଗୁପଚୁପ୍ ବିକନ୍ତି ବାପା, ଝିଅ CBSE ଟପ୍ପର

ଖାଲି ଯିଏ ସୁଖ ସ୍ୱଚ୍ଛନ୍ଦରେ ଅଛି, ସେ ଯେ ଭଲ ପାଠ ପଢ଼ିବ ଆଉ ଗରୀବ ଘରର ପୁଅ ଝିଅ ପାଠ ପଢ଼ିବାରୁ ବଞ୍ଚିତ ହେବ ତାହା ନୁହେଁ । ଜଣେ ଗୁପଚୁପ୍ବିକାଳି ଝିଅ ହେଉଛନ୍ତି CBSE ଦଶମ ପରୀକ୍ଷାରେ ଟପ୍ପର । ୯୬% ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି ।

casts vote on stretcher
ବାବୁରେ ମୁଁ ଭୋଟ୍ ଦେବି, ମତେ ବୁଥ୍କୁ ନେଇଯାଅ

ମତେ କ୍ୟାନ୍ସର.... ଡାକ୍ତର କହୁଛନ୍ତି ଏବେ କାଳେ ଚତୁର୍ଥ ଷ୍ଟେଜ୍ । ଆଉ ବେଶୀ ଦିନ ବଞ୍ଚିବିନି । ହୁଏତ ଏଇଟା ମୋର ଶେଷ ଭୋଟ୍। ପୁଅରେ ମେତେ ତୁ ଭୋଟ୍ଦେବାକୁ ନେଇଚାଲେ ।

Millions of fish died at once
ଏକାସାଙ୍ଗରେ ମରିଗଲେ ଲକ୍ଷାଧିକ ମାଛ

କୁଢ କୁଢ ମଲା ମାଛରେ ଭର୍ତ୍ତି ହୋଇଗଲା ଜଳାଶୟ। ରହସ୍ୟମୟ ଭାବେ ମୃତ୍ୟୁବରଣ କଲେ ଦୁଇଲକ୍ଷରୁ ଅଧିକ ମାଛ। କାରଣ ଜାଣି ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।

72 years old driving a car
72 ବର୍ଷରେ ଚଳାଉଛନ୍ତି ଭାରୀଯାନ

72 ବର୍ଷରେ ସେ ଚଳାଉଛନ୍ତି JCB, ଟ୍ରକ, ବସ ଓ ବୁଲଡୋଜର ଭଳି ଭାରୀଯାନ। ଏପରିକି ତାଙ୍କ ପାଖରେ ଅଛି 11ଟି ଯାନର ଡ୍ରାଇଭିଂ ଲାଇସେନ୍ସ୍। ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ ନାଁ। କିନ୍ତୁ କଥାଟି ପୁରା ସତ ଓ ମହିଳା ଜଣକ ବି ଆମ ଭାରତର। ଦେଖନ୍ତୁ ଏହି ରିପୋର୍ଟ

My daughter will be a pilot
ମୋ ସୁନା ଝିଅ ପାଇଲଟ୍‌ ହେବ

ଟିକେ ଭାବିଲେ… ଜଣେ ମା’ର ଝିଅ ଯଦି ପାଇଲଟ୍‌ ହୋଇ ଆକାଶରେ ଉଡିବ... ତା’ ହେଲେ ସେ ମା’କୁ କେତେ ଗର୍ବ ଅନୁଭବ ହେବ । କାରଣ ତା’ ଝିଅ ପାଇଲଟ୍‌ ହେବ... ଆକାଶରେ ଉଡ଼ିବ... ଯୁଆଡେ ଚାହିଁବ ସିଆଡେ ଯିବ... ତା’ ନାଁ ରଖିବ ।

BlueLobster
ଦେଖିଛନ୍ତି କି ନୀଳ ଚିଙ୍ଗୁଡ଼ି ?

କେବେ ଦେଖିଛନ୍ତି କି ନୀଳ ଚିଙ୍ଗୁଡ଼ି? ଦେଖିନିଅନ୍ତୁ ଏହି ଚିଙ୍ଗୁଡ଼ିକୁ...

Mango
ଆମ୍ୱ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଏହା ଆଣିପାରେ ବଡ଼ ରୋଗ...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ୍ବକୁ ବଜାରରୁ ଆଣିବା ପରେ ଏହାକୁ ସଠିକ ଭାବେ ଧୋଇ କରି ଖାଆନ୍ତୁ । କାରଣ ସାଧାରଣତଃ ଆମ୍ୱ ପଚାଇବାକୁ କ୍ୟାଲସିୟମ୍ କାର୍ବାଇଡ୍ ନାମକ ଏକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ ।

Drunk women trio attacks
ମଦ ପିଇ ମାତାଲ ହେଲେ ଯୁବତୀ

ମଦ ପିଇ ମାତାଲ ହେଲେ ଯୁବତୀ । ପୁଲିସକୁ କାମୁଡ଼ି କଲେ କଲବଲ । ଜଣେ ନୁହେଁ କି ଦୁଇ ଜଣ ଏକାଥରକେ ୩ ଜଣ ଯୁବତୀ ମଦ ପିଇ ରାସ୍ତାରେ କଲେ ହଙ୍ଗାମା । ଯାହାର ଭିଡିଓ ଆପଣଙ୍କ ଆଖି ସାମ୍ନାରେ ।

Camel
କାହିଁକି ଓଟକୁ ଖାଇବାକୁ ଦିଆଯାଏ କୋବ୍ରା ?

ସବୁଠାରୁ ବଡ଼ କଥା ହେଉଛି କୋବ୍ରା ପରି ସାପ ଓଟକୁ ଖାଇବାକୁ ଦିଆଯାଇଥାଏ । ତାହାପୁଣି ଜୀବନ୍ତ ଅବସ୍ଥାରେ ।

  • Friday, 10 May 2024
  • Cobra
 Farmers express concern
ଚିନ୍ତାରେ ଲିଚୁ ଚାଷୀ, ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ

ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି । ଗଛରେ ପେନ୍ଥା ପେନ୍ଥା ଲିଚୁକୋଳି ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଲିଚୁଗୁଡ଼ିକ ଫାଟିଯିବା ସହ ପଚିବାକୁ ଆରମ୍ଭ କଲାଣି ।

Man from Ghana hugs over 1000 trees
ପରିବେଶ ସୁରକ୍ଷା ପାଇଁ ନିଆରା ରେକର୍ଡ,ସମାଜକୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ଆଜିକାଲି ତ ମଣିଷ ଗଛ ସବୁକୁ କାଟିବାରେ ବ୍ୟସ୍ତ। ନିଜର ସ୍ୱାର୍ଥ ପାଇଁ ଆମେ ମାନେ ଜଙ୍ଗଲ ନଷ୍ଟ କରି ଚାଲିଛେ। ହେଲେ ଜଣେ ଯୁବକଙ୍କର ଗଛ ପ୍ରତି ଥିବା ଭଲ ପାଇବା ସଂପୂର୍ଣ୍ଣ ନିଆରା ଅଟେ । ଜାଣନ୍ତୁ ପୂରା ଘଟଣା

cement-free breathable homes
ବିନା ସିମେଣ୍ଟର ଘର

ଏବେ ଯେପରି ଗରମ ଓ ଗୁଳୁଗୁଳି ହେଉଛି ଲାଗୁଛି କେବେବି ତାପମାତ୍ରା 50 ଡିଗ୍ରୀ ପାର ହୋଇଯିବ। ଘନ ଘନ ଚାଲୁଛି AC ଓ ବିଲ୍ ଦେଇଦେଇ ଗ୍ରାହକ ହୋଇଗଲେଣି ଅତିଷ୍ଠ। ଆଉ ACରୁ ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଏ ସମସ୍ୟାର ଏକ ପରମାନେଟ୍ ସଲ୍ୟୁସନ୍ ବାହାର କରିଛନ୍ତି ଜଣେ ଯୁବତୀ ଓ ନିର୍ମାଣ କରିଛନ୍ତି ବିନା ସିମେଣ୍ଟର ଘର ।

Tattoo craze
ଭୋଟ୍ ପାଇଁ ବାହୁରେ ଟାଟୁ

ଗଣତନ୍ତ୍ରର ମହାନ ପର୍ବରେ ଭୋଟରଙ୍କୁ ସଚେତନ କରିବା ପାଇଁ ଯୁବପିଢୀ ଏବେ ନିଆରା ଉପାୟ ଆପଣାଇଛନ୍ତି। ନିଜ ଶରୀରରେ ଟାଟୁ କରି ସଚେତନ କରୁଛନ୍ତି। ଚାଲନ୍ତୁ ଦେଖିବା ଭଦୋଦରାରୁ ଏକ ରିପୋର୍ଟ

boycott poll
ବୁଥ୍‌‌ ନାହିଁ ତ ଭୋଟନାହିଁ

ନୋ ବୁଥ୍‌‌ ନୋ ଭୋଟ୍‌‌। ଅର୍ଥାତ୍‌‌ ବୁଥ୍‌‌ ନାହିଁ ତ ଭୋଟନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକର ସିର୍ଲିଗୁଡା ଗ୍ରାମବାସୀ

Man in Koida
ସାଥି ପାଲଟିଛନ୍ତି ଦୁଇ କୁକୁର

ବୟସର ଅପରାହ୍ନରେ ପର କରିଦେଲା ପ୍ରଶାସନ । ଶେଷରେ ଭଙ୍ଗା କୁଡ଼ିଆ ଘରେ ଶୀତ ଖରା କକାରକୁ ସାମ୍ନା କରି ଦିନ କାଟୁଛନ୍ତି ୭୦ ବର୍ଷୀୟ ବୃଦ୍ଧ ସୀତାରମ ମୁଣ୍ଡା । ଶେଷ ସମୟରେ ସାଥୀ ସାଜିଛନ୍ତି ଦୁଇଟି ବୁଲା କୁକୁର ।

Indian Skimmers
ବିରଳ ପକ୍ଷୀ, ଖୁଣ୍ଟୁଣୀ ବନାଞ୍ଚଳରେ ପାଣିଚିରି

ବିଶ୍ବର ବିରଳ ପକ୍ଷୀ ଏବେ ଆଠଗଡ ଅଞ୍ଚଳରେ । ମହାନଦୀ ଅବବାହିକା ରେ ଅଣ୍ଡା ଦେଇଛନ୍ତି ଇଣ୍ଡିଆନ ସ୍କିମର ବା ପାଣି ଚିରି । ଯାହା ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହାଁନ୍ତି... ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନର ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଦେଖାଯାଆନ୍ତି ଏହି ବିରଳ ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି....

orphan children
ଅନାଥ ଶିଶୁଙ୍କ ସଂଘର୍ଷ, ୧୪ବର୍ଷ ଝିଅ ମୁଣ୍ଡରେ ପରିବାରର ବୋଝ

ଅଧା ମାଟି କାନ୍ଥକୁ ନୁଆଁଣିଆ ଚାଳଘର । ଘର ଭିତରକୁ ଦିନରେ ଖରା ଆଉ ରାତିରେ ଦିଶୁଛି ତାରା...କାରଣ ଦୀର୍ଘଦିନ ଧରି ଘର ଛପର ହୋଇନଥିବାରୁ ଚାଳ ଫୁଟି ଆଁ କରିଛି । ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଖୁରୀଭଙ୍ଗା ଗାଁ ର ମିଲୁ ବେହେରାଙ୍କ ଘର...ଯେଉଁଠି ଏବେ ଦୁଃଖର କଳାବାଦଲ...

nurse connected to 17 patient deaths
ନର୍ସଙ୍କୁ ୭ଶହ ବର୍ଷ ଜେଲ୍

ହତ୍ୟାକାରୀ ନର୍ସ ! ନେଉଥିଲା ଗୋଟିଏ ପରେ ଗୋଟିଏ ଜୀବନ ! ଟିକିଏ ଭୁଲ ବନ୍ଦ କରିଦେଉଥିଲା ରୋଗୀଙ୍କ ନିଃଶ୍ୱାସ ।

Viral Video
ଶିକ୍ଷୟିତ୍ରୀଙ୍କ ଝଗଡ଼ାରେ ହୁଲୁସ୍ତୁଲୁ ହେଲା ସ୍କୁଲ୍

ଡେରିରେ ଆସିଲେ ମାଡାମ୍ । ଆରମ୍ଭ ହେଲା ତୁମ୍ବି ତୋଫାନ୍। ଉଠିଲାପଡ଼ିଲା କ୍ଲାସ୍ ରୁମ୍। ଶିକ୍ଷୟିତ୍ରୀଙ୍କ ଝଗଡ଼ାରେ ହୁଲୁସ୍ତୁଲୁ ହେଲା ସ୍କୁଲ୍।

gupchup
ହୋସ୍ ଉଡାଇବ ଗୁପଚୁପ୍ ଦାମ୍

ଗୁପଚୁପ୍ ବା ପାନିପୁରି... ସମସ୍ତଙ୍କ ପସନ୍ଦ ଏ ଚଟପଟା ଖାଦ୍ୟ । ନାଁ ଧରିଲେ ପ୍ରାୟ ସଭିଙ୍କ ପାଟିରୁ ଲାଳ ଚାଲିଆସେ । ଆଉ ଖଟାପାଣି କଥା, କହିଲେ ତ ସରିଲା । ମାତ୍ର କିଛିଟା ଗୁପ୍ଚୁପ୍ ଖାଇବା ପରେ ଅନେକ ଲୋକ ୨ରୁ ୩ ଠୋଲା ଖଟାପାଣି ପିଇଦିଅନ୍ତି । ଗୁପଚୁପର ଚଟପଟା ସ୍ୱାଦ ପ୍ରାୟ ପିଲାଠୁ ବୁଢ଼ା ସମସ୍ତଙ୍କୁ ପସନ୍ଦ.

School Problem
ଆମ ସ୍କୁଲ ଆମକୁ ଫେରାଇଦିଅ

କେଉଁଠି ଆମ ଶିକ୍ଷା ବ୍ୟବସ୍ଥା ? କେଉଁଠି ଏ କୁନିକୁନି ପିଲାଙ୍କ ଭବିଷ୍ୟତ ? କୁଆଡେ ଗଲା ୫ଟି ସ୍କୁଲ ନାରା ?

Son Attack to Father
ଏମିତି ପୁଅ ନର୍କକୁ ଯିବ

ଜଣେ ହତଭାଗା ବାପାର ଏ କୋହଭରା ଗହାରି । କାହାକୁ ଦୋଷ ଦେବ... କିଏ ଅବା ଶୁଣିବ... କହା ନାଁରେ ଅଭିଯୋଗ କରି ଆଖିରୁ ଦୁଇଧାର ଲୁହ ଗଡ଼ାଇବ ।